ସମ୍ବଲପୁରରୁ ୧କୋଟି ୪୨ ଲକ୍ଷ ଟଙ୍କା ଜବତ ଘଟଣାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ସମ୍ବଲପୁର: ସମ୍ବଲପୁରରୁ ୧କୋଟି ୪୨ ଲକ୍ଷ ଟଙ୍କା ଜବତ ଘଟଣାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ଘଟଣାର ତଦନ୍ତ କରିବା ପାଇଁ ସମ୍ବଲପୁର ଏସପି ଅଖିଳେଶ ସିଂହ ଇଡିକୁ ଚିଠି କରିଛନ୍ତି। ଆରବିଆଇରୁ ତଥ୍ୟ ସଂଗ୍ରହ ପାଇଁ ସମ୍ବଲପୁର ପୋଲିସର ଏକ ଟିମ୍‌ ଆଜି ଭୁବନେଶ୍ୱର ଆସିଛି ବୋଲି ସମ୍ବଲପୁର ଏସପି ସୂଚନା ଦେଇଛନ୍ତି। ଆଜି ପୋଲିସ୍‌ ଗିରଫ ବ୍ୟାଙ୍କ ଅଫିସର ରଶ୍ମିରଞ୍ଜନ ରାଉତଙ୍କ ଘରେ ଚଢ଼ାଉ କରି ତାଙ୍କ ପାନ୍‌କାର୍ଡ଼ ଜବତ କରିଛି। ସେହିପରି […]

rr

rr

Rakesh Mallick
  • Published: Tuesday, 06 December 2016
  • Updated: 06 December 2016, 10:44 PM IST

Sports

Latest News

ସମ୍ବଲପୁର: ସମ୍ବଲପୁରରୁ ୧କୋଟି ୪୨ ଲକ୍ଷ ଟଙ୍କା ଜବତ ଘଟଣାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ଘଟଣାର ତଦନ୍ତ କରିବା ପାଇଁ ସମ୍ବଲପୁର ଏସପି ଅଖିଳେଶ ସିଂହ ଇଡିକୁ ଚିଠି କରିଛନ୍ତି। ଆରବିଆଇରୁ ତଥ୍ୟ ସଂଗ୍ରହ ପାଇଁ ସମ୍ବଲପୁର ପୋଲିସର ଏକ ଟିମ୍‌ ଆଜି ଭୁବନେଶ୍ୱର ଆସିଛି ବୋଲି ସମ୍ବଲପୁର ଏସପି ସୂଚନା ଦେଇଛନ୍ତି।

ଆଜି ପୋଲିସ୍‌ ଗିରଫ ବ୍ୟାଙ୍କ ଅଫିସର ରଶ୍ମିରଞ୍ଜନ ରାଉତଙ୍କ ଘରେ ଚଢ଼ାଉ କରି ତାଙ୍କ ପାନ୍‌କାର୍ଡ଼ ଜବତ କରିଛି। ସେହିପରି ମୁଖ୍ୟଅଭିଯୁକ୍ତ ମଦ ବ୍ୟବସାୟୀ ଜିଆରତ ଅଲ୍ଲୀଙ୍କ ଘରେ ମଧ୍ୟ ପୋଲିସ୍‌ ଚଢ଼ାଉ କରି ୯ଟି ପାସ୍‌ବୁକ୍‌ ଜବତ କରିଛି।

ଗତ ୪ ତାରିଖ ଦିନ ପୋଲିସ୍‌ କଳା ଟଙ୍କାକୁ ଧଳା କରିବା ଲାଗି ଉଦ୍ୟମ ଚାଲିଥିବା ବେଳେ ପୋଲିସ୍‌ କୌଣସି ସୂତ୍ରରୁ ଖବର ପାଇଁ ଚଢ଼ାଉ କରିଥିଲା। ଏହି ଘଟଣାରେ ପ୍ରାୟ ୮୫ଲକ୍ଷ ଟଙ୍କାର ନୂଆ ନୋଟ୍‌ ସହ ୧କୋଟି ୪୨ ଲକ୍ଷରୁ ଅଧିକ କ୍ୟାସ ଜବତ ହୋଇଥିଲା। ଏହି ମାମଲାରେ  ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସହ ୮ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୨ଟି ପିସ୍ତଲ ଓ ଗୋଟିଏ କାର୍‌ ଜବତ କରାଯାଇଥିଲା।

ସମ୍ବଲପୁର ସୁନାପାଲି ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କ ଠାରୁ ଏହି ଟଙ୍କା ଜବତ ହୋଇଥିଲା। ତାଙ୍କ ପାଖରୁ ଏତେ ପରିମାଣ ନୋଟ୍‌ କେମିତି ଆସିଲା ଆୟକର ବିଭାଗ ତା’ର ତନାଘନା ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story