ଉଚ୍ଚ ରକ୍ତଚାପ ଅଛି କି? ସାବଧାନ୍‌, ହୋଇପାରେ ବ୍ରେନ୍‌ ଷ୍ଟ୍ରୋକ୍‌

ସାଧାରଣତଃ ଲୋକେ ହଠାତ୍‌ ଜୋର୍‌ରେ ମୁଣ୍ଡବିନ୍ଧା ହେବାକୁ ଅଣଦେଖା କରନ୍ତି। ସେମାନେ ଭାବନ୍ତି ଯେ ଏହା ଆପେ ଆପେ ଠିକ୍‌ ହୋଇଯିବ। କିନ୍ତୁ ଅନେକ ଥର ଆପଣଙ୍କ ମୁଣ୍ଡ ବିନ୍ଧାର କାରଣ ଉଚ୍ଚ ରକ୍ତ ଚାପ ବି ହୋଇପାରେ। ଏହା ବ୍ରେନ୍‌ ଷ୍ଟ୍ରୋକ ମଧ୍ୟ କରାଇପାରେ। ଯଦି କୌଣସି ବ୍ୟକ୍ତିଙ୍କୁ ଉଚ୍ଚ ରକ୍ତଚାପ,ଡାଇବେଟିସ୍ କିମ୍ବା ହାଇ କୋଲେଷ୍ଟ୍ରୋଲ ସମସ୍ୟା ଥିବ ତାଙ୍କଠାରେ ବ୍ରେନ୍‌ ଷ୍ଟ୍ରୋକ ହେବାର ଆଶଙ୍କା ଅଧିକ ଥାଏ। ବ୍ରେନ୍‌ ଷ୍ଟ୍ରୋକ୍‌ର ଲକ୍ଷଣ ୧. ମୁଣ୍ଡ […]

stroke

stroke

Rakesh Mallick
  • Published: Sunday, 01 July 2018
  • Updated: 01 July 2018, 01:10 PM IST

Sports

Latest News

ସାଧାରଣତଃ ଲୋକେ ହଠାତ୍‌ ଜୋର୍‌ରେ ମୁଣ୍ଡବିନ୍ଧା ହେବାକୁ ଅଣଦେଖା କରନ୍ତି। ସେମାନେ ଭାବନ୍ତି ଯେ ଏହା ଆପେ ଆପେ ଠିକ୍‌ ହୋଇଯିବ। କିନ୍ତୁ ଅନେକ ଥର ଆପଣଙ୍କ ମୁଣ୍ଡ ବିନ୍ଧାର କାରଣ ଉଚ୍ଚ ରକ୍ତ ଚାପ ବି ହୋଇପାରେ। ଏହା ବ୍ରେନ୍‌ ଷ୍ଟ୍ରୋକ ମଧ୍ୟ କରାଇପାରେ। ଯଦି କୌଣସି ବ୍ୟକ୍ତିଙ୍କୁ ଉଚ୍ଚ ରକ୍ତଚାପ,ଡାଇବେଟିସ୍ କିମ୍ବା ହାଇ କୋଲେଷ୍ଟ୍ରୋଲ ସମସ୍ୟା ଥିବ ତାଙ୍କଠାରେ ବ୍ରେନ୍‌ ଷ୍ଟ୍ରୋକ ହେବାର ଆଶଙ୍କା ଅଧିକ ଥାଏ।

ବ୍ରେନ୍‌ ଷ୍ଟ୍ରୋକ୍‌ର ଲକ୍ଷଣ

୧. ମୁଣ୍ଡ ବିନ୍ଧା ହେବା ସହ ଶରୀରର ଗୋଟିଏ ପାର୍ଶ୍ୱର ହାତଗୋଡ଼ରେ ଦୁର୍ବଳତା ଅନୁଭବ ହେବା।

୨. କଥା କହିବା କିମ୍ବା ଦେଖିବାରେ ଅସୁବିଧା ହେବା।

୩. ଚାଲିବା ବେଳେ ସନ୍ତୁଳନ ଠିକ୍‌ ନ ରହିବା

କେତେବେଳେ ରହିଛି ବିପଦ?

