ଘରେ ରାନ୍ଧନ୍ତୁ ମୟୁରଭଞ୍ଜର ପ୍ରସିଦ୍ଧ କୁକୁଡ଼ା ମାଂସ ଲେଠ

ଆବଶ୍ୟକ ସାମଗ୍ରୀ: ଦେଶୀ କୁକଡ଼ା ମାଂସ, ଅଦା ରସୁଣ ପେଷ୍ଟ, କଟା ପିଆଜ, କଟା ଟମାଟୋ, ଲୁଣ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ତେଲ, ହଳଦୀ ଗୁଣ୍ଡ, କଞ୍ଚାଲଙ୍କା ଓ ଉଷୁନା ଚାଉଳ ଚୂନା ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜ ପକାନ୍ତୁ। ପିଆଜ ଟିକେ ଭାଜି ହୋଇଗଲା ପରେ ସେଥିରେ ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାନ୍ତୁ। ତା’ ପରେ ସେଥିରେ ଟମାଟୋ […]

chiken

chiken

Rakesh Mallick
  • Published: Saturday, 03 February 2018
  • Updated: 03 February 2018, 12:49 PM IST

ଆବଶ୍ୟକ ସାମଗ୍ରୀ: ଦେଶୀ କୁକଡ଼ା ମାଂସ, ଅଦା ରସୁଣ ପେଷ୍ଟ, କଟା ପିଆଜ, କଟା ଟମାଟୋ, ଲୁଣ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ତେଲ, ହଳଦୀ ଗୁଣ୍ଡ, କଞ୍ଚାଲଙ୍କା ଓ ଉଷୁନା ଚାଉଳ ଚୂନା

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜ ପକାନ୍ତୁ। ପିଆଜ ଟିକେ ଭାଜି ହୋଇଗଲା ପରେ ସେଥିରେ ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାନ୍ତୁ। ତା’ ପରେ ସେଥିରେ ଟମାଟୋ ଓ ଗୋଟା କଞ୍ଚାଲଙ୍କା ପକାନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ କୁକୁଡ଼ା ମାଂସ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ୧୦ ମିନିଟ୍‌ କଷନ୍ତୁ। କିଛି ସମୟ ପରେ ଆବଶ୍ୟକ ମୁତାବକ ପାଣି ଦେଇ ଗୋଳେଇ ଦିଅନ୍ତୁ। ମାଂସ ସିଝିବା ପରେ ସେଥିରେ ଅଳ୍ପ ଚାଉଳ ଚୂନା ପକାନ୍ତୁ। ତା’ ପରେ ୨ ମିନିଟ୍ ପରେ ଚୁଲିରେ ବସାଇବା ପରେ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କୁକୁଡ଼ା ମାଂସ ଲେଠ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story