କୁର୍ତ୍ତି ପିନ୍ଧି ମୋଟି ଦିଶୁଛନ୍ତି କି? ଅନୁସରଣ କରନ୍ତୁ ଏହି ସବୁ ଟିପ୍ସ

ସୁନ୍ଦରୀ ଝିଅଟିଏ ବାଟରେ ଚାଲିଗଲେ ଲୋକେ ବୁଲି ବୁଲି ଚାହାନ୍ତି। ହଁ ନା ନାହିଁ କହିଲେ ? ହୁଏତ ଆପଣ ଏକଥା ପଢି ମନେମନେ ହସୁଥିବେ। ହେଲେ କଥାଟା ବିଲକୁଲ୍‌ ସତ। ଆଉ ଏଇ କଥା ସବୁ ଝିଅ ବି ବେଶ୍‌ ଭଲ ଭାବେ ଜାଣନ୍ତି। ଖାସ୍‌ ସେଇଥିପାଇଁ ନିଜକୁ ସଜେଇବାକୁ ଘଣ୍ଟା ଘଣ୍ଟା ମିରର ଆଗରେ ବସିଥାନ୍ତି। ହେଲେ ଏମିତି ବି ଝିଅ ଅଛନ୍ତି ଯେଉଁମାନେ ଭାରି ଚୁଜି। ଗେଟ୍‌ଅପ୍‌ ନେବା ବେଳେ ସେମାନେ ଭାରି […]

long_kurtas_

long_kurtas_

Rakesh Mallick
  • Published: Friday, 30 March 2018
  • Updated: 01 April 2018, 08:22 AM IST

Sports

Latest News

ସୁନ୍ଦରୀ ଝିଅଟିଏ ବାଟରେ ଚାଲିଗଲେ ଲୋକେ ବୁଲି ବୁଲି ଚାହାନ୍ତି। ହଁ ନା ନାହିଁ କହିଲେ ? ହୁଏତ ଆପଣ ଏକଥା ପଢି ମନେମନେ ହସୁଥିବେ। ହେଲେ କଥାଟା ବିଲକୁଲ୍‌ ସତ। ଆଉ ଏଇ କଥା ସବୁ ଝିଅ ବି ବେଶ୍‌ ଭଲ ଭାବେ ଜାଣନ୍ତି। ଖାସ୍‌ ସେଇଥିପାଇଁ ନିଜକୁ ସଜେଇବାକୁ ଘଣ୍ଟା ଘଣ୍ଟା ମିରର ଆଗରେ ବସିଥାନ୍ତି। ହେଲେ ଏମିତି ବି ଝିଅ ଅଛନ୍ତି ଯେଉଁମାନେ ଭାରି ଚୁଜି। ଗେଟ୍‌ଅପ୍‌ ନେବା ବେଳେ ସେମାନେ ଭାରି ସେଚତନ ଥାନ୍ତି। ହେଲେ ଏବେ ସ୍ଲିମ୍ ଦିଶିବା ନିଶାରେ ଜଣେ ଜଣେ ଝିଅ କୁର୍ତ୍ତି ପିନ୍ଧିବାକୁ ଭାରି ଅମଙ୍ଗ ହେଉଛନ୍ତି। ଆଉ ପଚାରିଲେ କହୁଛନ୍ତି “ମୁଁ କୁର୍ତ୍ତି ପିନ୍ଧିବାକୁ ଚାହୁଁନି,ଏହାକୁ ପିନ୍ଧିଲେ ମୋଟି ଦିଶିବି।”

ଜାଣିଛନ୍ତି ଝିଅଙ୍କ କହିବା କଥା, ଡାର୍କ କଲର କୁର୍ତ୍ତି ପିନ୍ଧିଲେ କୁଆଡେ ସେମାନେ ଅଧିକ ମୋଟି ଲାଗନ୍ତି। କିନ୍ତୁ ଏବେ ହେଉଛି ଗରମ ଦିନ। ସମସ୍ତେ ପ୍ରାୟ କୁର୍ତ୍ତି ପିନ୍ଧିବା ପସନ୍ଦ କରିବେ। କିନ୍ତୁ ମୋଟି ଦିଶିବା ଡରରେ ଅନେକ ଝିଅ କୁର୍ତ୍ତି ଠାରୁ ଦୂରରେ ରୁହନ୍ତି। ଆପଣ କ’ଣ ଏହି ସମସ୍ୟାରେ ପଡିଛନ୍ତି କି ? କୁର୍ତ୍ତି ପିନ୍ଧିବାକୁ ଚାହୁଁଛନ୍ତି ହେଲେ ଡରୁଛନ୍ତି ।

