ରେଲୱେରେ ବିଭିନ୍ନ ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭାରତୀୟ ରେଲୱେ ପକ୍ଷରୁ ଗ୍ରୁପ୍ ସି ଏବଂ ଗ୍ରୁପ୍‌ ଡି ପଦବୀ ପାଇଁ  ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଟେକ୍ନିସିଆନ୍‌, ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍‌, ଜୁନିଅର ଇଞ୍ଜିନିୟର, ଷ୍ଟେସନ୍‌ ମାଷ୍ଟର, ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ ଏବଂ ହେଲ୍‌ଥ ଇନ୍ସପେକ୍ଟର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।  ମୋଟ ୩୫୦ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ପ୍ରକିୟା ଆରମ୍ଭ ହୋଇଯାଇଛି। ଆବେଦନର ଶେଷ ତାରିଖ ଜୁଲାଇ ୩୦ ରହିଛି। ପଦବୀ ସଂଖ୍ୟା-୩୫୦ ଶିକ୍ଷାଗତ ଯୋଗ୍ୟତା-୧୦ମ, ଦ୍ୱାଦଶ […]

Indian-Railways-whistleblowers-website-safety

Indian-Railways-whistleblowers-website-safety

Rakesh Mallick
  • Published: Wednesday, 04 July 2018
  • Updated: 04 July 2018, 03:53 PM IST

Sports

Latest News

ଭାରତୀୟ ରେଲୱେ ପକ୍ଷରୁ ଗ୍ରୁପ୍ ସି ଏବଂ ଗ୍ରୁପ୍‌ ଡି ପଦବୀ ପାଇଁ  ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଟେକ୍ନିସିଆନ୍‌, ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍‌, ଜୁନିଅର ଇଞ୍ଜିନିୟର, ଷ୍ଟେସନ୍‌ ମାଷ୍ଟର, ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ ଏବଂ ହେଲ୍‌ଥ ଇନ୍ସପେକ୍ଟର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।  ମୋଟ ୩୫୦ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ପ୍ରକିୟା ଆରମ୍ଭ ହୋଇଯାଇଛି। ଆବେଦନର ଶେଷ ତାରିଖ ଜୁଲାଇ ୩୦ ରହିଛି।

ପଦବୀ ସଂଖ୍ୟା-୩୫୦

ଶିକ୍ଷାଗତ ଯୋଗ୍ୟତା-୧୦ମ, ଦ୍ୱାଦଶ ଏବଂ  ଗ୍ରାଜୁଏସନ୍‌

ବୟସ ସୀମା- ୧୮ରୁ ୪୨ବର୍ଷ । ତେବେ ପଛୁଆବର୍ଗଙ୍କ ପାଇଁ ୪୫ବର୍ଷ ପର୍ଯ୍ୟନ୍ତ ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗ ପାଇଁ ୪୭ବର୍ଷ ପର୍ଯ୍ୟନ୍ତ ବୟସ ଛାଡ ରହିବ।

ଚୟନ ପ୍ରକିୟା- ଲିଖିତ ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos