ଏହି ଦୁଇଟି ରାଶିର ଲୋକେ ସବୁବେଳେ ଗରିବ ହୋଇଥାଆନ୍ତି, ଜାଣନ୍ତୁ ଏହାର ପ୍ରତିକାର ବ୍ୟବସ୍ଥା

ଶିଶୁଟି ଯେତେବେଳେ ଜନ୍ମ ନିଏ  ତା’ର ଜନ୍ମ ତାରିଖ ସହ ତା’ର  ଜନ୍ମ କୁଣ୍ଡଳୀ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଶିଶୁଟିର ଭାଗ୍ୟ ଓ ଭବିଷ୍ୟତ ତାର ରାଶି ଉପରେ ନିର୍ଭର କରିଥାଏ।  ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତେକ ବ୍ୟକ୍ତିଙ୍କର ଗ୍ରହ ଉଚ୍ଚ ସ୍ଥାନରେ ଅବସ୍ଥାନ କରୁଥିବାରୁ ସେମାନେ ଯେଉଁକାମ କରନ୍ତି ସଫଳତା ପାଇଥାନ୍ତି। ସେମାନେ ଅଧିକ ଅର୍ଥ ରୋଜଗାର କରନ୍ତି। ଏପରି କିଛି ଲୋକଙ୍କୁ ଭାଗ୍ୟଶାଳୀ କୁହାଯାଇଥାଏ।  କିନ୍ତୁ ଏମିତି କିଛି ଲୋକ ଅଛନ୍ତି ସେମାନଙ୍କ […]

htgrgrf

htgrgrf

Rakesh Mallick
  • Published: Tuesday, 29 May 2018
  • Updated: 29 May 2018, 05:54 PM IST

Sports

Latest News

ଶିଶୁଟି ଯେତେବେଳେ ଜନ୍ମ ନିଏ  ତା’ର ଜନ୍ମ ତାରିଖ ସହ ତା’ର  ଜନ୍ମ କୁଣ୍ଡଳୀ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଶିଶୁଟିର ଭାଗ୍ୟ ଓ ଭବିଷ୍ୟତ ତାର ରାଶି ଉପରେ ନିର୍ଭର କରିଥାଏ।  ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତେକ ବ୍ୟକ୍ତିଙ୍କର ଗ୍ରହ ଉଚ୍ଚ ସ୍ଥାନରେ ଅବସ୍ଥାନ କରୁଥିବାରୁ ସେମାନେ ଯେଉଁକାମ କରନ୍ତି ସଫଳତା ପାଇଥାନ୍ତି। ସେମାନେ ଅଧିକ ଅର୍ଥ ରୋଜଗାର କରନ୍ତି। ଏପରି କିଛି ଲୋକଙ୍କୁ ଭାଗ୍ୟଶାଳୀ କୁହାଯାଇଥାଏ।  କିନ୍ତୁ ଏମିତି କିଛି ଲୋକ ଅଛନ୍ତି ସେମାନଙ୍କ ଅଭାବ ଅନଟନ  ପିଛା ଛାଡ଼ି ନ ଥାଏ। ସେମାନେ ଯେତେ ଅଧିକ ରୋଜଗାର କଲେ  ସଞ୍ଚୟ କରିପାରନ୍ତି ନାହିଁ।  ସବୁବେଳେ ଅନ୍ୟ ପାଖରେ ହାତ ପତେଇବାକୁ ପଡ଼ିଥାଏ। ରାଶିଚକ୍ରରେ  ୧୨ଟି ରାଶି ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶି ମଧ୍ୟରୁ  ଦୁଇଟି ରାଶିର ବ୍ୟକ୍ତି ସବୁବେଳେ ଗରିବ ହୋଇଥାନ୍ତି ।  ତେବେ ଅଭାବ ଅନଟନ ଓ ଗରିବୀରୁ ମୁକ୍ତି ପାଇଁ ପ୍ରତିକାର ବ୍ୟବସ୍ଥା ମଧ୍ୟ ରହିଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ମେଷ- ଏହି ରାଶିର ବ୍ୟକ୍ତି ସବୁବେଳେ ଅଭାବ ଅନାଟନରେ ରହିଥାନ୍ତି। ସବୁବେଳେ ଅନ୍ୟପାଖରୁ ଧାର ଉଦ୍ଧାର କରି ଚଳିଥାନ୍ତି। ପରିଶ୍ରମ କରି ଯାହା ରୋଜଗାର କରନ୍ତି ସବୁ ଖର୍ଚ୍ଚ ହୋଇଯାଇଥାଏ।

 ପ୍ରତିକାର- ଜ୍ୟୋତିଷଙ୍କ କହିବା ଅନୁସାରେ ସନ୍ଧ୍ୟା ସମୟରେ  ନିଜ ଘର ମୁଖ୍ୟ ଦ୍ୱାରରେ ତେଲରେ ମରିଚ ପକାଇ ଦୀପ ଜଳାନ୍ତୁ। ଏହା କରିବା ଦ୍ୱାରା ଅଭାବ ଅନାଟନ ଦୂର ହେବ।

 ବୃଷ- ଏହି ରାଶିର ବ୍ୟକ୍ତି ଅଧିକ ପରିଶ୍ରମ କରି  ଅଧିକ ଅର୍ଥ ରୋଜଗାର କରନ୍ତି। ଯେତେ ଟଙ୍କା ରୋଜଗାର କଲେ ମଧ୍ୟ ଟଙ୍କାଟିଏ ବି ସଞ୍ଚୟ କରିପାରନ୍ତି ନାହିଁ।  ଏଥିପାଇଁ ସବୁବେଳେ ଅନ୍ୟ ପାଖରେ ହାତ ପତେଇବାକୁ ପଡ଼ିଥାଏ। ଏଥିପାଇଁ ଏମାନେ ଟେନସନ୍‌ରେ ରୁହନ୍ତି ।

 ପ୍ରତିକାର-  ଜ୍ୟୋତିଷଙ୍କ କହିବା ଅନୁସାରେ  ଅଭାବ ଅନାଟନ ଲାଗି ରହୁଥିଲେ ସନ୍ଧ୍ୟା ସମୟରେ  ଲକ୍ଷ୍ମୀ ନାରାୟଣ ମନ୍ଦିର ଦର୍ଶନ କରନ୍ତୁ। ସେହି ମନ୍ଦିରରୁ କିଛି ଜଳ ଆଣି  ଓସ୍ତ ଗଛ ମୂଳରେ ଢ଼ାଳନ୍ତୁ।  ଏହାସହ ୫ଟି ମଙ୍ଗଳବାର ହନୁମାନଙ୍କ  ପାଖରେ ଦୀପ ଜଳାନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story