ନାରୀ ଆଭୂଷଣ ସୁସ୍ଥ ଜୀବନର ଚାବିକାଠି: ଜାଣନ୍ତୁ କ’ଣ ରହିଛି ବୈଜ୍ଞାନିକ କାରଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ବିବାହିତ ନାରୀମାନଙ୍କ ପାଇଁ ଅନେକ ନିୟମ ରହିଛି। ବାହାଘର ପରେ ଚୁଡ଼ି ପିନ୍ଧିବା, ସିନ୍ଦୂର ଲଗେଇବା, ଝୁଣ୍ଟିଆ ଲଗେଇବା ଏମିତି ଅନେକ କିଛି। ଏସବୁକୁ ବିବାହିତ ନାରୀମାନଙ୍କର ଶୃଙ୍ଗାର କୁହାଯାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏସବୁ ସଧବା ନାରୀର ପ୍ରତୀକ। ତେଣୁ ଏସବୁ ଧାରଣ କରିବା ଦ୍ୱାରା ସ୍ୱାମୀ ତଥା ପରିବାରର ଶୁଖ ବଢିବା ସହ ନାରୀମାନଙ୍କ ସୌନ୍ଦର୍ଯ୍ୟର ଶୋଭା ମଧ୍ୟ ବଢିଥାଏ। କିନ୍ତୁ ଆପଣ ଜାଣିଛନ୍ତି, ଏସବୁ ଧାରଣ କରିବାର […]

women

women

Rakesh Mallick
  • Published: Wednesday, 11 April 2018
  • Updated: 11 April 2018, 12:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ବିବାହିତ ନାରୀମାନଙ୍କ ପାଇଁ ଅନେକ ନିୟମ ରହିଛି। ବାହାଘର ପରେ ଚୁଡ଼ି ପିନ୍ଧିବା, ସିନ୍ଦୂର ଲଗେଇବା, ଝୁଣ୍ଟିଆ ଲଗେଇବା ଏମିତି ଅନେକ କିଛି। ଏସବୁକୁ ବିବାହିତ ନାରୀମାନଙ୍କର ଶୃଙ୍ଗାର କୁହାଯାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏସବୁ ସଧବା ନାରୀର ପ୍ରତୀକ। ତେଣୁ ଏସବୁ ଧାରଣ କରିବା ଦ୍ୱାରା ସ୍ୱାମୀ ତଥା ପରିବାରର ଶୁଖ ବଢିବା ସହ ନାରୀମାନଙ୍କ ସୌନ୍ଦର୍ଯ୍ୟର ଶୋଭା ମଧ୍ୟ ବଢିଥାଏ। କିନ୍ତୁ ଆପଣ ଜାଣିଛନ୍ତି, ଏସବୁ ଧାରଣ କରିବାର ବୈଜ୍ଞାନିକ କାରଣ ରହିଛି। ତେବେ ଚାଲନ୍ତୁ ଜାଣିବା ସେହି କାରଣ ବିଷୟରେ।

sinduraaସିନ୍ଦୂର- ବାହାଘର ପରେ ବିବାହିତ ସ୍ତ୍ରୀଲୋକମାନେ ନିଜ ମଥାରେ ସିନ୍ଦୂର ଲଗେଇଥାନ୍ତି।  କାହିଁକି ନା ଏହା ବିବାହିତ ସ୍ତ୍ରୀର ପ୍ରତୀକ। ମାନ୍ୟତା ଅନୁଯାୟୀ ସିନ୍ଦୁର ଲଗେଇବା ଦ୍ୱାରା ସ୍ୱାମୀର ଆୟୁଷ ବଢ଼ିଥାଏ। କିନ୍ତୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ସିନ୍ଦୂର ମଥାର ସେହି ସ୍ଥାନରେ ଲଗାଯାଏ ଯେଉଁଠି, ଭାବନାକୁ ନିୟନ୍ତ୍ରଣ କରୁଥିବା ଗ୍ରନ୍ଥି ରହିଛି। ଏହାଦ୍ୱାରା ମନ ଓ ଭାବନା ଉପରେ ନିୟନ୍ତ୍ରମ ବଢ଼ିଥାଏ। ସିନ୍ଦୂରରେ ଥିବା ତତ୍ତ୍ୱ ରକ୍ତ ସଞ୍ଚାର ସହ ଯୌନ କ୍ଷମତାକୁ ବଢେଇବାରେ ସାହାଯ୍ୟ କରିଥାଏ।

ankelପାଉଞ୍ଜି- ମହିଳାମାନେ ପାଦର ଶୋଭା ବଢେଇବାକୁ ପାଉଞ୍ଜି ପିନ୍ଧିଥାନ୍ତି। ଏହା ପାଦର ଶୋଭା ବଢେଇବା ସହ ପାଦରେ ଏକ ରିଙ୍ଗ ଭଳି କାମ କରିଥାଏ। ଏହି ରିଙ୍ଗ ଯୋଗୁଁ ଶରୀରରୁ ବାହାରୁଥିବା ଶକ୍ତି ପୁଣି ଶରୀର ଭିତରକୁ ଫେରିଯାଏ। ଏହା ଛଡ଼ା ଶରୀରରେ ହେଉଥିବା ଅନେକ ରୋଗରୁ ଏହା ରକ୍ଷା କରିଥାଏ। ଏମିତି ବି କୁହାଯାଏ ଯେ, ପାଉଞ୍ଜି ପେଟ ଓ ଶରୀରର ପଛଭାଗରେ ବଢ଼ୁଥିବା ଚର୍ବିକୁ ନିୟନ୍ତ୍ରଣ କରିଥାଏ। ଏହାଦ୍ୱାରା ଶରୀରର ଗଠନ ଆକର୍ଷଣୀୟ ହୋଇଥାଏ।

