ଆଜି ସନ୍ଧ୍ୟା ସୁଦ୍ଧା ପୁରୀ-ହରିଦ୍ୱାର ଟ୍ରେନ୍ ଦୁର୍ଘଟଣାର କାରଣ ଜଣାଇବାକୁ ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ଟ୍ରେନ୍‌ ଦୁର୍ଘଟଣାର କାରଣ ଆଜି ସନ୍ଧ୍ୟା ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ସୁରେଶ ପ୍ରଭୁ। ସେ ଏହି ନିର୍ଦ୍ଦେଶ ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ଦେଇଛନ୍ତି। ପ୍ରାଥମିକ ତଦନ୍ତ ଆଧାରରେ ଏହି ଦୁର୍ଘଟଣାର କାରଣ ଆଜି ସନ୍ଧ୍ୟା ସୁଦ୍ଧା ଦେବାକୁ ସେ ତାଙ୍କୁ କହିଛନ୍ତି। ଏକଥା ସୁରେଶ ପ୍ରଭୁ ଟ୍ୱିଟ୍‌ କରି ଜଣାଇଛନ୍ତି। ଏ ଘଟଣା ନେଇ କାହାକୁ ଉତ୍ତରଦାୟୀ କରାଯିବ ସେ ନେଇ ମଧ୍ୟ ଆଜି […]

trainaccident

trainaccident

Rakesh Mallick
  • Published: Sunday, 20 August 2017
  • Updated: 20 August 2017, 12:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ଟ୍ରେନ୍‌ ଦୁର୍ଘଟଣାର କାରଣ ଆଜି ସନ୍ଧ୍ୟା ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ସୁରେଶ ପ୍ରଭୁ। ସେ ଏହି ନିର୍ଦ୍ଦେଶ ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ଦେଇଛନ୍ତି। ପ୍ରାଥମିକ ତଦନ୍ତ ଆଧାରରେ ଏହି ଦୁର୍ଘଟଣାର କାରଣ ଆଜି ସନ୍ଧ୍ୟା ସୁଦ୍ଧା ଦେବାକୁ ସେ ତାଙ୍କୁ କହିଛନ୍ତି। ଏକଥା ସୁରେଶ ପ୍ରଭୁ ଟ୍ୱିଟ୍‌ କରି ଜଣାଇଛନ୍ତି।

ଏ ଘଟଣା ନେଇ କାହାକୁ ଉତ୍ତରଦାୟୀ କରାଯିବ ସେ ନେଇ ମଧ୍ୟ ଆଜି ସନ୍ଧ୍ୟା ସୁଦ୍ଧା ଜଣାଇବାକୁ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ରେଳମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ସ୍ଥିତାବସ୍ଥା ଫେରାଇ ଆଣିବାକୁ ଅଗ୍ରାଧିକାର ଦିଆଯାଉଛି। ଆହତମାନଙ୍କୁ ଯଥାସମ୍ଭବ ଭଲ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସେ ସୁନିଶ୍ଚିତ କରିଛନ୍ତି। ସ୍ଥିତି ଉପରେ ସେ ନଜର ରଖିଥିବା ମଧ୍ୟ ଲେଖିଛନ୍ତି।

55

ଗତକାଲି ସନ୍ଧ୍ୟାରେ ପୁରୀରୁ ହରିଦ୍ୱାର ଅଭିମୁଖେ ବାହାରିଥିବା କଳିଙ୍ଗ ଉତ୍କଳ ଏସପ୍ରେସ ଉତ୍ତର ପ୍ରଦେଶର ମୁଜାଫରନଗର ନିକଟସ୍ଥ ଖତୌଲିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୪ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ୬ଟି ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ୧୩୦ ଜଣ ଆହତ ହୋଇଥିବା ବେଳେ ୨୧ ଜଣ ପ୍ରାଣ ହରାଇଛନ୍ତି। ଓଡ଼ିଶାର ୩ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ପୁରୀ-ହରିଦ୍ୱାରା ଟ୍ରେନ୍ ଦୁର୍ଘଟଣା: ୨୧ ମୃତ, ୫ ଚିହ୍ନଟଙ୍କ ମଧ୍ୟରେ ଓଡ଼ିଶାର କେହି ନାହାନ୍ତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story