ଉଚ୍ଚ ରକ୍ତଚାପ ଓ ବ୍ରେନ୍‌ ଷ୍ଟ୍ରୋକ୍‌ ଭିତରେ ଗଭୀର ସମ୍ପର୍କ ରହିଛି। ଯେଉଁ ବ୍ୟକ୍ତିଙ୍କର ରକ୍ତଚାପ ଯେତେ ଅଧିକ ଥିବ ତାଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ ହେବାର ସମ୍ଭାବନା ସେତିକି ଅଧିକ ଥାଏ। ଉଚ୍ଚ ରକ୍ତଚାପ ଯୋଗୁଁ ଶରୀରର ରକ୍ତ ନଳୀଗୁଡ଼ିକ ଫୁଲିଯାଏ। ଏହାକୁ Aneurysm କୁହାଯାଏ। ଏଥି ଯୋଗୁଁ ବ୍ରେନ୍‌ ହାମରେଜ ହେବାର ଭୟ ଅଧିକ ବଢ଼ିଯାଏ।

ଷ୍ଟ୍ରୋକ୍‌ର କାରଣ

ଯେତେବେଳେ ଆପଣଙ୍କ ମସ୍ତିଷ୍କ ପର୍ଯ୍ୟନ୍ତ ଯାଉଥିବା ରକ୍ତ ପ୍ରବାହରେ ବ୍ୟାଘାତ ସୃଷ୍ଟି ହୁଏ କିମ୍ବା ରକ୍ତନଳୀ ଯଦି ବ୍ଲକ୍‌ ହୋଇଯାଏ ବା ବନ୍ଦ ହୋଇଯାଏ, ସେତେବେଳେ ଷ୍ଟ୍ରୋକ୍‌ର ଆଶଂକା ବଢ଼ିଯାଏ। ରକ୍ତ ଜରିଆରେ ଆମ ମସ୍ତିଷ୍କକୁ ପୋଷକ ତତ୍ତ୍ୱ ଓ ଅମ୍ଳଜାନ ପହଞ୍ଚିଥାଏ। ହେଲେ ଉଚ୍ଚ ରକ୍ତ ଚାପ ଯୋଗୁଁ ରକ୍ତ ପ୍ରବାହରେ ବ୍ୟାଘାତ ସୃଷ୍ଟି ହୁଏ। ଫଳରେ ଷ୍ଟ୍ରୋକ୍‌ ହେଇଥାଏ। ବ୍ରେନ୍‌ ଷ୍ଟ୍ରୋକ୍‌ର ଉଚ୍ଚ ରକ୍ତଚାପ ହିଁ ଏକମାତ୍ର ସବୁଠୁ ବଡ଼ କାରଣ। ଏହା ବ୍ୟତୀତ ଉଚ୍ଚ ରକ୍ତଚାପ ଯୋଗୁଁ ହୃଦଘାତ ଓ ଅନ୍ୟ ଅଙ୍ଗଗୁଡ଼ିକ କ୍ଷତିଗ୍ରସ୍ତ ହେବାର ମଧ୍ୟ ସମ୍ଭାବନା ରହିଥାଏ।

ଉଚ୍ଚ ରକ୍ତଚାପର ପ୍ରଭାବ ମସ୍ତିଷ୍କ ସହ ଶରୀରର ଅନ୍ୟ ରକ୍ତନଳୀଗୁଡ଼ିକ ଉପରେ ମଧ୍ୟ ପଡ଼ିଥାଏ। ତେଣୁ ଏହି ସମୟରେ ରକ୍ତ ସଂଞ୍ଚାଳନକୁ ଠିକ୍‌ ରଖିବା ପାଇଁ ଆପଣଙ୍କ ହୃତପିଣ୍ଡକୁ ଅଧିକ କଷ୍ଟ କରିବାକୁ ପଡ଼େ। ଏହି ସମୟରେ କିଛି କୋଷିକା କ୍ଷତିଗ୍ରସ୍ତ, ଶକ୍ତ ଓ ସଂକୀର୍ଣ୍ଣ ହୋଇଯାଏ। ଏଭଳି ସ୍ଥିତିକୁ Atherosclerosis କୁହାଯାଏ। ଏଥିରେ ବ୍ଲକେଜ୍‌ର ସମ୍ଭାବନା ବଢ଼ିଯାଏ ଫଳରେ ଷ୍ଟ୍ରୋକ୍ କିମ୍ବା Transient Ischemic attack (ମିନି ଷ୍ଟ୍ରୋକ୍) ମଧ୍ୟ ହୋଇପାରେ।

ଷ୍ଟ୍ରୋକର ଉପଚାର

ଯଦି ଜଣେ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଠିକ୍‌ ସମୟରେ ଔଷଧ ଖାଉଥିବେ ଓ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବେ, ତେବେ ସେମାନେ ଷ୍ଟ୍ରୋକରୁ ବଞ୍ଚିତ ହେ।ଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story