ଓଡ଼ିଶା ବିଧାନସଭାର ଆସନ ସଂଖ୍ୟା ୩୨୮ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭାର ଆସନ ସଂଖ୍ୟା କ’ଣ ୩୨୮? ଆଗାମୀ ବିଧାନସଭା ନିର୍ବାଚନରେ ମୁଖ୍ୟ ରାଜନୈତିକ ଦଳ ଗୁଡ଼ିକ ଯେତିକି ଆସନ ପାଇବେ ବୋଲି ଦାବି କରୁଛନ୍ତି, ସେ ଗଣିତ ଏହି ହିସାବ ହିଁ ଦେଉଛି। ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ କିଏ କେତୋଟି ଆସନ ପାଇବାକୁ ଦାବି କରୁଛନ୍ତି ତାହା ଶୁଣିଲେ ରାଜନୈତିକ ପଣ୍ଡିତଙ୍କ ମୁଣ୍ଡ ବିଗିଡ଼ି ଯିବ। ଏବେ ଆସନ୍ତୁ ଜାଣିବା କାହାର ଦାବି କେତେ? ୨୦୧୯ ମସିହାରେ ସାଧାରଣ […]

Rakesh Mallick
  • Published: Monday, 04 September 2017
  • Updated: 04 September 2017, 09:24 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭାର ଆସନ ସଂଖ୍ୟା କ’ଣ ୩୨୮? ଆଗାମୀ ବିଧାନସଭା ନିର୍ବାଚନରେ ମୁଖ୍ୟ ରାଜନୈତିକ ଦଳ ଗୁଡ଼ିକ ଯେତିକି ଆସନ ପାଇବେ ବୋଲି ଦାବି କରୁଛନ୍ତି, ସେ ଗଣିତ ଏହି ହିସାବ ହିଁ ଦେଉଛି। ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ କିଏ କେତୋଟି ଆସନ ପାଇବାକୁ ଦାବି କରୁଛନ୍ତି ତାହା ଶୁଣିଲେ ରାଜନୈତିକ ପଣ୍ଡିତଙ୍କ ମୁଣ୍ଡ ବିଗିଡ଼ି ଯିବ। ଏବେ ଆସନ୍ତୁ ଜାଣିବା କାହାର ଦାବି କେତେ?

୨୦୧୯ ମସିହାରେ ସାଧାରଣ ନିର୍ବାଚନ ହେବ। ଏହା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଯୁଦ୍ଧ ଡାକରା ଦେଇଥିଲେ। ଶାହା କହିଥିଲେ ଓଡ଼ିଶାରେ ବିଜେପି ୧୨୦ ବିଧାନସଭା ଆସନ ଜିତିବ। ବିଜେପି ମୁଖିଆଙ୍କ ଏପରି ଆକଳନ କିନ୍ତୁ ବିଜେଡି ଓ କଂଗ୍ରେସ ନେତାମାନେ ସହଜରେ ହଜମ କରିପାରୁ ନାହାନ୍ତି। ସେମାନେ ପାଲଟା ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ବିଜେପିର ୧୨୦ ଆସନ ଦଖଲକୁ ଟାର୍ଗେଟ କରି ବିଜେଡି ଉପସଭାପତି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି-“ଆମେ ୧୨୩ ଆସନ ଜିତିବୁ। ବିଜୁବାବୁ ୧୨୩ ଜିତିଥିଲେ, ଆମେ ଏଥର ୧୨୩ ଜିତିବୁ। ସେଥିପାଇଁ ସଙ୍ଗଠନକୁ ବଜବୁତ୍‌ କରିବା ଲାଗି ପ୍ରତି ଓ୍ୱାର୍ଡରେ ଦଳ ବାଛିବ ୨୦ ଜଣଙ୍କୁ। ଦଳ ନିଯୁକ୍ତ କରିଥିବା ୪୦୦ ପର୍ଯ୍ୟବେକ୍ଷକ ଏହି କାମରେ ଲାଗିବେ। ଏ ନେଇ ଦଳ ମଧ୍ୟ କାମ ଆରମ୍ଭ କରିଦେଇଛି।”

ସୂର୍ଯ୍ୟଙ୍କ ସହିତ ସ୍ୱର ମିଳାଇଛନ୍ତି ମନ୍ତ୍ରୀ ଦାମୋଦର ରାଉତ। ସେ କହିଛନ୍ତି-“୨୦୧୯ ନିର୍ବାଚନରେ ବିଜେଡି ୧୨୩ ଆସନ ଜିତିବ। ବିଜୁ ବାବୁଙ୍କ ବେଳେ ୧୨୩ ଜିତିଥିଲୁ, ଏଥର ମଧ୍ୟ ୧୨୩ ଜିତିବୁ। ବିଜେପିର ୧୨୦ ଆକଳନ ଦିବାସ୍ୱପ୍ନ।”

ରାଜ୍ୟର ଦୁଇ ପ୍ରମୁଖ ଦଳର ସଂଖ୍ୟାର ଗଣିତ ଭିତରେ କଂଗ୍ରେସ ବି ପଛରେ ପ଼ଡିନି। ଦଳର ବରିଷ୍ଠ ନେତା ସୁରେଶ ରାଉତରାୟ କହିଛନ୍ତି ୨୦୧୯ରେ ୮୫ଟି ବିଧାନସଭା ଆସନ ଜିତିବୁ। ଏହା ପଛର ଯୁକ୍ତି ହେଉଛି, ଦଳର ୪୨ ଜଣ ପ୍ରାର୍ଥୀ ୨୦୦୦ ଭୋଟରେ ପଛରେ ପଡିଥିଲେ। ୧୨ ଜଣ ବିଧାୟକ ପ୍ରାର୍ଥୀଙ୍କ ଭୋଟ ବ୍ୟବଧାନ ଜିତିବା ପ୍ରାର୍ଥୀଙ୍କଠାରୁ ୫୦୦୦ କମ ଥିଲା। ତେଣୁ ଏସବୁ ଆସନରେ ଦଳ ଜିତିବ।”

ନିର୍ବାଚନ ପୂର୍ବରୁ ସବୁ ଦଳର ନେତା ଅଙ୍କ କଷନ୍ତି। କେତେ ବେଳେ କାହାର ଅଙ୍କ ଠିକ୍ ହୁଏ ତ କାହାର ଭୁଲ ହୋଇଯାଏ। ତେବେ ୨୦୧୯ ନିର୍ବାଚନର ୧୯ ମାସ ପୂର୍ବରୁ ଅଙ୍କ ରାଜନୀତିରେ କେହି କାହଠାରୁ ପଛରେ ରହିବାକୁ ଚାହୁଁନାହାଁନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story