ଭାଇରାଲ ଭଡିଓରେ ୟୁଟର୍ଣ୍ଣ: ଯୁବକଙ୍କ ଅଭିଯୋଗ-ବାହା ହେବାକୁ ରାଜି ନହେବାରୁ ମୋତେ ପିଟିଲେ

<p>ଭୁବନେଶ୍ୱର: ରାଜଧାନୀରେ ଭାଇରାଲ ଭିଡିଓର ୟୁଟର୍ଣ୍ଣ। ବଳପୂର୍ବକ ବିବାହ ଓ ଅର୍ଥ ନଦେବାରୁ ରାଗ ସୁଝାଇବା ପାଇଁ ଯୋଜନା ବଦ୍ଧ ଭାବେ ଭିଡିଓ ଭାଇରାଲ କରାଯାଇଛି। ଭିଡିଓ ଭାଇରାଲର ଗୋଟିଏ ଦିନ ପରେ ଏପରି ଅଭିଯୋଗ କରି ଭୁବନେଶ୍ୱର ଏସ୍&zwnj;ଡିଜେଏମ୍&zwnj;ଙ୍କ କୋର୍ଟରେ ମାମଲା କରିଛନ୍ତି ମାଡ଼ ଖାଇଥିବା ଯୁବକ। ଏପରିକି ମାଡ଼ ମାରିଥିବା ଦୁଇ ଯୁବତୀ ଓ ଭିଡିଓ ରେକଡିଂ କରିଥିବା ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।</p> <p>ମାଡ଼ ଖାଇଥିବା ଯୁବକ ହେଉଛନ୍ତି ନୂଆପଡ଼ା ଜିଲ୍ଲାର କମଲ କୁମାର ଅଗ୍ରୱାଲ। ସେ ଏଠାରେ ଏକ କମ୍ପାନୀରେ ଚାକିରି କରନ୍ତି। ବିବାହ ମଧ୍ୟ କରିଥିଲେ। ଏହା ସତ୍ତ୍ୱେ ରାଜଧାନୀରେ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଦୀର୍ଘ ଏକ ବର୍ଷ ଧରି ଚାଲିଥିଲା ପ୍ରେମ ସମ୍ପର୍କ। କମଲ ବିବାହିତ ଜାଣିଥିବା ସତ୍ତ୍ୱେ ତାଙ୍କୁ ପ୍ରେମ କରୁଥିଲେ ଯୁବତୀ ଜଣକ। ପରେ ଯୁବତୀ ଜଣକ ବିବାହ କରିବାକୁ ଜିଦ୍&zwnj; ଧରି ବସିଥିଲେ। ନିଜ ପତ୍ନୀଙ୍କ ସହିତ ଛାଡ଼ପତ୍ର ନହେବା ପର୍ଯ୍ୟନ୍ତ ବିବାହ କରିପାରିବେ ନାହିଁ ବୋଲି କମଲ କହିଥିଲେ। ତେବେ ଏଥିରେ ଉତ୍&zwnj;କ୍ଷିପ୍ତ ହୋଇ ଯୁବତୀ ଜଣକ ତାଙ୍କ ସାଙ୍ଗ(ଜଣେ ଯୁବତୀ ଓ ପୁରୁଷ)ଙ୍କ ସହିତ ମିଶି ଏପରି ନାଟକ ରଚିଥିଲେ। ପାର୍କକୁ ଡାକି ଦୁଇ ଜଣ ଯୁବତୀ ମାଡ଼ ମାରିଥିଲେ। ଏହି ସମୟରେ ସେମାନଙ୍କ ଜଣେ ପୁରୁଷ ସାଙ୍ଗ ଭିଡିଓ ରେକଡିଂ କରି ଭାଇରାଲ କରିଥିବା କମଲ ତଲାରେ ଦର୍ଶାଇଲେ।</p>

Ordigital Desk
  • Published: Tuesday, 01 August 2017
  • Updated: 01 August 2017, 06:44 PM IST

Sports

Latest News

<p>ଭୁବନେଶ୍ୱର: ରାଜଧାନୀରେ ଭାଇରାଲ ଭିଡିଓର ୟୁଟର୍ଣ୍ଣ। ବଳପୂର୍ବକ ବିବାହ ଓ ଅର୍ଥ ନଦେବାରୁ ରାଗ ସୁଝାଇବା ପାଇଁ ଯୋଜନା ବଦ୍ଧ ଭାବେ ଭିଡିଓ ଭାଇରାଲ କରାଯାଇଛି। ଭିଡିଓ ଭାଇରାଲର ଗୋଟିଏ ଦିନ ପରେ ଏପରି ଅଭିଯୋଗ କରି ଭୁବନେଶ୍ୱର ଏସ୍&zwnj;ଡିଜେଏମ୍&zwnj;ଙ୍କ କୋର୍ଟରେ ମାମଲା କରିଛନ୍ତି ମାଡ଼ ଖାଇଥିବା ଯୁବକ। ଏପରିକି ମାଡ଼ ମାରିଥିବା ଦୁଇ ଯୁବତୀ ଓ ଭିଡିଓ ରେକଡିଂ କରିଥିବା ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।</p><p>ମାଡ଼ ଖାଇଥିବା ଯୁବକ ହେଉଛନ୍ତି ନୂଆପଡ଼ା ଜିଲ୍ଲାର କମଲ କୁମାର ଅଗ୍ରୱାଲ। ସେ ଏଠାରେ ଏକ କମ୍ପାନୀରେ ଚାକିରି କରନ୍ତି। ବିବାହ ମଧ୍ୟ କରିଥିଲେ। ଏହା ସତ୍ତ୍ୱେ ରାଜଧାନୀରେ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଦୀର୍ଘ ଏକ ବର୍ଷ ଧରି ଚାଲିଥିଲା ପ୍ରେମ ସମ୍ପର୍କ। କମଲ ବିବାହିତ ଜାଣିଥିବା ସତ୍ତ୍ୱେ ତାଙ୍କୁ ପ୍ରେମ କରୁଥିଲେ ଯୁବତୀ ଜଣକ। ପରେ ଯୁବତୀ ଜଣକ ବିବାହ କରିବାକୁ ଜିଦ୍&zwnj; ଧରି ବସିଥିଲେ। ନିଜ ପତ୍ନୀଙ୍କ ସହିତ ଛାଡ଼ପତ୍ର ନହେବା ପର୍ଯ୍ୟନ୍ତ ବିବାହ କରିପାରିବେ ନାହିଁ ବୋଲି କମଲ କହିଥିଲେ। ତେବେ ଏଥିରେ ଉତ୍&zwnj;କ୍ଷିପ୍ତ ହୋଇ ଯୁବତୀ ଜଣକ ତାଙ୍କ ସାଙ୍ଗ(ଜଣେ ଯୁବତୀ ଓ ପୁରୁଷ)ଙ୍କ ସହିତ ମିଶି ଏପରି ନାଟକ ରଚିଥିଲେ। ପାର୍କକୁ ଡାକି ଦୁଇ ଜଣ ଯୁବତୀ ମାଡ଼ ମାରିଥିଲେ। ଏହି ସମୟରେ ସେମାନଙ୍କ ଜଣେ ପୁରୁଷ ସାଙ୍ଗ ଭିଡିଓ ରେକଡିଂ କରି ଭାଇରାଲ କରିଥିବା କମଲ ତଲାରେ ଦର୍ଶାଇଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos