ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ନେଇ ରାହୁଲ ଗାନ୍ଧୀ ସମୀକ୍ଷା କରିବେ: ବି.କେ.ହରିପ୍ରସାଦ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ନେଇ  କଂଗ୍ରେସ ଉପସଭାପତି  ରାହୁଲ ଗାନ୍ଧୀ ସମୀକ୍ଷା କରିବେ। କାହିଁକି ଦଳର ବିପର୍ଯ୍ୟୟ ହେଲା,ଏଥିପାଇଁ  କେଉଁସବୁ କାରଣ ଦାୟୀ ସେ ନେଇ ଆଲୋଚନା କରାଯିବ ବୋଲି ରାଜ୍ୟ କଂଗ୍ରେସ ପ୍ରଭାରୀ ବି.କେ. ହରିପ୍ରସାଦ କହିଛନ୍ତି। ସେ କହିଛନ୍ତି,“ପଞ୍ଚାୟତ ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ନେଇ ପିସିସି ଏହାର ରିପୋର୍ଟ ହାଇକମାଣ୍ଡଙ୍କୁ ପ୍ରଦାନ କରିସାରିଛି। କଂଗ୍ରେସ ବିଧାୟକ ଦଳ ନିଜ ରିପୋର୍ଟ ଦେବା ପରେ ପରାଜୟ ନେଇ ସମୀକ୍ଷା କରାଯିବ।” […]

hariprasad

hariprasad

Rakesh Mallick
  • Published: Wednesday, 01 March 2017
  • Updated: 01 March 2017, 10:34 AM IST

Sports

Latest News

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ନେଇ  କଂଗ୍ରେସ ଉପସଭାପତି  ରାହୁଲ ଗାନ୍ଧୀ ସମୀକ୍ଷା କରିବେ। କାହିଁକି ଦଳର ବିପର୍ଯ୍ୟୟ ହେଲା,ଏଥିପାଇଁ  କେଉଁସବୁ କାରଣ ଦାୟୀ ସେ ନେଇ ଆଲୋଚନା କରାଯିବ ବୋଲି ରାଜ୍ୟ କଂଗ୍ରେସ ପ୍ରଭାରୀ ବି.କେ. ହରିପ୍ରସାଦ କହିଛନ୍ତି।

ସେ କହିଛନ୍ତି,“ପଞ୍ଚାୟତ ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ନେଇ ପିସିସି ଏହାର ରିପୋର୍ଟ ହାଇକମାଣ୍ଡଙ୍କୁ ପ୍ରଦାନ କରିସାରିଛି। କଂଗ୍ରେସ ବିଧାୟକ ଦଳ ନିଜ ରିପୋର୍ଟ ଦେବା ପରେ ପରାଜୟ ନେଇ ସମୀକ୍ଷା କରାଯିବ।”

ବି.କେ ହରିପ୍ରସାଦ ଆହୁରି କହିଛନ୍ତି, “ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ମାତ୍ର ୬୦ଟି ଜିଲ୍ଲା ପରିଷଦ ଜୋନ ହାସଲ କରିବା ସହ ତୃତୀୟ ସ୍ଥାନକୁ ଖସିଆସିଛି। ଏପରିକି ଦଳ ୧୬ଟି ଜିଲ୍ଲାରେ ଖାତା ଖୋଲିପାରିନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story