ଧର୍ମେନ୍ଦ୍ରଙ୍କୁ ଦାମଙ୍କ ପ୍ରଶ୍ନ- ଆମ ପାଖରେ ଟଙ୍କା ଓ ପାୱାର୍‌ ଅଛି, ତମ ପାଖରେ କ’ଣ ଅଛି?

Cartoon-sketches-of-Dharmendra-Pradhan-and-Damodar-Rout

ଲୋକପ୍ରିୟ ହିନ୍ଦି ଚଳଚ୍ଚିତ୍ର ଦିୱାର୍‌ରେ ଅମିତାଭ ବଚ୍ଚନ ଶଶି କପୁରଙ୍କୁ ପଚାରୁଛନ୍ତି, ମୋ ପାଖରେ ଗାଡ଼ି ଅଛି, ବ୍ୟାଙ୍କ ବାଲାନ୍ସ ଅଛି, ବଙ୍ଗଳା ଅଛି,  ତୋ ପାଖରେ କଣ ଅଛି ? ଉତ୍ତରରେ ଶଶି କପୁର କହିଛନ୍ତି ମୋ ପାଖରେ ମା ଅଛି। ଭାରତୀୟ ଫିଲ୍ମରେ ଏହି ଡାଏଲଗ୍‌ ଖୁବ୍ ଲୋକପ୍ରିୟ। ଏବେ ଓଡ଼ିଶା ରାଜନୀତିରେ ଏହି ଡାଏଲଗ୍‌କୁ ନେଇ ଓଡ଼ିଶା ରିପୋର୍ଟର ପ୍ରସ୍ତୁତ କରୁଛି ଏକ ସର୍ଟ କାର୍ଟୁନ ଫିଲ୍ମ। ଦେଖନ୍ତୁ ଓ ମଜା ନିଅନ୍ତୁ।

Previous ArticleNext Article

Send this to a friend