ରେଲୱେ ପରିଚାଳକ ଏବଂ ଲୋକ ପାଇଲଟ୍‌ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

ରେଲୱେରେ ବିଭିନ୍ନ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି। ରେଲୱେ ପରିଚାଳକ ଏବଂ ଲୋକ ପାଇଲଟ୍‌ ପଦବୀ ପାଇଁ ୧୬୯ଟି ପୋଷ୍ଟ ବାହାରିଛି। ଇଚ୍ଛୁକ ପାର୍ଥୀ ୨୫ଏପ୍ରିଲ୍‌ ୨୦୧୮ ପୂର୍ବରୁ ଆବେଦନ କରିପାରିବେ। ଶିକ୍ଷାଗତ ଯୋଗ୍ୟତା- ଇଲେକ୍ଟ୍ରିକାଲ୍‌ ଡିପାର୍ଟମେଣ୍ଟରେ ଡିଗ୍ରୀ ଏବଂ ITI କିମ୍ବା ଡିପ୍ଲୋମା କରିଥିବା ଦରକାର। ପଦବୀ ସଂଖ୍ୟା- ୫୮(ପରିଚାଳକ),  ୧୧୧(ଲୋକ ପାଇଲଟ) ଆବେଦନ ପ୍ରକ୍ରିୟା- ଅଫଲାଇନ୍‌ ମାଧ୍ୟମରେ ଆପଣ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଠିକଣା: ଡିଭିଜନାଲ୍‌ ରେଲୱେ ମ୍ୟାନେଜର ଅଫିସ୍‌, ରିକ୍ୟୁଟ୍‌ମେଣ୍ଟ ଡିପାର୍ଟମେଣ୍ଟ. […]

Indian-Railway-jobs-february-2018

Indian-Railway-jobs-february-2018

Rakesh Mallick
  • Published: Friday, 13 April 2018
  • Updated: 13 April 2018, 05:06 PM IST

ରେଲୱେରେ ବିଭିନ୍ନ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି। ରେଲୱେ ପରିଚାଳକ ଏବଂ ଲୋକ ପାଇଲଟ୍‌ ପଦବୀ ପାଇଁ ୧୬୯ଟି ପୋଷ୍ଟ ବାହାରିଛି। ଇଚ୍ଛୁକ ପାର୍ଥୀ ୨୫ଏପ୍ରିଲ୍‌ ୨୦୧୮ ପୂର୍ବରୁ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା- ଇଲେକ୍ଟ୍ରିକାଲ୍‌ ଡିପାର୍ଟମେଣ୍ଟରେ ଡିଗ୍ରୀ ଏବଂ ITI କିମ୍ବା ଡିପ୍ଲୋମା କରିଥିବା ଦରକାର।

ପଦବୀ ସଂଖ୍ୟା- ୫୮(ପରିଚାଳକ),  ୧୧୧(ଲୋକ ପାଇଲଟ)

ଆବେଦନ ପ୍ରକ୍ରିୟା- ଅଫଲାଇନ୍‌ ମାଧ୍ୟମରେ ଆପଣ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଠିକଣା: ଡିଭିଜନାଲ୍‌ ରେଲୱେ ମ୍ୟାନେଜର ଅଫିସ୍‌, ରିକ୍ୟୁଟ୍‌ମେଣ୍ଟ ଡିପାର୍ଟମେଣ୍ଟ. ସେଣ୍ଟ୍ରଲ ରେଲୱେ, ନାଗପୁର ମଣ୍ଡଲ।

ବୟସ ସୀମା- ୬୫ବର୍ଷ ବୟସ୍କ ପର୍ଯ୍ୟନ୍ତ ଲୋକ ଉପରୋକ୍ତ ପଦବୀ ଲାଗି ଆବେଦନ କରିପାରିବେ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos