ଇନ୍‌ଷ୍ଟଲ କରନ୍ତୁ ଏହି ଆପ୍‌: ମୋବାଇଲ୍‌ରେ ଡିଏସ୍‌ଏଲ୍ଆର୍ ଭଳି ଫଟୋ ଉଠାଇପାରିବେ

ନୂଆଦିଲ୍ଲୀ: ଆଜିର ସ୍ମାର୍ଟ ଫୋନ୍‌ ବଜାରରେ କ୍ୟାମେରା ବ୍ୟବସାୟ ମାନ୍ଦା ହୋଇଯାଇଛି। ମୋବାଇଲ୍‌ କମ୍ପାନୀଗୁଡ଼ିକ ସ୍ମାର୍ଟ ଫୋନ୍‌ରେ ଉନ୍ନତମାନର କ୍ୟାମେରା ସୁବିଧା ଦେଉଥିବାରୁ ଲୋକେ ମୋବାଇଲ୍‌ କ୍ୟାମେରାରେ ଫଟୋ ଉଠାଇବା କିମ୍ବା ଭିଡିଓ ସୁଟ୍ କରିବାକୁ ପସନ୍ଦ କରୁଛନ୍ତି। ଆଜିକାଲି ବଡ଼ ବଡ଼ ନ୍ୟୁଜ୍‌ ଚ୍ୟାନେଲ୍ ମଧ୍ୟ ମୋବାଇଲ୍‌ ମାଧ୍ୟମରେ ଭିଡିଓ ସୁଟ୍‌ କରି ଖବର ପରିବେଷଣ କରୁଛନ୍ତି। ଇଣ୍ଟରନେଟ୍‌ରେ ଉପଲବ୍ଧ ଥିବା ନୂଆ ନୂଆ ଆପ୍‌ସଗୁଡ଼ିକ  ମୋବାଇଲ୍‌ କ୍ୟାମେରାର ଫଟୋ କିମ୍ବା ଭିଡିଓ ମାନକୁ ଆହୁରି […]

dslr

dslr

Rakesh Mallick
  • Published: Tuesday, 01 May 2018
  • Updated: 01 May 2018, 10:08 PM IST

Sports

Latest News

ନୂଆଦିଲ୍ଲୀ: ଆଜିର ସ୍ମାର୍ଟ ଫୋନ୍‌ ବଜାରରେ କ୍ୟାମେରା ବ୍ୟବସାୟ ମାନ୍ଦା ହୋଇଯାଇଛି। ମୋବାଇଲ୍‌ କମ୍ପାନୀଗୁଡ଼ିକ ସ୍ମାର୍ଟ ଫୋନ୍‌ରେ ଉନ୍ନତମାନର କ୍ୟାମେରା ସୁବିଧା ଦେଉଥିବାରୁ ଲୋକେ ମୋବାଇଲ୍‌ କ୍ୟାମେରାରେ ଫଟୋ ଉଠାଇବା କିମ୍ବା ଭିଡିଓ ସୁଟ୍ କରିବାକୁ ପସନ୍ଦ କରୁଛନ୍ତି।

ଆଜିକାଲି ବଡ଼ ବଡ଼ ନ୍ୟୁଜ୍‌ ଚ୍ୟାନେଲ୍ ମଧ୍ୟ ମୋବାଇଲ୍‌ ମାଧ୍ୟମରେ ଭିଡିଓ ସୁଟ୍‌ କରି ଖବର ପରିବେଷଣ କରୁଛନ୍ତି। ଇଣ୍ଟରନେଟ୍‌ରେ ଉପଲବ୍ଧ ଥିବା ନୂଆ ନୂଆ ଆପ୍‌ସଗୁଡ଼ିକ  ମୋବାଇଲ୍‌ କ୍ୟାମେରାର ଫଟୋ କିମ୍ବା ଭିଡିଓ ମାନକୁ ଆହୁରି ବଢ଼ାଇ ଦେଉଛି। ଏମିତି କିଛି ଆପ୍‌ସ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ। ଯାହା ଆପଣଙ୍କ ମୋବାଇଲ୍‌ର କ୍ୟାମେରା କ୍ୱାଲିଟିକୁ ଦ୍ୱିଗୁଣିତ କରିଦେବ। ଏହି ଆପ୍‌ ସାହାଯ୍ୟରେ ନିଜ ମୋବାଇଲ୍‌ରେ ଡିଏସ୍‌ଏଲ୍‌ଆର ଭଳି ଖୁବ୍‌ ସୁନ୍ଦର ଫଟୋ ଓ ଭିଡିଓ ସୁଟ୍‌ କରିପାରିବେ।

Google Camera: ଯଦି ଆପଣଙ୍କର ସାଧାରଣ ସ୍ମାର୍ଟ ଫୋନ୍‌ କ୍ୟାମେରାକୁ ଉନ୍ନତ କ୍ୟାମେରାରେ ପରିଣତ କରିବାକୁ ଚାହୁଁଛନ୍ତି, ତେବେ Google Camera ଆପ୍‌କୁ ପ୍ଲେଷ୍ଟୋରରୁ ଇନ୍‌ଷ୍ଟଲ କରନ୍ତୁ। ଏଥିରେ ୩୬୦ ଡିଗ୍ରୀ ଫଟୋଗ୍ରାଫି କରିବା ସହିତ ଭଲ ରିଜୋଲ୍ୟୁସନ୍‌ରେ ଫଟୋ ଉଠାଇପାରେ।

Camera MX: ଏହି ଆପ୍‌ରେ ବିନା ଏଡିଟିଂରେ କ୍ଲାରିଟିଯୁକ୍ତ ଫଟୋ ଉଠାଇ ପାରିବେ। କାରଣ ଏଥିରେ ଡିଏସ୍‌ଏଲ୍‌ଆର୍‌ କ୍ୟାମେରା ଭଳି ଅନେକ ଫିଚର ରହିଛି। ଯାହାକୁ  ବ୍ୟବହାର କରି ଖୁବ୍ ସୁନ୍ଦର ଫଟୋ ଉଠାଇ ହେବ। ଏହା ଛଡ଼ା ଫଟୋକୁ ନିଜ ହିସାବରେ ଆଡ୍‌ଜଷ୍ଟ କରିବାର ବିକଳ୍ପ ମଧ୍ୟ ଏହି ଆପ୍‌ରେ ଦେଇଥାଏ।

VSCO Cam: ଏହି ଆପ୍‌ଟି ଆଣ୍ଡ୍ରଏଡ୍‌ ଫୋନ୍‌ ପାଇଁ ହୋଇଥିଲେ ମଧ୍ୟ ଆଇଫୋନ୍‌ରେ ମଧ୍ୟ ଏହା ଡାଉନଲୋଡ କରିହେବ। ଏଥିରେ ଥିବା ଜବରଦସ୍ତ ଫିଚର ଆପଣଙ୍କୁ ଡିଏସ୍‌ଏଲ୍‌ଆର କ୍ୟାମେରା ଭଳି ଅନୁଭବ ଦେବ।

Camera 360 Ultimate: ଏଥିରେ ଟିଲ୍ଟ ଓ ସିଫ୍ଟ ଭଳି ବିକଳ୍ପ ରହିଛି। ଏଥିସହିତ ଫଟୋରେ ଅଲଗା ଅଲଗା ଟେକ୍ସଚର ବ୍ୟବହାର କରି ଆପଣ ପ୍ରଫେସନାଲ ଫଟୋଗ୍ରାଫରଙ୍କ ଭଳି ଫଟୋ ଉଠାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story