ପାଉଁଜି କେବଳ ଗୋଡ଼ର ସୌନ୍ଦର୍ଯ୍ୟ ବଢ଼ାଏ ନାହିଁ ସ୍ୱାସ୍ଥ୍ୟ ପାଇଁ ବି ହିତକର, ଜାଣନ୍ତୁ କେମିତି

ଭାରତୀୟ ମହିଳାମାନେ ଗୋଡ଼ରେ ପାଉଁଜି ପିନ୍ଧନ୍ତି। ପାଉଁଜି ବିନା ସେମାନଙ୍କ ଶୃଙ୍ଗାର ସଂପୂର୍ଣ୍ଣ ହୁଏ ନାହିଁ ବୋଲି କୁହାଯାଏ। ପାଉଁଜି ପିନ୍ଧିଲେ ଶୁଭ ହୁଏ ବୋଲି କୁହାଯାଏ। ତେବେ ଆପଣମାନେ ଜାଣିଛନ୍ତି କି ଏହି ପାଉଁଜି ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ହିତକର। ତା’ହେଲେ ଆସନ୍ତୁ ଜାଣିବା ଗୋଡ଼ରେ ପାଉଁଜି ପିନ୍ଧିବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ। ମହିଳାଙ୍କ ସହିତ ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ବଡ଼ ଉପକାରୀ ହୋଇଥାଏ। ଗୋଡ଼ର ସୌନ୍ଦର୍ଯ୍ୟ ବଢ଼ାଏ ପାଉଁଜି […]

paunji

paunji

Rakesh Mallick
  • Published: Tuesday, 07 November 2017
  • Updated: 07 November 2017, 01:00 PM IST

ଭାରତୀୟ ମହିଳାମାନେ ଗୋଡ଼ରେ ପାଉଁଜି ପିନ୍ଧନ୍ତି। ପାଉଁଜି ବିନା ସେମାନଙ୍କ ଶୃଙ୍ଗାର ସଂପୂର୍ଣ୍ଣ ହୁଏ ନାହିଁ ବୋଲି କୁହାଯାଏ। ପାଉଁଜି ପିନ୍ଧିଲେ ଶୁଭ ହୁଏ ବୋଲି କୁହାଯାଏ। ତେବେ ଆପଣମାନେ ଜାଣିଛନ୍ତି କି ଏହି ପାଉଁଜି ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ହିତକର। ତା’ହେଲେ ଆସନ୍ତୁ ଜାଣିବା ଗୋଡ଼ରେ ପାଉଁଜି ପିନ୍ଧିବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ। ମହିଳାଙ୍କ ସହିତ ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ବଡ଼ ଉପକାରୀ ହୋଇଥାଏ।

ଗୋଡ଼ର ସୌନ୍ଦର୍ଯ୍ୟ ବଢ଼ାଏ
ପାଉଁଜି ମହିଳାଙ୍କ ଗୋଡ଼ର ସୌନ୍ଦର୍ଯ୍ୟ ବଢ଼ାଏ। ଏହାର ମଧୁର ଶବ୍ଦରେ ପୁରୁଷମାନେ ମହିଳାଙ୍କ ପ୍ରତି ଆକର୍ଷିତ ହୁଅନ୍ତି।

ହାଡ଼ ମଜଭୁତ କରେ
ଗୋଡ଼ର ସୌନ୍ଦର୍ଯ୍ୟ ବଢ଼ାଇବା ସହିତ ପାଉଁଜି ମହିଳାଙ୍କ ସ୍ୱାସ୍ଥ୍ୟକୁ ଅନେକ ଫାଇଦା ପହଞ୍ଚାଏ। ତେବେ ଏଥିପାଇଁ ସୁନା ଅବା ରୁପାର ପାଉଁଜି ପିନ୍ଧିବାକୁ ପଡ଼ିବ। ସୁନା ଅବା ରୁପାର ପାଉଁଜି ପିନ୍ଧିଲେ ଏହାର ଧାତୁ ତତ୍ତ୍ୱ ଶରୀର ମଧ୍ୟକୁ ପ୍ରବେଶ କରେ ଓ ହାଡ଼କୁ ମଜଭୁତ ରଖେ।

ଶରୀର ତାପମାତ୍ରା ସନ୍ତୁଳିତ ରହେ
ସାଧାରଣତଃ ସୁନାର ପାଉଁଜି ପିନ୍ଧିବାକୁ ମନା କରାଯାଇଥାଏ। କାରଣ ସୁନା ଗରମକୁ ପ୍ରଭାବିତ କରେ। ଅନ୍ୟପକ୍ଷରେ ରୁପା ଥଣ୍ଡାକୁ ପ୍ରଭାବିତ କରେ। ଆୟୁର୍ବେଦ ଅନୁସାରେ ମଣିଷର ମୁଣ୍ଡ ଥଣ୍ଡା ଓ ପାଦ ଗରମ ରହିବା କଥା। ଏଥିପାଇଁ ଶରୀରର ଉପର ଭାଗରେ ସୁନା ଓ ନିମ୍ନ ଭାଗରେ ରୁପାର ଗହଣା ପିନ୍ଧାଯାଏ। ଏହା ଦ୍ୱାରା ମସ୍ତିଷ୍କରେ ଉତ୍ପନ୍ନ ଗରମ ଊର୍ଜା ପାଦକୁ ଓ ପାଦରୁ ଉତ୍ପନ୍ନ ଥଣ୍ଡା ଶକ୍ତି ମୁଣ୍ଡକୁ ଚାଲିଯାଏ। ଏହା ଦ୍ୱାରା ପୂରା ଶରୀରର ତାପମାତ୍ରା ସନ୍ତୁଳିତ ରହେବ।

ଆହୁରି ମଧ୍ୟ ପଢନ୍ତୁ: ଗାଡ଼ିରେ ଗଲା ବେଳେ ବାନ୍ତି ହେଉଛି କି? ଜାଣନ୍ତୁ ଏମିତି କାହିଁକି ହୁଏ, ମୁକ୍ତି ପାଇବାକୁ କ’ଣ କରିବେ

ନକାରାତ୍ମକ ଶକ୍ତି ଦୂର ହୁଏ
ହିନ୍ଦୁ ଧର୍ମ ଅନୁଯାୟୀ ପାଉଁଜି ପିନ୍ଧିଲେ ବହୁତ ଶୁଭ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ପାଉଁଜିର ଶବ୍ଦରେ ଘରୁ ନକାରାତ୍ମକ ଶକ୍ତିଗୁଡ଼ିକୁ ଦୂର ହୋଇଥାଏ ଏବଂ ଦେବୀ ଶକ୍ତି ସକ୍ରିୟ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story