ଜାଣନ୍ତୁ ସ୍ମାର୍ଟ ଫୋନ୍ ହ୍ୟାଙ୍ଗ୍ ହୁଏ କାହିଁକି

ସ୍ମାର୍ଟଫୋନ୍‌ ହ୍ୟାଙ୍ଗ ହେବା ବା ସ୍ଲୋ ହେବା ଏକ ସାଧାରକଣ କଥା ହୋଇଗଲାଣି। ପ୍ରାୟ ସମସ୍ତେ ଏହି ସମସ୍ୟା ଭୋଗୁଛନ୍ତି। ନୂଆ ଫୋନ୍‌ କିଣିବାର ମାତ୍ର କିଛି ଦିନ ଭିତରେ ଏଭଳି ସମସ୍ୟା ଦେଖାଦେବା ଆରମ୍ଭ ହେଇଯାଏ। କିଛି ଆପ୍‌କୁ ଖୋଲିଲାବେଳେ ବା ବନ୍ଦ କରିବାବେଳେ ଏହା ହ୍ୟାଙ୍ଗ ହୁଏ।  ଯଦି ଆପଣଙ୍କ ସ୍ମାର୍ଟ ଫୋନ୍‌ରେ ବି ଏଭଳି ସମସ୍ୟା ଦେଖାଦେଉଛି ତେବେ ଆଜି ଆମେ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବା ପାଇଁ କିଛି ଟିପ୍ସ୍ […]

fone

fone

Rakesh Mallick
  • Published: Saturday, 05 May 2018
  • Updated: 05 May 2018, 06:01 PM IST

Sports

Latest News

ସ୍ମାର୍ଟଫୋନ୍‌ ହ୍ୟାଙ୍ଗ ହେବା ବା ସ୍ଲୋ ହେବା ଏକ ସାଧାରକଣ କଥା ହୋଇଗଲାଣି। ପ୍ରାୟ ସମସ୍ତେ ଏହି ସମସ୍ୟା ଭୋଗୁଛନ୍ତି। ନୂଆ ଫୋନ୍‌ କିଣିବାର ମାତ୍ର କିଛି ଦିନ ଭିତରେ ଏଭଳି ସମସ୍ୟା ଦେଖାଦେବା ଆରମ୍ଭ ହେଇଯାଏ। କିଛି ଆପ୍‌କୁ ଖୋଲିଲାବେଳେ ବା ବନ୍ଦ କରିବାବେଳେ ଏହା ହ୍ୟାଙ୍ଗ ହୁଏ।  ଯଦି ଆପଣଙ୍କ ସ୍ମାର୍ଟ ଫୋନ୍‌ରେ ବି ଏଭଳି ସମସ୍ୟା ଦେଖାଦେଉଛି ତେବେ ଆଜି ଆମେ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବା ପାଇଁ କିଛି ଟିପ୍ସ୍ ଦେବୁ। ଆଜି ଆମେ ଆପଣମାନଙ୍କୁ ସ୍ମାର୍ଟ ଫୋନ୍‌ ହ୍ୟାଙ୍ଗ୍ ଓ ସ୍ଲୋ ହୋବାର କାରଣ ବତାଇବୁ। ତେବେ ଆସନ୍ତୁ ଜାଣିବା ଆମ ଫୋନ୍‌ କାହିଁକି ସ୍ଲୋ ଓ ହ୍ୟାଙ୍ଗ୍ ହୁଏ।

୧. ଆପଣଙ୍କ ଫୋନ୍‌ର ମେମୋରି ଫୁଲ୍‌ ହୋଇଯାଇଥିଲେ ଓ ଫୋନ୍‌ର ରାମ୍ କମ୍‌ ଥିଲେ ଏହା ଆପଣଙ୍କ ଫୋନ୍‌ ସ୍ଲୋ ହେବାର ଏକ କାରଣ ହୋଇପାରେ।

୨. ସ୍ମାର୍ଟ ଫୋନ୍‌ରେ ଯେତେ ବି ଆପ୍‌ ଅଛି ସେ ସବୁ ମିନିମାଇଜ୍ ହେବା ପରେ ବ୍ୟାକ୍‌ଗ୍ରାଉଣ୍ଡରେ ଚାଲୁଥାଏ। ଏଥିପାଇଁ ମଧ୍ୟ ଫୋନ୍‌ ସ୍ଲୋ ଓ ହ୍ୟାଙ୍ଗ୍ ହୁଏ।

୩. ସ୍ମାର୍ଟ ଫୋନ୍‌ରେ ଥିବା ଇଣ୍ଟରନାଲ ମେମୋରିରେ ସମସ୍ତ ଆପ୍‌ସ ଇନ୍‌ଷ୍ଟାଲ ହୋଇଥାଏ। କିନ୍ତୁ ଆପଣ ଆପ୍‌କୁ ଅପଡେଟ କଲେ ଏହା ଅଧିକ ସ୍ପେସ୍ ନେଇଥାଏ। ଫଳରେ ଫୋନ୍‌ ସ୍ଲୋ ହୋଇଯାଏ।

୪. ଆପଣଙ୍କ ଫୋନ୍‌ରେ ଯଦି APK ଫାଇଲ ଯୁକ୍ତ ଆପ୍‌ ଅଛି ତେବେ ତୁରନ୍ତ ଏହାକୁ ହଟେଇ ଦିଅନ୍ତୁ। ଏହା ଆପଣଙ୍କ ଫୋନ୍‌ ହ୍ୟାଙ୍ଗ୍ ଓ ସ୍ଲୋ କରିଥାଏ। ଏଥିରେ ଡାଟା ଲିକ୍‌ ହେବାର ମଧ୍ୟ ଆଶଂକା ରହିଥାଏ।

୫. ଆପଣଙ୍କ ଫୋନ୍‌ରେ ଯଦି ଆଣ୍ଟିଭାଇରସ୍ କିମ୍ବା କୌଣସି କ୍ଲିନର ଆପ୍‌ ଥାଏ ତେବେ ମଧ୍ୟ ଆପଣଙ୍କ ଫୋନ୍‌ ସ୍ଲୋ ହେବ। କାରଣ ଏହା ସବୁବେଳେ ଆପଣଙ୍କ ଫୋନ୍‌କୁ ସ୍କାନ କରିଥାଏ।

୬.ସ୍ମାର୍ଟ ଫୋନର ସ୍ଲୋ ଓ ହ୍ୟାଙ୍ଗ୍‌ ହେବା ପଛର ସବୁଠୁ ବଡ଼ କାରଣ ହେଉଛି ମେମୋରି ଫୁଲ ହେବା। ତେଣୁ ସବୁବେଳେ ମୋମୋରିକୁ କ୍ଲିୟର କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story