ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ନିଜ ଅକ୍ତିଆରରେ ରଖିବାକୁ ଚାହୁଁଛି ବିଜେଡି: ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: ଶାସକ ଦଳ ଜଗନ୍ନାଥ ମନ୍ଦିର ଭିତରେ  ରାଜନୀତି  କରିବା ଏବଂ ଘଟ ପରିବର୍ତ୍ତନ ବିଭ୍ରାଟର ରାଜନୀତିକରଣ କରିବା କଥା ପୂରା ପଦାକୁ ଆସିଯାଇଛି ବୋଲି କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଓଡ଼ିଶା ରିପୋର୍ଟରକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରସାଦ କହିଛନ୍ତି, ମନ୍ଦିର ପରିଚାଳନା ସମିତିର ସଭାପତି ଗଜପତି ମହାରାଜା ସ୍ପଷ୍ଟ ଭାବେ କହିଛନ୍ତି ଯେ ଶାସକଦଳ ପକ୍ଷରୁ ଏହି ବିଶୃଙ୍ଖଳା ଓ ବିଭ୍ରାଟ ଘଟାଯାଇଛି। ଶାସକ ଦଳ ମନ୍ଦିରର ସବୁ ଶୃଙ୍ଖଳାକୁ ଭାଙ୍ଗିଛନ୍ତି ଏବଂ […]

prasad

prasad

Rakesh Mallick
  • Published: Monday, 29 June 2015
  • Updated: 29 June 2015, 10:31 AM IST

Sports

Latest News

ଭୁବନେଶ୍ୱର: ଶାସକ ଦଳ ଜଗନ୍ନାଥ ମନ୍ଦିର ଭିତରେ  ରାଜନୀତି  କରିବା ଏବଂ ଘଟ ପରିବର୍ତ୍ତନ ବିଭ୍ରାଟର ରାଜନୀତିକରଣ କରିବା କଥା ପୂରା ପଦାକୁ ଆସିଯାଇଛି ବୋଲି କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଓଡ଼ିଶା ରିପୋର୍ଟରକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରସାଦ କହିଛନ୍ତି, ମନ୍ଦିର ପରିଚାଳନା ସମିତିର ସଭାପତି ଗଜପତି ମହାରାଜା ସ୍ପଷ୍ଟ ଭାବେ କହିଛନ୍ତି ଯେ ଶାସକଦଳ ପକ୍ଷରୁ ଏହି ବିଶୃଙ୍ଖଳା ଓ ବିଭ୍ରାଟ ଘଟାଯାଇଛି। ଶାସକ ଦଳ ମନ୍ଦିରର ସବୁ ଶୃଙ୍ଖଳାକୁ ଭାଙ୍ଗିଛନ୍ତି ଏବଂ ମନ୍ଦିର ପ୍ରଶାସନକୁ ନିଜ ଅକ୍ତିଆରରେ ରଖିବାକୁ ଚାହୁଁଛି। ମନ୍ଦିର ପ୍ରଶାସନକୁ ବିଜେଡି ଅକ୍ତିଆରରେ ରଖିବାର ଅର୍ଥ ମନ୍ଦିରରେ ରାଜନୀତି ଭର୍ତ୍ତି କରିବା ଯାହା ଏହି କଥା ସେଇଆ।

ନବକେଳବର ରୀତିନୀତି କାମରେ ଯେଉଁ ବିଭ୍ରାଟ ହୋଇଛି, ସରକାର ଚାହିଁଥିଲେ ନିୟନ୍ତ୍ରଣ କରିପାରିଥାନ୍ତେ ବା ଏଡାଇ ଦେଇପାରିଥାନ୍ତେ।  ଓଡିଶା ସରକାରଙ୍କ ଜଣେ ଉଚ୍ଚ ପାହ୍ୟାର ଅଫିସର ମନ୍ଦିର ପ୍ରଶାସକ ଭାବରେ ରହିଥିଲେ ମଧ୍ୟ ବିଭ୍ରାଟ ଘଟୁଛି। ୧୯୫୪ ମସିହାର ଯେଉଁ ଶ୍ରୀ ମନ୍ଦିର ପରିଚଳାନା ଆଇନ ରହିଛି ସେହି ଆଇନରେ ସଂଶୋଧନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପ୍ରସାଦ। ଏଥିପାଇଁ ବ୍ୟାପକ ବିଚାରବିମର୍ଶର ଆବଶ୍ୟକତା ଅଛି।

ଏଭଳି ଆଲୋଚନାରେ ଓଡିଶାର ସବୁ ବର୍ଗର ଲୋକ, ସବୁ ରାଜନୈତିକ ଦଳର ଚିନ୍ତାଶୀଳ ବ୍ୟକ୍ତି, ବୁଦ୍ଧଜିବୀ, ଜଗନ୍ନାଥ ପ୍ରେମୀ, ଜଗନ୍ନାଥ ସଂସ୍କୃତି ବିଶାରଦ ମାନଙ୍କୁ ସାମିଲ କରାଯାଇ ବ୍ୟାପକ ବିଚାର ବିମର୍ଶ କରାଯିବା ଉଚିତ୍।

ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସହିତ ‘ଓଡ଼ିଶା ରିପୋର୍ଟର’ ଏହି ସ୍ୱତନ୍ତ୍ର ସାକ୍ଷାତକାର ଆପଣ ‘ଇଣ୍ଟରଭ୍ୟୁ ସେଗମେଣ୍ଟରେ’ ବିସ୍ତୃତ ଭାବେ ପଢ଼ି ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story