ନାରୀ ବଦ୍ଧକାରୀ ବୁଦ୍ଧଦେବ: ପ୍ରଥମେ ପ୍ରେମ, ତାପରେ ସେକ୍ସ, ଶେଷରେ ନିଶା ଦେଇ ବୀଭତ୍ସ ହତ୍ୟା

ପୁରୀ(ଓଡ଼ିଶା ରିପୋର୍ଟର): ନାଁ ତା’ର ବୁଦ୍ଧ। କାମ କିନ୍ତୁ ଜଘନ୍ୟ। ଯୁବତୀଙ୍କ ସହ ପ୍ରଥମେ ବନ୍ଧୁତା ସ୍ଥାପନ କରୁଥିଲା। ପରେ ଭଲ ପାଇବାର ଅଭିନୟ। ତା’ପରେ ବାହାରେ ବୁଲାଇ ନେବାର ବାହାନାରେ ଯୁବତୀଙ୍କୁ ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଇ ବଳାତ୍କାର। ଏପରିକି ବେକ କାଟି ସେମାନଙ୍କୁ ଅତି ବୀଭତ୍ସ ଭାବେ ମର୍ଡ଼ର କରୁଥିଲା। ଏପରି ଉପାୟରେ ବୁଦ୍ଧ ଓରଫ ବୁଦ୍ଧଦେବ ବେହେରା ଘଟାଉଥିଲା କାଣ୍ଡ। ଏହା ଜଣେ ସାଇକୋପାଥିକ୍‌ ବା ମାନସିକ ବିକାରଗ୍ରସ୍ତ କାମ […]

puri killer

puri killer

Rakesh Mallick
  • Published: Wednesday, 16 August 2017
  • Updated: 16 August 2017, 08:51 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ନାଁ ତା’ର ବୁଦ୍ଧ। କାମ କିନ୍ତୁ ଜଘନ୍ୟ। ଯୁବତୀଙ୍କ ସହ ପ୍ରଥମେ ବନ୍ଧୁତା ସ୍ଥାପନ କରୁଥିଲା। ପରେ ଭଲ ପାଇବାର ଅଭିନୟ। ତା’ପରେ ବାହାରେ ବୁଲାଇ ନେବାର ବାହାନାରେ ଯୁବତୀଙ୍କୁ ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଇ ବଳାତ୍କାର। ଏପରିକି ବେକ କାଟି ସେମାନଙ୍କୁ ଅତି ବୀଭତ୍ସ ଭାବେ ମର୍ଡ଼ର କରୁଥିଲା। ଏପରି ଉପାୟରେ ବୁଦ୍ଧ ଓରଫ ବୁଦ୍ଧଦେବ ବେହେରା ଘଟାଉଥିଲା କାଣ୍ଡ। ଏହା ଜଣେ ସାଇକୋପାଥିକ୍‌ ବା ମାନସିକ ବିକାରଗ୍ରସ୍ତ କାମ ବୋଲି କେନ୍ଦ୍ରାଞ୍ଚଳ ଆଇ.ଜି. ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ପୁରୀ ଜିଲ୍ଲାର ଡେଲାଙ୍ଗ ଜଗଦଲପୁର ମଙ୍ଗୁପଡ଼ାରୁ ଜଣେ ମହିଳାଙ୍କ ହତ୍ୟା ଘଟଣାର ଖିଅ ଖୋଜୁ ଖୋଜୁ ପୋଲିସକୁ ମିଳିଥିଲା ଏପରି ରହସ୍ୟମୟ ସୁରାଗ। ବୁଦ୍ଧଦେବ ପ୍ରଥମ ହତ୍ୟାକାଣ୍ଡ ୨୦୧୨ ମସିହାରେ ଘଟାଇଥିଲା। ସେ ପ୍ରଥମେ କନ୍ଧମାଳ ଜିଲ୍ଲା ରାଇକିଆର ଜଣେ ମହିଳାଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲା। ତା’ପରେ ତାଙ୍କୁ ପ୍ରେମ ଜାଲରେ ଫସାଇ ବୁଲାଇବାକୁ ନେଇଥିଲା। ରାସ୍ତାରେ ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଇ ବଳାତ୍କାର କରିଥିଲା। ତା’ପରେ ତାଙ୍କ ଗଳା କାଟି ହତ୍ୟା କରିଥିଲା। ଜଘନ୍ୟ କଥା ହେଲା, ସେ ଏମିତିକା ୫ଟି ଘଟଣା ଘଟାଇଛି।

୨୦୧୨ ମସିହାରେ ଦେବଗଡ଼ରେ, ୨୦୧୬ ଅଗଷ୍ଟ ୨୬ ତାରିଖରେ ବଇରିରେ, ୨୦୧୭ ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶର ଚିଲକପୁର ଥାନା ଅଞ୍ଚଳରେ ଓ ୨୦୧୭ରେ ଅଗଷ୍ଟ ୧ ତାରିଖରେ ଡେଲାଙ୍ଗରେ। ସେହିପରି ଝାଡ଼ଖଣ୍ଡ-ଓଡ଼ିଶା ସୀମା ନୂଆଗାଁରେ ମଧ୍ୟ ସମାନ ଢ଼ଙ୍ଗରେ ଏକ ହତ୍ୟାକାଣ୍ଡ କରିଥିଲା। ଏହା ମାନସିକ ବିକାରଗସ୍ତ ଜଣେ ଯୌନ ପିପାଷୁର କାମ ବୋଲି ଆଇ.ଜି. କହିଛନ୍ତି।

ବୁଦ୍ଧଦେବର ଘର ଦେବଗଡ଼ ଜିଲ୍ଲା ଗିନାହଜା ଗାଁରେ। ୨୦୧୦ରେ ତା ବିରୋଧରେ ତାଙ୍କ ପତ୍ନୀ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ। ୨୦୧୨ ମସିହାରେ ପ୍ରଥମ ହତ୍ୟାକାଣ୍ଡ ଘଟାଇଥିଲା। ଏହି ଘଟଣାରେ ଗିରଫ ହୋଇ ସେ ବିଚାର ବିଭାଗୀୟ ହାଜତରୁ ଫେରାର ହୋଇଯାଇଥିଲା। ଏନେଇ ଦେବଗଡ଼ ଥାନାରେ ୧୩ ଜୁଲାଇ ୨୦୧୨ରେ ଏକ ମାମଲା ରୁଜୁ ହୋଇଥିଲା।

ଅଗଷ୍ଟ ୧ ତାରିଖରେ ଡେଲାଙ୍ଗ ଜଗଦଲପୁରରେ ଜଣେ ମହିଳାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ପୋଲସ ଘଟଣାସ୍ଥଳରୁ ଆଇକାର୍ଡ଼ ଓ ଏଟିଏମ୍‌ ଜବତ କରିଥିଲା। ଏହି ଘଟଣାର ତଦନ୍ତ କରୁଥିବା ପୋଲିସକୁ ଏହାର ଖିଅ ମିଳିଥିଲା।

ବୁଦ୍ଧଦେବଙ୍କୁ ଜେରା କରିବେ ମନୋବିଜ୍ଞାନୀ!

ବୁଦ୍ଧଦେବ ଜଣେ ସାଇକୋ ବା ବିକୃତ ମାନସିକ ରୋଗୀ ହୋଇଥିବାରୁ ତାକୁ ମନୋବିଜ୍ଞାନୀ ପଚରା କରିପାରନ୍ତି। ଏନେଇ ପୋଲିସ କିଛି ସ୍ପଷ୍ଟ କରିନଥିଲେ ବି ବିଚାର ଆଲୋଚନା ଚଳାଇଛି ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story