ପଞ୍ଚାୟତ ନିର୍ବାଚନ ପାଇଁ ଲୋକଙ୍କ ମତ ଲୋଡ଼ିଲା କଂଗ୍ରେସ

ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଆଜି କଂଗ୍ରେସ ଲୋକଙ୍କ ମତ ଲୋଡ଼ିଛି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମତାମତ ନେଇ ଦଳ ଇସ୍ତାହାର ପ୍ରସ୍ତୁତ କରିବ। ପଞ୍ଚାୟତ ବ୍ୟବସ୍ଥାକୁ ସ୍ୱଚ୍ଛ, ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବାକୁ କ’ଣ ରହିବ ଭୂମିକା, ସେ ନେଇ ଦଳ ସବୁ ବର୍ଗର ଲୋକଙ୍କ ମତ ଲୋଡ଼ିଛି। ଆଗାମୀ ପଞ୍ଚାୟତ ନିର୍ବାଚନ ପରିପେକ୍ଷୀରେ ଲୋକଙ୍କ ଆଶା, ଆକାଂକ୍ଷା ଓ ପରାମର୍ଶକୁ ଆଧାର କରି ଜନ ଇସ୍ତାହାର ପ୍ରସ୍ତୁତ କରିବ ବୋଲି ଦଳ […]

congress

congress

Rakesh Mallick
  • Published: Sunday, 02 October 2016
  • Updated: 02 October 2016, 06:37 PM IST

Sports

Latest News

sulachnaଭୁବନେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଆଜି କଂଗ୍ରେସ ଲୋକଙ୍କ ମତ ଲୋଡ଼ିଛି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମତାମତ ନେଇ ଦଳ ଇସ୍ତାହାର ପ୍ରସ୍ତୁତ କରିବ। ପଞ୍ଚାୟତ ବ୍ୟବସ୍ଥାକୁ ସ୍ୱଚ୍ଛ, ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବାକୁ କ’ଣ ରହିବ ଭୂମିକା, ସେ ନେଇ ଦଳ ସବୁ ବର୍ଗର ଲୋକଙ୍କ ମତ ଲୋଡ଼ିଛି।

ଆଗାମୀ ପଞ୍ଚାୟତ ନିର୍ବାଚନ ପରିପେକ୍ଷୀରେ ଲୋକଙ୍କ ଆଶା, ଆକାଂକ୍ଷା ଓ ପରାମର୍ଶକୁ ଆଧାର କରି ଜନ ଇସ୍ତାହାର ପ୍ରସ୍ତୁତ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

କଂଗ୍ରେସ ମୁଖପାତ୍ର ସୁଲୋଚନା ଦାଶ କହିଛନ୍ତି,“କଂଗ୍ରେସ ସବୁବେଳେ ସ୍ୱଚ୍ଛ ଓ ଲୋକାଭିମୁଖୀ ପ୍ରଚାରକୁ ବିଶ୍ୱାସ କରେ। ଏହି ବିଶ୍ୱାସକୁ ସଫଳ ରୂପାୟନ କରିବା ପାଇଁ ପଞ୍ଚାୟତ ନିର୍ବାଚନ ଇସ୍ତାହାର ଲାଗି ଜନମତ ସଂଗ୍ରହ କରୁଛୁ। ଲୋକମାନଙ୍କ ମତାମତକୁ ଆମେ ପ୍ରାଧାନ୍ୟ ଦେବୁ। ସେଥିରେ ଆମେ ବିଭିନ୍ନ ସ୍ତରରେ କାମ କରୁଥିବା ଲୋକ ଓ ଗ୍ରାମାଞ୍ଚଳରେ ଏହି ମତାମତ ସଂଗ୍ରହ କରିବୁ।”

ସେ କହିଛନ୍ତି,“ଲୋକେ ପଞ୍ଚାୟତ ବ୍ୟବସ୍ଥାରୁ କ’ଣ ଆଶା କରୁଛନ୍ତି ଓ ଗୋଟିଏ ରାଜନୈତିକ ଦଳ ଭାବେ କଂଗ୍ରେସର ଭୂମିକା କ’ଣ ରହିବା ଦରକାର ଆମେ ଲୋକଙ୍କ ପାଖରୁ ଜାଣିବାକୁ ଚାହୁଁଛୁ। ସେମାନଙ୍କ ମତାମତ ପାଇବା ପରେ ଏହାକୁ ଆଧାର କରି ଆମର ପଞ୍ଚାୟତ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରିବୁ। ଇ-ମେଲ୍‌ ଓ ଚିଠି ମାଧ୍ୟମରେ ଲୋକେ ମତ ଦେଇ ପାରିବେ। ୧୦ ଦିନ ମଧ୍ୟରେ ଲୋକେ ତାଙ୍କ ମତାମତ ଜଣାଇ ପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story