ear ringକାନ ଝୁମୁକା-  କାନରେ ଝୁମୁକା ପିନ୍ଧିଲେ ନାରୀମାନେ ଖୁବ୍‌ ସୁନ୍ଦର ଦିସନ୍ତି। ଏହାର ଆଉ ଏକ ବୈଜ୍ଞାନିକ କାରଣ ବି ରହିଛି। ଚିକିତ୍ସା ବିଜ୍ଞାନ ଅନୁସାରେ କାନ କୁଣ୍ଡଳି ପିନ୍ଧିଲେ  ତ୍ୱଚାରେ ଚମକ ଆସିଥାଏ। କାନ ଫୋଡ଼ାଇଲେ ବିଚାର ଶକ୍ତି ବୃଦ୍ଧି ପାଇଥାଏ।

ringମୁଦି- ସ୍ତ୍ରୀ ଲୋକମାନେ ହାତ ଓ ପାଦ ଆଙ୍ଗୁଠିରେ ମୁଦି ପିନ୍ଧିଥିବା ଆପଣ ଦେଖିଥିବେ। ଏହାର ଧାର୍ମିକ କାରଣ ହେଉଛି ସ୍ୱାମୀର ଲମ୍ବା ଆୟୁସ । କିନ୍ତୁ ବୈଜ୍ଞାନିକ କାରଣ ଅନୁଯାୟୀ, ବୁଢ଼ା ଆଙ୍ଗୁଠି ପାଖ ଆଙ୍ଗୁଠିର ଗ୍ରନ୍ଥି ଗର୍ଭାଶୟ ଓ ହୃଦୟ ଦେଇଯାଇଥାଏ। ଏହି ଆଙ୍ଗୁଠିରେ ମୁଦି ପିନ୍ଧିଲେ ଗର୍ଭାଶୟକୁ ଶକ୍ତି ମିଳିଥାଏ ଓ ଯୌନ କ୍ଷମତା ବୃଦ୍ଧି ପାଇଥାଏ। ଏହାସହ ପିରିୟଡ୍‌ ସମୟରେ ଦେଖାଯାଉଥିବା ସମସ୍ୟା ଦୂର ହୋଇଥାଏ।

MEHENDI DESIGNSମେହେନ୍ଦୀ- ମହିଳାମାନେ ସାଧାରଣତଃ ବାହାଘର ଓ ପର୍ବ ପର୍ବାଣୀରେ ମେହେନ୍ଦୀ ଲଗାନ୍ତି।  ଏହା ଆପଣଙ୍କୁ ଆକର୍ଷଣୀୟ କରିଥାଏ। ଏହାର ସମ୍ବନ୍ଧ ସ୍ୱାସ୍ଥ୍ୟ ସହ ମଧ୍ୟ ରହିଛି।  ମେହେନ୍ଦୀ ଅୟୁର୍ବେଦ ଔଷଧ ଭାବେ କାମ କରିଥାଏ।  ଏହା ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ଦେବା ସହ ଇଚ୍ଛା ଶକ୍ତିକୁ ବି ନିୟନ୍ତ୍ରଣ କରିଥାଏ।

chudiଚୁଡ଼ି-  ମହିଳାମାନେ ସୁନ୍ଦର ଦିସିବାକୁ ଚୁଡ଼ି ପିନ୍ଧନ୍ତି। କିନ୍ତୁ ଚୁଡ଼ି ପିନ୍ଧିବାର ଅନେକ ବୈଜ୍ଞାନିକ କାରଣ ରହିଛି। ଚୁଡ଼ି ମଣିବନ୍ଧ ସହ ଘର୍ଷଣ ହୋଇଥାଏ, ଫଳରେ ରକ୍ତ ସଞ୍ଚାର ଠିକ୍‌ ଭାବେ ହୋଇଥାଏ। ଏହାଛଡ଼ା ମଣିବନ୍ଧରେ ହେଉଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧାକୁ ମଧ୍ୟ ଦୂର କରିଥାଏ।

nose ringନୋଥ- ନୋଥ ନାକରେ ପିନ୍ଧା ଯାଇଥାଏ। ଏହା ପିନ୍ଧିବା ଦ୍ୱାରା ମହିଳାମାନେ ସୁନ୍ଦର ଦିସିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ନାକ ଫୋଡ଼ା ନିଶ୍ୱାସ ନେଉଥିବା କ୍ରିୟାରେ ଧୂଳି ମାଟି ସହ ଆସୁଥିବା ଜୀବାଣୁକୁ ଅଟକାଇଥାଏ।

manglsutraମଙ୍ଗଳ ସୂତ୍ର-  ମଙ୍ଗଳ ସୂତ୍ର ବୈବାହିକ ଜୀବନର ପ୍ରତୀକ ମନାଯାଏ। ମାନ୍ୟତା ଅନୁସାରେ ଏହା କପଡ଼ାରେ ଲୁଚେଇ ରଖିବା କଥା। ଏହାର ଆଉ ଏକ କାରଣ ହେଉଛି, ଭାରତୀୟ ମହିଳା ପୁରୁଷମାନଙ୍କ ଠାରୁ ଅଧିକ ପରିଶ୍ରମ କରିଥାନ୍ତି। ସେଥିପାଇଁ ମଙ୍ଗଳସୂତ୍ର କବଚ ଭଳି ସେମାନଙ୍କ କ୍ଳାନ୍ତିକୁ ଦୂର କରିଥାଏ।  ସୁନା ମଙ୍ଗଳ ସୂତ୍ର ଯେତେବେଳେ ଶରୀରକୁ ସ୍ପର୍ଶ କରେ ଏହା ଶୁଭ ମନା ଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ସୁଖ ସମୃଦ୍ଧି ଆଣିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story