ଯଦି ଏମିତି, ତା ହେଲେ ଚିନ୍ତା କରନ୍ତୁନି। ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ, ଯାହାକୁ ପଢି ଆପଣଙ୍କ ଘରେ ସାଇତା ହୋଇଥିବା କୁର୍ତ୍ତି ପୁଣି ବାହାରିବ ଆଉ ଆପଣ ପୁଣି ନୁଆ ଲୁକ୍‌ରେ ଉଭା ହେବେ।

ସାଇଜ୍‌ର ଧ୍ୟାନ ରଖନ୍ତୁ: କୁର୍ତ୍ତି ପିନ୍ଧିବା ପୂର୍ବରୁ ଧ୍ୟାନ ଦିଅନ୍ତୁ ସବୁବେଳେ ନିଜ ବଡ଼ି ସାଇଜ୍‌ ଅନୁସାରେ ଅଛି ନା ନାହିଁ।  କୁର୍ତ୍ତି କିଣିବା ପୂର୍ବରୁ ସବୁବେଳେ ନିଜ ସାଇଜ୍ ଉପରେ ଧ୍ୟାନ ଦିଅନ୍ତୁ। ନିଜ ଫିଟିଂ ଅନୁସାରେ କୁର୍ତ୍ତି ପିନ୍ଧନ୍ତୁ।

ଚିପ୍‌କିବା ପରି କପଡ଼ା ପିନ୍ଧନ୍ତୁ ନାହିଁ: ଜିନ୍ସ ଓ ଟି ସାର୍ଟରେ ପତଳା ଦିଶୁଥିବା ଝିଅମାନେ କୁର୍ତ୍ତିରେ ମୋଟି ଲାଗନ୍ତି। ଏମିତି ଫିଟିଂ କୁର୍ତ୍ତା ପିନ୍ଧିବା କାରଣରୁ ହୋଇଥାଏ। ଯଦି ଆପଣ ଟିକେ ମୋଟି ତେବେ କେବେବି ଫିଟିଂ କୁର୍ତ୍ତା ପିନ୍ଧନ୍ତୁ ନାହିଁ କି ଫେବ୍ରିକ୍‌ କୁର୍ତ୍ତି ପିନ୍ଧନ୍ତୁ ନାହିଁ । କାରଣ ଏହା ଆପଣଙ୍କ ଶରୀରରେ ଚିପକି ଯାଏ। ସେଥିପାଇଁ ଝିଅମାନେ ସ୍ପେନ୍‌ ଡେସ୍କ, ଲାୟକ୍ରା ଓ ଟିସର୍ଟ ମ୍ୟାଟେରିଆଲର କୁର୍ତ୍ତା ପିନ୍ଧିବା କଥା।

ବଟମ ପିସ୍‌ ଡ୍ରେସ୍‌ ପିନ୍ଧନ୍ତୁ: କୁର୍ତ୍ତାରେ ସ୍ଲିମ୍‌ ଦେଖାଯିବାକୁ ହେଲେ ବଟମ୍‌ ପିସ୍‌ ଖୁବ୍‌ ମହତ୍ୱପୂର୍ଣ୍ଣ। ଏହା ଛଡ଼ା କୁର୍ତ୍ତା ସହ କେଉଁ ପ୍ୟାଣ୍ଟ ପିନ୍ଧିବେ ତାକୁ ବି ବାଛିକି ପିନ୍ଧନ୍ତୁ। କହିଁକି ନା କମ୍‌ ଉଚ୍ଚତା ଥିବା ଝିଅମାନଙ୍କ ପାଇଁ ଲେଗିନ୍ସ ପିନ୍ଧିବା ବୁଦ୍ଧିମାନର କାମ।

ଓଜନିଆ କାମରୁ ଦୂରେ ରୁହନ୍ତୁ: ଓଜନିଆ କାମ ହୋଇଥିବା କୁର୍ତ୍ତା ସମସ୍ତଙ୍କୁ ଭଲ ମାନେନା। କିନ୍ତୁ ଯଦି ଆପଣଙ୍କ ଓଜନ ଅଧିକ ବା ମୋଟି ତେବେ ଅଧିକ କାମ ବାଲା ଡ୍ରେସ୍‌ ପିନ୍ଧିବା ଉଚିତ୍‌ ନୁହେଁ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story