ଅଫିସ୍‌ରେ ବସି ବସି ଗୋଡ଼ ଦରଜ ହେଉଛିକି? ଜାଣନ୍ତୁ କେମିତି ପାଇବେ ଉପଶମ

ଅନେକ ଲୋକଙ୍କର ଗୋଡ଼ ଝୁଲାଇ ବସିବା ଦ୍ୱାରା ଗୋଡ଼ ଦରଜ ହୋଇଥାଏ। ଏହି ସମସ୍ୟ୍ୟା ଖାସ କରି ଅଫିସ୍‌ରେ ବସି କାମ କରୁଥିବା ବ୍ୟକ୍ତିଙ୍କ ପାଖରେ ଦେଖାଦେଇଥାଏ। ଘଣ୍ଟା ଘଣ୍ଟା ଚେୟାରରେ ବସି କାମ କରିବାରୁ ଏପରି ସମସ୍ୟା ହୋଇଥାଏ। ହେଲେ ଚିନ୍ତା କରନ୍ତୁନି। ଆଜି ଆମେ ଆପଣଙ୍କୁ  ଏକ ନୂଆ ଟିପ୍ସ ଦେବାକୁ ଯାଉଛୁ। ଆଉ ଜଣାଇବୁ ଘରେ ବସିଏହି ସମସ୍ୟାରୁ କେମତି ମୁକ୍ତି ପାଇବେ। କିଛି ଲୋକ ଏପରି ଅଛନ୍ତି। ଯେଉଁମାନେ ଅଧିକ ସମୟ […]

leg

leg

Rakesh Mallick
  • Published: Thursday, 26 April 2018
  • Updated: 26 April 2018, 09:49 AM IST

ଅନେକ ଲୋକଙ୍କର ଗୋଡ଼ ଝୁଲାଇ ବସିବା ଦ୍ୱାରା ଗୋଡ଼ ଦରଜ ହୋଇଥାଏ। ଏହି ସମସ୍ୟ୍ୟା ଖାସ କରି ଅଫିସ୍‌ରେ ବସି କାମ କରୁଥିବା ବ୍ୟକ୍ତିଙ୍କ ପାଖରେ ଦେଖାଦେଇଥାଏ। ଘଣ୍ଟା ଘଣ୍ଟା ଚେୟାରରେ ବସି କାମ କରିବାରୁ ଏପରି ସମସ୍ୟା ହୋଇଥାଏ। ହେଲେ ଚିନ୍ତା କରନ୍ତୁନି। ଆଜି ଆମେ ଆପଣଙ୍କୁ  ଏକ ନୂଆ ଟିପ୍ସ ଦେବାକୁ ଯାଉଛୁ। ଆଉ ଜଣାଇବୁ ଘରେ ବସିଏହି ସମସ୍ୟାରୁ କେମତି ମୁକ୍ତି ପାଇବେ।

କିଛି ଲୋକ ଏପରି ଅଛନ୍ତି। ଯେଉଁମାନେ ଅଧିକ ସମୟ ଗୋଡ଼ ଝୁଲାଇ ବସିପାରନ୍ତି ନାହିଁ। ତେଣୁ ସେମାନେ ମଝିରେ ମଝିରେ ଗୋଡ଼ ଉଠାଇ ବସନ୍ତି। ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଚେୟାରରେ ଚକା ପକାଇ ବସନ୍ତି। କାରଣ ଗୋଡ଼ ଝୁଲାଇବାରୁ ତାଙ୍କର ଗୋଡ଼ ଦରଜ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାରୁ ବଞ୍ଚିବାର ଉପାୟ।

ସମୟ ସମୟରେ ଗୋଡ଼କୁ ଉପର ତଳ କରି ଏକ୍ସରସାଇଜ୍ କରିବାକୁ ଚେଷ୍ଟା କରନ୍ତୁ। ଏହା ଦ୍ୱାରା ଗୋଡ଼ର ରକ୍ତ ସଞ୍ଚାଳନ ପ୍ରିକ୍ରିୟା ଭଲ ଭାବେ ହୋଇଥାଏ।

ବାସ୍ତବରେ ଅଧିକ ସମୟ ଗୋଡ଼ ଝୁଲାଇ ବସିଲେ ରକ୍ତ କୋଷିକାଗୁଡ଼ିକରେ ରକ୍ତ ଜମାଟ ବାନ୍ଧିଯାଏ। ଏହାକୁ ‘ଡିପ୍ ୱେନ୍ ଥ୍ରୋମ୍ବୋସିସ୍’ କୁହାଯାଏ। ଏଥିରୁ ବଞ୍ଚିବା ପାଇଁ ମଝିରେ ମଝିରେ ଚେୟାରରୁ ଉଠି ଚାଲାବୁଲା କରନ୍ତୁ। ଗୋଡ଼କୁ ସବୁବେଳେ ତଳେ ଲଗାଇ ବସନ୍ତୁ କେବେ ହେଲେ ଝୁଲାଇ ବସନ୍ତୁ ନାହିଁ।

ଏହା ବ୍ୟତୀତ ଚେୟାରରେ ଆପମଙ୍କୁ ସବୁବେଳେ ସିଧା ବସବା ଉଚିତ। କାରଣ କୁଜା ହୋଇ ବସିଲେ ଅଣ୍ଟା ଦରଜ ହୋଇଥାଏ। ଏପରି କି ବେକକୁ ମଧ୍ୟ ତଳକୁ କରି ବସିବା କଥା ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story