ପ୍ରସାର ଭାରତୀରେ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ପ୍ରସାର ଭାରତୀରେ ମନିଟରିଂ କମ୍‌ କଣ୍ଟେଣ୍ଟ ରାଇଟର ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଆବଶ୍ୟକ ଯୋଗ୍ୟତା ଥିବା ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ କରିବା ସମ୍ପର୍କରେ ଜାଣି ରଖନ୍ତୁ କିଛି ଆବଶ୍ୟକ ସୂଚନା। ପଦବୀ: ମନିଟରିଂ କମ୍ କଣ୍ଟେଣ୍ଟ ରାଇଟର ପଦବୀ ସଂଖ୍ୟା: ମୋଟ ୧୦ଟି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଯୋଗ୍ୟାତା: ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାନରୁ ସାମ୍ବାଦିକତାରେ ସ୍ନାତକ କିମ୍ବା ସ୍ନାତକୋତ୍ତର କିମ୍ବା ଡିପ୍ଲୋମା […]

POO-1

POO-1

Rakesh Mallick
  • Published: Sunday, 01 July 2018
  • Updated: 01 July 2018, 04:39 PM IST

Sports

Latest News

ନୂଆଦିଲ୍ଲୀ: ପ୍ରସାର ଭାରତୀରେ ମନିଟରିଂ କମ୍‌ କଣ୍ଟେଣ୍ଟ ରାଇଟର ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଆବଶ୍ୟକ ଯୋଗ୍ୟତା ଥିବା ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ କରିବା ସମ୍ପର୍କରେ ଜାଣି ରଖନ୍ତୁ କିଛି ଆବଶ୍ୟକ ସୂଚନା।

ପଦବୀ: ମନିଟରିଂ କମ୍ କଣ୍ଟେଣ୍ଟ ରାଇଟର

ପଦବୀ ସଂଖ୍ୟା: ମୋଟ ୧୦ଟି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି।

ଯୋଗ୍ୟାତା: ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାନରୁ ସାମ୍ବାଦିକତାରେ ସ୍ନାତକ କିମ୍ବା ସ୍ନାତକୋତ୍ତର କିମ୍ବା ଡିପ୍ଲୋମା ପାସ୍‌ କରିଥିବା ଆବଶ୍ୟକ।

ଆବେଦନ ଫି: ସାଧାରଣ ବର୍ଗଙ୍କ ପାଇଁ ୧୦୦ ଟଙ୍କା

ଅନୁସୂଚିତ ଜାତି ଓ ଜନଜାତି ପାଇଁ ସମ୍ପୂର୍ଣ୍ଣ ମାଗଣା

ବୟସ ସୀମା: ନିମ୍ନତମ ବୟସ ସୀମା-୨୧, ସର୍ବାଧିକ ବୟସ ସୀମା-୩୫

ନିର୍ବାଚନ ପ୍ରକ୍ରିୟା: ଲିଖିତ ପରୀକ୍ଷା ଓ ସାକ୍ଷାତ୍‌କାର ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

ଦରମା: ୨୫,୦୦୦

ଆବେଦନର ଶେଷ ତାରିଖ: ୩୧ ଜୁଲାଇ ୨୦୧୮

କେଉଁଠି କରିବେ ଚାକିରି: ନୂଆଦିଲ୍ଲୀ

ତଳେ ଦିଆଯାଇଥିବା ଠିକଣାରେ ଆବେଦନ କରିପାରିବେ:

ଆସିଷ୍ଟାଣ୍ଟ ଡାଇରେକ୍ଟର(ପ୍ରୋଗ୍ରାମ), ରମୁ ନମ୍ବର ୪୦୩ ବ୍ରଡକାଷ୍ଟିଂ ହାଉସ, ଏକ୍ସଟର୍ନଲ ସର୍‌ଭିସ ଡିଭିଜନ, ଅଲ ଇଣ୍ଡିଆ ରେଡିଓ ପାର୍ଲିୟାମେଣ୍ଟ ଷ୍ଟ୍ରିଟ୍‌, ନୂଆଦିଲ୍ଲୀ-୧୧୦୦୦୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story