ପୋଲସରା ବିଧାୟକ ଜାଲ୍‌ ସାର୍ଟିଫିକେଟ୍‌ ଦେଇଛନ୍ତି କି?

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସତ୍ୟପାଠରେ ଜାଲ୍‌ ସିଟିଫେଟ୍‌ ଦେଇଥିବା ନେଇ ଅଭିଯୋଗ ହୋଇଛି।  ଏ ନେଇ ନିର୍ବାଚନ କମିଶନ ପଦକ୍ଷେପ ନେବାକୁ ଦାବି କରିଛି ଗଞ୍ଜାମ ଜିଲ୍ଲା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବିଧାୟକ ଶ୍ରୀକାନ୍ତ ସାହୁ ବିଧାନସଭା ନିର୍ବାଚନ ବେଳେ ଦାଖଲ କରିଥିବା ସତ୍ୟପାଠରେ ଗଞ୍ଜାମ ହାତୀଓଟ ହାଇସ୍କୁଲରୁ ଦଶମ ଶ୍ରେଣୀ […]

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 05:50 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସତ୍ୟପାଠରେ ଜାଲ୍‌ ସିଟିଫେଟ୍‌ ଦେଇଥିବା ନେଇ ଅଭିଯୋଗ ହୋଇଛି।  ଏ ନେଇ ନିର୍ବାଚନ କମିଶନ ପଦକ୍ଷେପ ନେବାକୁ ଦାବି କରିଛି ଗଞ୍ଜାମ ଜିଲ୍ଲା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ।

ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବିଧାୟକ ଶ୍ରୀକାନ୍ତ ସାହୁ ବିଧାନସଭା ନିର୍ବାଚନ ବେଳେ ଦାଖଲ କରିଥିବା ସତ୍ୟପାଠରେ ଗଞ୍ଜାମ ହାତୀଓଟ ହାଇସ୍କୁଲରୁ ଦଶମ ଶ୍ରେଣୀ ପାସ୍‌ କରିଥିବା ଦର୍ଶାଇଥିଲେ। ବିଧାନସଭା ୱେବ୍‌ସାଇଟରେ ଶ୍ରୀକାନ୍ତଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ ଲେଖାଯାଇଛି। ପୁଣି କୋଦଳା ଲକ୍ଷ୍ମୀନାରାୟଣ କଲେଜରେ ଯୁକ୍ତ ଦୁଇରେ ଆଡ଼୍‌ମିଶନ ବେଳେ ସେ ହିଞ୍ଜିଳିକାଟୁର ବୃନ୍ଦାବନ ବିଦ୍ୟାପୀଠ ଓ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ସରକାରୀ ଜୁନିୟର କଲେଜରୁ ମେଟ୍ରିକ୍ ପାସ କରିଥିବା ଉଲ୍ଲେଖ କରିଛନ୍ତି। ହେଲେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ବିଧାୟକ ହାତୀଓଟ ସ୍କୁଲରୁ ଦଶମ ଶ୍ରେଣୀ ପାସ୍ କରିନଥିବା ବେଳେ ଅନ୍ୟ ସାର୍ଟିଫିକେଟଗୁଡିକର ମଧ୍ୟ ତାଳମେଳ ରହୁନଥିବା ଅଭିଯୋଗ କରିଛି ମଞ୍ଚ। ସେପଟେ ଏହାର ଜବାବ ରଖି ଶ୍ରୀକାନ୍ତ କହିଛନ୍ତି, ସତ୍ୟପାଠରେ ଦଶମ ପାସ୍ ବୋଲି ଲେଖିନାହିଁ। ତାଙ୍କ ଲୋକପ୍ରିୟତାରେ ଇର୍ଷାନ୍ୱିତ ହୋଇ ସମ୍ପୃକ୍ତ ବ୍ୟକ୍ତି ଏହି ଅଭିଯୋଗ ଆଣିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story