୧୩ ଡିସେମ୍ବର, ବୁଧବାର: ଜାଣନ୍ତୁ କେଉଁ ରାଶି ପାଇଁ ଆଜି ଦିନଟି ଶୁଭ

ମେଷ: ଦିନଟି ଆପଣଙ୍କ ଲାଗି ହର୍ଷଉଲ୍ଲାସ ଭରା ରହିବ। ଘରକୁ କୁଣିଆ ଆସିବେ। ଆର୍ଥିକ ଦିଗରୁ ଦିନଟି ଭଲ।

ବୃଷ: ବେପାରରେ ଉନ୍ନତି ପାଇଁ ଭଲ ଦିନଟିଏ। ଖାଦ୍ୟପେୟ ଓ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: ଭାଇଙ୍କ ପାଖରୁ ସହଯୋଗ ପାଇବେ। ମାନ ସମ୍ମାନ ବୃଦ୍ଧି ହେବ।

କର୍କଟ: ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ଆର୍ଥିକ କ୍ଷତିରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ।

ସିଂହ: ଚାକିରି ପରିବର୍ତ୍ତନ ହୋଇପାରେ। ଅଟକି ଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ।

କନ୍ୟା: ଶିକ୍ଷା, ପ୍ରତିଯୋଗୀତା ଓ ପ୍ରେମ ସମ୍ପର୍କରେ ସଫଳତା ପାଇବେ।

ତୁଳା: ସମସ୍ୟାର ଅନ୍ତ ହେବ। ମାନ ସମ୍ମାନ ବୃଦ୍ଧିର ଯୋଗ ରହିଛି।

ବିଛା: କ୍ୟାରିୟରରେ ସମସ୍ୟା ସୃଷ୍ଟି ହୋଇପାରେ। ଦେହର ଯତ୍ନ ନିଅନ୍ତୁ।

ଧନୁ: ଯାହା ଚାହୁଁଛନ୍ତି ପାଇବେ। ପ୍ରେମରେ ସଫଳତା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ମକର: ବେପାର ବାଣିଜ୍ୟରେ ଲାଭ ହେବ। ବିବାହ ଜନିତ ସମସ୍ୟାରେ ସଫଳତା ମିଳିବ।

କୁମ୍ଭ: ଆପଣଙ୍କ ଲାଗି ଅସୁବିଧାର ସମୟ ସରିଛି। ସୁଖବର ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ମୀନ: ଦେହର ଯତ୍ନ ନିଅନ୍ତୁ। ବିବାଦଠାରୁ ଯେତେ ଦୂରେଇ ରହିବେ ଆପଣଙ୍କ ପାଇଁ ସେତେ ଭଲ।

Previous ArticleNext Article

Send this to a friend