କେବେ ଖାଇଛନ୍ତି ଗଜାମୁଗ ଚିକେନ୍‌? ଆଜି ତିଆରି କରନ୍ତୁ

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ଧନିଆ ପତ୍ର, ଗଜା ମୁଗ, ଟମାଟୋ ପେଷ୍ଟ, ତେଲ, ଗରମ ମସଲା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ପାଉଡ଼ର, ପିଆଜ କଟା, ନଡ଼ିଆ, ଲୁଣ, ଅଦା ଛେଚା, ରସୁଣ ଛେଚା, ତେଜ ପତ୍ର, ଡାଲ୍‌ଚିନି, ଗୁଜରାତି ଓ ଧନିଆ ପତ୍ର। ପ୍ରସ୍ତୁତି ପ୍ରଣାଳି: ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ ଡାଲ ଚିନି, ଗୁଜରାତି, ତେଜ ପତ୍ର ଓ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଯିବା ପରେ […]

chickena

chickena

Rakesh Mallick
  • Published: Friday, 09 February 2018
  • Updated: 09 February 2018, 05:19 PM IST

Sports

Latest News

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ଧନିଆ ପତ୍ର, ଗଜା ମୁଗ, ଟମାଟୋ ପେଷ୍ଟ, ତେଲ, ଗରମ ମସଲା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ପାଉଡ଼ର, ପିଆଜ କଟା, ନଡ଼ିଆ, ଲୁଣ, ଅଦା ଛେଚା, ରସୁଣ ଛେଚା, ତେଜ ପତ୍ର, ଡାଲ୍‌ଚିନି, ଗୁଜରାତି ଓ ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳି: ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ ଡାଲ ଚିନି, ଗୁଜରାତି, ତେଜ ପତ୍ର ଓ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଯିବା ପରେ ସେଥିରେ ଅଦା ଛେଚା ଓ ରସୁଣ ଛେଚା ପକାନ୍ତୁ। ତା’ ପରେ ସେଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ପାଣି ଦେଇ କଷନ୍ତୁ। ମସଲା ଅଳ୍ପ କଷି ହେବା ପରେ ଧନିଆ ପାଉଡ଼ର, ଜିରା ପାଉଡ଼ର, ଓ ଟମାଟୋ ପେଷ୍ଟ ପକାନ୍ତୁ। ଏହା ପରେ ସେଥିରେ ଚିକେନ୍‌ ଓ ପାଣି ଦେଇ ୧୦ ମିନିଟ୍‌ ଘୋଡ଼େଇ ଦିଅନ୍ତୁ।  ୧୦ ମିନିଟ୍‌ ପରେ ସେଥିରେ ଗଜା ମୁଗ ଓ ନଡ଼ିଆ କୋରା ପକାନ୍ତୁ। ଚିକେନ୍‌ ସିଝିବା ପରେ ସେଥିରେ ଧନିଆ ପତ୍ର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଗଜା ମୁଗ ଚିକେନ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story