ଦୁଇଦିନ ବିତିଲା : ଫସି ରହିଛି ସଞ୍ଜୟ, ଭାଇର ଫେରିବା ବାଟକୁ ଚାହିଁ ବସିଛି ଭଉଣୀ, ମା’ ବି ଜାଣିନି...

କୋରାପୁଟ: ୧୫ ତାରିଖରେ ଘରକୁ ଫେରି ଆସିବ ବୋଲି କହିଥିଲା।  ହେଲେ ଏଯାଏଁ ଫେରିଲାନି। କିନ୍ତୁ ମୋର ଆଶା ଭାଇ ନିଶ୍ଚୟ ଫେରିବ। ଇଏ ହେଉଛି କୋରାପୁଟ ତେଲେଙ୍ଗିରୀ ପ୍ରକଳ୍ପ ପାହାଡ଼ ତଳେ ଫସି ରହିଥିବା ସଞ୍ଜୟ ଦାସଙ୍କ ଭଉଣୀଙ୍କ ମୁହଁରୁ କେଇପଦ କୋହଭରା କଥା। ସଞ୍ଜୟ ନିଖୋଜ ହେବାର ୪୫ ଘଣ୍ଟା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ। ସେପଟେ ପ୍ରଶାସନ ନିରବ ଥିଲା ବେଳେ ଭାଇର ଫେରିବା ବାଟକୁ ଚାହିଁବସିଛନ୍ତି ଭଉଣୀ। […]

sanjaya

sanjaya

Rakesh Mallick
  • Published: Saturday, 02 June 2018
  • Updated: 02 June 2018, 10:42 PM IST

Sports

Latest News

କୋରାପୁଟ: ୧୫ ତାରିଖରେ ଘରକୁ ଫେରି ଆସିବ ବୋଲି କହିଥିଲା।  ହେଲେ ଏଯାଏଁ ଫେରିଲାନି। କିନ୍ତୁ ମୋର ଆଶା ଭାଇ ନିଶ୍ଚୟ ଫେରିବ। ଇଏ ହେଉଛି କୋରାପୁଟ ତେଲେଙ୍ଗିରୀ ପ୍ରକଳ୍ପ ପାହାଡ଼ ତଳେ ଫସି ରହିଥିବା ସଞ୍ଜୟ ଦାସଙ୍କ ଭଉଣୀଙ୍କ ମୁହଁରୁ କେଇପଦ କୋହଭରା କଥା। ସଞ୍ଜୟ ନିଖୋଜ ହେବାର ୪୫ ଘଣ୍ଟା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ। ସେପଟେ ପ୍ରଶାସନ ନିରବ ଥିଲା ବେଳେ ଭାଇର ଫେରିବା ବାଟକୁ ଚାହିଁବସିଛନ୍ତି ଭଉଣୀ। ଆଶା ହରାଇ ନାହାନ୍ତି ସେ।

ଘରର ଏକମାତ୍ର ପୁଅ ହେଉଛନ୍ତି ସଞ୍ଜୟ। ତାଙ୍କର ଦୁଇ ଭଉଣୀଙ୍କ ବିବାହ ସରିଥିବା ବେଳେ ଘରେ କେବଳ ବିଧବା ମା’ ଟିଏ ଅଛି । ପିଲାବେଳୁ ବାପାଙ୍କୁ ହରାଇଥିବା ସଞ୍ଜୟ  ଘରେ ଏକମାତ୍ର ରୋଜଗାରିଆ ପୁଅ ଥିଲେ। ଦୁଇ ଭଉଣୀ ଓ ମା’ର ସ୍ନେହରେ ବେଶ ଖୁସ୍‌ ମିଜାଜ୍‌ରେ ରହୁଥିଲେ ସଞ୍ଜୟ।

ଦୁଇ ଝିଅକୁ ବାହା ଦେବା ପରେ ଏବେ ପୁଅ ବାହା କରି ବୋହୁ ଆଣିବାକୁ ସ୍ୱପ୍ନ ଦେଖୁଥିଲେ ସଞ୍ଜୟଙ୍କ ମା’। ଏଥିପାଇଁ ଘରର ରଙ୍ଗ ଦିଆ ଚାଲିଛି। କିନ୍ତୁ ପୁଅର ଏଭଳି ପରିସ୍ଥିତି ବିଷୟରେ ଏବେବି ଜାଣି ନାହିଁ ମା’। ତେଣୁ ସେ ପୁଅର ଫେରିବା ବାଟକୁ ଚାହିଁ ବସିଛି।

ହେଲେ ଏଯାଏଁ ତାଙ୍କର ପତ୍ତା ମିଳିଲାନି। ଗତକାଲି କୋରୋପୁଟର ତେଲଙ୍ଗିରୀ ପ୍ରକଳ୍ପରେ ସଞ୍ଜୟ ତାଙ୍କ ସହକର୍ମୀଙ୍କ ସହ ଜେସିବି ଅପରେଟର ଭାବେ କାମ କରୁଥିଲେ। ସଞ୍ଜୟ ତାଙ୍କ ସାଇଟ୍‌ର କାମ ସାରି ସହକର୍ମୀଙ୍କ ପାଖକୁ ଯାଇଥିଲେ। କିନ୍ତୁ ଏତିକିବେଳେ ହଠାତ୍ ଭୁଶୁଡ଼ି ପଡ଼ିଲା ପାହାଡ଼। ବିରାଟକାୟ ପଥରେ ମାଡ଼ରେ ଚୁରମାର ହୋଇଗଲା ଜେସିବି ମେସିନ୍‌। ପଥର ଉହାଡ଼ରେ କୁଆଡ଼େ ନିଖୋଜ ହୋଇଗଲେ ସଞ୍ଜୟ। ତେବେ ସେ ପଥର ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।

ଘଟଣାକୁ ୪୫ ଘଣ୍ଟା ବିତିଯାଇଥିଲେ ମଧ୍ୟ ଦୁଇ ଜେସିବି ଅପରେଟରଙ୍କୁ ଏଯାଁଏ ଉଦ୍ଧାର କରାଯାଇ ନାହିଁ। ଏପଟେ ଭାଇକୁ ଝୁରି ଝୁରି ଭାଙ୍ଗି ପଡ଼ିଲେଣି ସଞ୍ଜୟଙ୍କ ଭଉଣୀ। କାନ୍ଦି କାନ୍ଦି କଣ୍ଟା ହୋଇଗଲେଣି ସେ। ଆଉ ମା’କୁ ବୁଝାଇବାକୁ ଯାଇ ଭାଇ ଫେରିବ ବୋଲି ମିଛ ଆଶ୍ୱସନା ଦେଇଚାଲିଛନ୍ତି। ତେବେ କୁଆଡ଼ ଗଲେ ସଞ୍ଜୟ ? ପାହାଡ଼ର ଗୁରୁ ଗର୍ଜନ ଶବ୍ଦରେ କୁଆଡ଼େ ହଜିଗଲା ସଞ୍ଜୟଙ୍କ ମା’ ଡାକ। ବିରାଟକାୟ ପଥର ଭିଡ଼ରେ ହଜିଗଲାକି ସଞ୍ଜୟଙ୍କ ହସ ହସ ମୁହଁ ? ଏମିତି ଅନେକ ପ୍ରଶ୍ନ ଭଉଣୀଙ୍କୁ ବ୍ୟଥିତ କରୁଛି। ଏବେ ଭଉଣୀର ଅପେକ୍ଷା ତା’ ଭାଇ କେବେ ଫେରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story