ଏହି ରାଶିରେ ଲୋକେ ଭାରି ରସିକିଆ: ବାହାଘର ପରେ ପର ସ୍ତ୍ରୀଙ୍କ ପଛରେ ପଡ଼ନ୍ତି

ନୂଆଦିଲ୍ଲୀ: ବିବାହ ଦୁଇଟି ମନର ମିଳନ। ଏଥିପାଇଁ ହୋଇଥାଏ ଜାତକ ମିଳନ। ଏହା ଆମର ଏକ ପରମ୍ପରା। ଆଉ ଜାତ ସୁଝିଲେ ହୋଇଥାଏ ବିବାହ। ସାତ ଦିଗପାଳଙ୍କୁ ସାକ୍ଷୀ ରଖି ପରସ୍ପରକୁ ବିବାହ କରିଥାଆନ୍ତି ପୁଅ ଓ ଝିଅ। ବେଦିରେ ବାହାଘର ପରେ ଝିଅଟି ମୁଣ୍ଡରେ ଲାଲ୍‌ ଓଢ଼ଣୀ ପକାଇ ବଧୂ ବେଶରେ ଶ୍ୱଶୁର ଘରକୁ ଯାଇଥାଏ। ସ୍ୱାମୀଙ୍କ ସହିତ ସଂସାର ଗଢ଼ିଥାଏ। ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ତାହାକୁ ମୁକାବିଲା କରିଥାଏ। କିନ୍ତୁ କିଛି […]

g-11

g-11

Rakesh Mallick
  • Published: Sunday, 24 June 2018
  • Updated: 24 June 2018, 07:56 AM IST

ନୂଆଦିଲ୍ଲୀ: ବିବାହ ଦୁଇଟି ମନର ମିଳନ। ଏଥିପାଇଁ ହୋଇଥାଏ ଜାତକ ମିଳନ। ଏହା ଆମର ଏକ ପରମ୍ପରା। ଆଉ ଜାତ ସୁଝିଲେ ହୋଇଥାଏ ବିବାହ। ସାତ ଦିଗପାଳଙ୍କୁ ସାକ୍ଷୀ ରଖି ପରସ୍ପରକୁ ବିବାହ କରିଥାଆନ୍ତି ପୁଅ ଓ ଝିଅ। ବେଦିରେ ବାହାଘର ପରେ ଝିଅଟି ମୁଣ୍ଡରେ ଲାଲ୍‌ ଓଢ଼ଣୀ ପକାଇ ବଧୂ ବେଶରେ ଶ୍ୱଶୁର ଘରକୁ ଯାଇଥାଏ। ସ୍ୱାମୀଙ୍କ ସହିତ ସଂସାର ଗଢ଼ିଥାଏ। ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ତାହାକୁ ମୁକାବିଲା କରିଥାଏ। କିନ୍ତୁ କିଛି କ୍ଷେତ୍ରରେ ଦେଖାଯାଇଛି ରସିକିଆ ସ୍ୱାମୀମାନେ ଗୋଟିଏ ସ୍ତ୍ରୀରେ ସନ୍ତୁଷ୍ଟ ହୋଇନଥାନ୍ତି। ହେଲେ ଏହି ପ୍ରକୃତିର ପୁରୁଷ ସବୁ ରାଶିରେ ନଥାନ୍ତି। ସେମାନେ ନିଜ ସ୍ତ୍ରୀର ସରଳତାର ସୁଯୋଗ ନେଇ ଆଉ କାହା ପ୍ରେମରେ ପଡ଼ିଥାଆନ୍ତି। ବିଶେଷ କରି ମିଥୁନ୍‌, ବୃଷ ଓ ଧନୁ ରାଶିର ପୁରୁଷମାନେ ଗୋଟିଏ ସ୍ତ୍ରୀରେ ସନ୍ତୁଷ୍ଟ ନାହାନ୍ତି। ସେମାନେ ଅନ୍ୟ ସ୍ତ୍ରୀଙ୍କ ପ୍ରେମରେ ପଡ଼ିଥାଆନ୍ତି।

ମିଥୁନ୍‌: ଏହି ରାଶିର ବ୍ୟକ୍ତିର ଲୋକେ ସବୁବେଳେ କିଛି ନୂଆ କରିବାର ସ୍ୱପ୍ନ ଦେଖିଥାଆନ୍ତି। ସବୁବେଳେ ସକାରାତ୍ମକ ମନୋଭାବ ନେଇ କାର୍ଯ୍ୟ କରିଥାନ୍ତି। ନୂଆ କରିବାର ସ୍ୱପ୍ନ ଦେଖିଥାଏ। ଯଦି ତାହା ସାକାର ହୋଇନଥାଏ, ତାହାହେଲେ ଆଉ କାହା ଉପରେ ଆଖି ପକାଇଥାଆନ୍ତି।

ବୃଷ: ଏହି ରାଶିର ବ୍ୟକ୍ତିମାନେ ଜଣକରେ ସନ୍ତୁଷ୍ଟ ନାହାନ୍ତି। ଯେତେ ପ୍ରେମ ମିଳିଲେ ମଧ୍ୟ ସେମାନେ ଆଉ କାହା ପ୍ରେମରେ ପଡ଼ିଥାଆନ୍ତି।

ଧନୁ: ଧନୁ ରାଶିର ବ୍ୟକ୍ତିଙ୍କୁ ଭୁଲ୍‌ରେ ବିବାହ କରନ୍ତୁ ନାହିଁ। ଏମାନେ ଭୋଲି ଯିବା ଭଳି ଅଭିନୟ କରି ପରେ ଠକି ଦିଅନ୍ତି। ସବୁ ବେଳେ ପ୍ରଶ୍ନ ପଚାରୁଥିବା ଲୋକଙ୍କୁ ନାପସନ୍ଦ କରନ୍ତି। ସେଥିପାଇଁ ନିଜ ସ୍ତ୍ରୀଙ୍କଠାରୁ ଦୂରେଇ ଯାଆନ୍ତି। ଏହି ସମୟରେ ସେମାନେ ଆଉ କାହା ସ୍ତ୍ରୀଙ୍କ ପ୍ରେମରେ ପଡ଼ିଯାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story