ସୌନ୍ଦର୍ଯ୍ୟ ବୃଦ୍ଧି କରେ ପାନ ପତ୍ର: ଜାଣନ୍ତୁ କିପରି

ପିଲାଠୁ ବୁଢ଼ାଯାଏ ପାନ ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। ପ୍ରାୟ ସବୁ ଶୁଭ ଅବସରରେ ଲୋକେ ପାନ ଖାଇବାକୁ ଭଲ ପାଆନ୍ତି। ପୂର୍ବରୁ ଆମେ ପାନର ଅନେକ ଔଷଧୀୟ ଗୁଣ ବିଷୟରେ ଆପଣମାନଙ୍କୁ ଅବଗତ କରାଇଥିଲୁ। ଆଜି ଆମେ ପାନ ପତ୍ର ସାହାଯ୍ୟରେ କିପରି ସୌନ୍ଦର୍ଯ୍ୟ ବୃଦ୍ଧି କରିହେବ ସେ ବିଷୟରେ ଜଣାଇବୁ। ପାଞ୍ଚଟି ପାନ ପତ୍ରକୁ ଭଲଭାବେ ଧୋଇ ଏହାର ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟରେ ଏକ ଛୋଟ ଚାମଚ ମହୁ ମିଶାଇ ମୁହଁରେ […]

paan image

paan image

Rakesh Mallick
  • Published: Wednesday, 04 April 2018
  • Updated: 04 April 2018, 01:00 PM IST

Sports

Latest News

ପିଲାଠୁ ବୁଢ଼ାଯାଏ ପାନ ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। ପ୍ରାୟ ସବୁ ଶୁଭ ଅବସରରେ ଲୋକେ ପାନ ଖାଇବାକୁ ଭଲ ପାଆନ୍ତି। ପୂର୍ବରୁ ଆମେ ପାନର ଅନେକ ଔଷଧୀୟ ଗୁଣ ବିଷୟରେ ଆପଣମାନଙ୍କୁ ଅବଗତ କରାଇଥିଲୁ। ଆଜି ଆମେ ପାନ ପତ୍ର ସାହାଯ୍ୟରେ କିପରି ସୌନ୍ଦର୍ଯ୍ୟ ବୃଦ୍ଧି କରିହେବ ସେ ବିଷୟରେ ଜଣାଇବୁ।

  • ପାଞ୍ଚଟି ପାନ ପତ୍ରକୁ ଭଲଭାବେ ଧୋଇ ଏହାର ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟରେ ଏକ ଛୋଟ ଚାମଚ ମହୁ ମିଶାଇ ମୁହଁରେ ଲଗାନ୍ତୁ। ୧୫ ମିନିଟ ପରେ ଏହା ଶୁଖିଗଲେ ଉଷୁମ ପାଣିରେ ଧୋଇଦିଅନ୍ତୁ। ସପ୍ତାହରେ ଏଭଳି ଦୁଇଥର ଲେଖାଏ ମାସେ ପର୍ଯ୍ୟନ୍ତ କରନ୍ତୁ ଦେଖିବେ ଆପଣଙ୍କ ଚେହେରା କୋମଳ ହେବା ସହ ଉଜ୍ୱଳ ଦିଶିବ।
  • କିଛି ପାନ ପତ୍ରକୁ ଏକ ଲିଟର ପାଣିରେ ଫୁଟାନ୍ତୁ। ଏହି ପାଣି ଅଳ୍ପ ଥଣ୍ଡା ହୋଇଗଲେ ଏଥିରେ ମୁହଁ ଧୁଅନ୍ତୁ। ସପ୍ତାହରେ ଏପରି ଦୁଇଥର କରନ୍ତୁ। ଏପରି କରିବା ଦ୍ୱାରା ଚେହେରାର ଚମକ ବଢ଼ିଥାଏ। କିନ୍ତୁ ଏହାକୁ ବାରମ୍ବାର କଲେ ଚେହେରା ଶୁଷ୍କ ହୋଇଯାଏ।
  • ପାନ ପତ୍ର ରସକୁ ମୁହଁରେ ଲଗାଇଲେ ତ୍ୱଚା କୁଣ୍ଡେଇ ହେବା, ଫଳିଯିବା ଓ ବ୍ରଣ ଭଳି ସମସ୍ୟା ଦୂର ହୋଇଥାଏ।
  • ଗରମ ଚେଙ୍କ ଲାଗିଯାଇଥିଲେ ବା ପୋଡ଼ିଯାଇଥିଲେ ପାନ ପତ୍ର ରସରେ ଅଳ୍ପ ମହୁ ମିଶାଇ ଲଗାନ୍ତୁ। ଜଳାପୋଡ଼ାରୁ ମୁକ୍ତି ମିଳିବ।
  • ଯେଉଁମାନଙ୍କ ଶରୀରରୁ ଦୁର୍ଗନ୍ଧ ବାହାରେ ସେମାନଙ୍କ ପାଇଁ ପାନ ପତ୍ର ଅତ୍ୟନ୍ତ ଲାଭଦାୟୀ। ଗାଧୋଇବାର ଅଧଘଣ୍ଟା ପୂର୍ବରୁ ପାଣିରେ ପାନ ପତ୍ର ପକାଇ ଦିଅନ୍ତୁ। ଗାଧୋଇବା ସମୟରେ ଏହାକୁ ସେହି ପାଣିରେ ଅଳ୍ପ ଦଳି ଗାଧୋଇପଡ଼ନ୍ତୁ। ଦେଖିବେ ଦିନ ତମାମ ତାଜା ଅନୁଭବ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story