୧୯.୮୪ ଲକ୍ଷ ଟଙ୍କାରେ ନିଲାମ ହେଲା ଦୁଇଟି ଖରଭୁଜ

ଟୋକିଓ: ଜାପାନ୍‌ରେ ଶନିବାର ଦୁଇଟି ଖରଭୁଜ ନିଲାମ ହେଲା। ଦୁଇଟିଯାକ ଖରଭୁଜ ୧୯.୮୪ ଲକ୍ଷ ଟଙ୍କାରେ ନିଲାମ ହେଲା।  ଜାପାନ୍‌ରେ ଉତ୍ତର ହୋକ୍କାଇଡୋରେ ସାପ୍ପୋରୋ ସେଣ୍ଟ୍ରାଲ ହୋଲସେଲ୍‌ ମାର୍କେଟ୍‌ ପକ୍ଷରୁ ଏହି ନିଲାମୀ ଡକାଯାଇଥିଲା।  ନିଲାମୀ ଜିତିଛନ୍ତି ଏକ ସ୍ଥାନୀୟ ଫଳ ପ୍ୟାକିଂ ଫାର୍ମ। ଏହି ଦୁଇଟି ଖରଭୁଜ ହୋକ୍କାଇଡୋ ନିକଟସ୍ଥ ୟୂବାରୀ ସହରରୁ ଆସିଥିଲା। ଖବର ମୁତାବକ ଜାପାନ୍‌ରେ ଏହି ଫଳକୁ ‘ସାମାଜିକ ପ୍ରତିଷ୍ଠା’ର ପ୍ରତୀକ ମାନନ୍ତି। ଜାପାନ୍‌ବାସୀଙ୍କ ମତରେ ଏହି ଫଳ ସେମାନଙ୍କ ‘ପ୍ରତିଷ୍ଠା’କୁ […]

melon

melon

Rakesh Mallick
  • Published: Sunday, 27 May 2018
  • Updated: 27 May 2018, 06:00 PM IST

ଟୋକିଓ: ଜାପାନ୍‌ରେ ଶନିବାର ଦୁଇଟି ଖରଭୁଜ ନିଲାମ ହେଲା। ଦୁଇଟିଯାକ ଖରଭୁଜ ୧୯.୮୪ ଲକ୍ଷ ଟଙ୍କାରେ ନିଲାମ ହେଲା।  ଜାପାନ୍‌ରେ ଉତ୍ତର ହୋକ୍କାଇଡୋରେ ସାପ୍ପୋରୋ ସେଣ୍ଟ୍ରାଲ ହୋଲସେଲ୍‌ ମାର୍କେଟ୍‌ ପକ୍ଷରୁ ଏହି ନିଲାମୀ ଡକାଯାଇଥିଲା।  ନିଲାମୀ ଜିତିଛନ୍ତି ଏକ ସ୍ଥାନୀୟ ଫଳ ପ୍ୟାକିଂ ଫାର୍ମ। ଏହି ଦୁଇଟି ଖରଭୁଜ ହୋକ୍କାଇଡୋ ନିକଟସ୍ଥ ୟୂବାରୀ ସହରରୁ ଆସିଥିଲା।

ଖବର ମୁତାବକ ଜାପାନ୍‌ରେ ଏହି ଫଳକୁ ‘ସାମାଜିକ ପ୍ରତିଷ୍ଠା’ର ପ୍ରତୀକ ମାନନ୍ତି। ଜାପାନ୍‌ବାସୀଙ୍କ ମତରେ ଏହି ଫଳ ସେମାନଙ୍କ ‘ପ୍ରତିଷ୍ଠା’କୁ ବଢାଇଥାଏ। ଏଠାରେ ଲୋକେ ଖରଭୁଜକୁ ଉପହାର ସ୍ୱରୂପ ବନ୍ଧୁବାନ୍ଧବଙ୍କୁ ଦିଅନ୍ତି।

ହୋକ୍କାଇଡୋ ସହରର ଜଣେ ଫଳ ବ୍ୟବସାୟୀ କହିଛନ୍ତି ଯେ ଚଳିତ ବର୍ଷ ୟୂବାରୀ ଖରଭୁଜର ଭଲ ବ୍ୟବସାୟ ହେଉଛି। କାରଣ ମେ’ ଆରମ୍ଭରୁ ହିଁ ଏହି ବର୍ଷ ଖୁବ୍‌ ଖରା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story