ଧର୍ମେନ୍ଦ୍ରଙ୍କୁ ଦାମଙ୍କ ପ୍ରଶ୍ନ- ଆମ ପାଖରେ ଟଙ୍କା ଓ ପାୱାର୍‌ ଅଛି, ତମ ପାଖରେ କ’ଣ ଅଛି?

<p>ଲୋକପ୍ରିୟ ହିନ୍ଦି ଚଳଚ୍ଚିତ୍ର ଦିୱାର୍&zwnj;ରେ ଅମିତାଭ ବଚ୍ଚନ ଶଶି କପୁରଙ୍କୁ ପଚାରୁଛନ୍ତି, ମୋ ପାଖରେ ଗାଡ଼ି ଅଛି, ବ୍ୟାଙ୍କ ବାଲାନ୍ସ ଅଛି, ବଙ୍ଗଳା ଅଛି, &nbsp;ତୋ ପାଖରେ କଣ ଅଛି ? ଉତ୍ତରରେ ଶଶି କପୁର କହିଛନ୍ତି ମୋ ପାଖରେ ମା ଅଛି। ଭାରତୀୟ ଫିଲ୍ମରେ ଏହି ଡାଏଲଗ୍&zwnj; ଖୁବ୍ ଲୋକପ୍ରିୟ। ଏବେ ଓଡ଼ିଶା ରାଜନୀତିରେ ଏହି ଡାଏଲଗ୍&zwnj;କୁ ନେଇ ଓଡ଼ିଶା ରିପୋର୍ଟର ପ୍ରସ୍ତୁତ କରୁଛି ଏକ ସର୍ଟ କାର୍ଟୁନ ଫିଲ୍ମ। ଦେଖନ୍ତୁ ଓ ମଜା ନିଅନ୍ତୁ।</p>

Ordigital Desk
  • Published: Thursday, 21 September 2017
  • Updated: 21 September 2017, 06:29 PM IST

Sports

Latest News

<p>ଲୋକପ୍ରିୟ ହିନ୍ଦି ଚଳଚ୍ଚିତ୍ର ଦିୱାର୍&zwnj;ରେ ଅମିତାଭ ବଚ୍ଚନ ଶଶି କପୁରଙ୍କୁ ପଚାରୁଛନ୍ତି, ମୋ ପାଖରେ ଗାଡ଼ି ଅଛି, ବ୍ୟାଙ୍କ ବାଲାନ୍ସ ଅଛି, ବଙ୍ଗଳା ଅଛି, &nbsp;ତୋ ପାଖରେ କଣ ଅଛି ? ଉତ୍ତରରେ ଶଶି କପୁର କହିଛନ୍ତି ମୋ ପାଖରେ ମା ଅଛି। ଭାରତୀୟ ଫିଲ୍ମରେ ଏହି ଡାଏଲଗ୍&zwnj; ଖୁବ୍ ଲୋକପ୍ରିୟ। ଏବେ ଓଡ଼ିଶା ରାଜନୀତିରେ ଏହି ଡାଏଲଗ୍&zwnj;କୁ ନେଇ ଓଡ଼ିଶା ରିପୋର୍ଟର ପ୍ରସ୍ତୁତ କରୁଛି ଏକ ସର୍ଟ କାର୍ଟୁନ ଫିଲ୍ମ। ଦେଖନ୍ତୁ ଓ ମଜା ନିଅନ୍ତୁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos