ବାରମ୍ୱାର ‘ସରି’ କହିବା ଭଲ ନୁହେଁ: ଜାଣନ୍ତୁ କ’ଣ ରହିଛି କାରଣ ?

କୌଣସି ଭୁଲ୍‌ କରିଦେଲେ ଦେଖାଯାଏ ସମସ୍ତେ ‘ସରି’ ବୋଲି କୁହନ୍ତି। ଏହା କହିବା ସଭ୍ୟ ଓ ସିଷ୍ଟାଚାରର ପ୍ରତୀକ। କିନ୍ତୁ ଏହାକୁ ନିଜର ଅଭ୍ୟାସରେ ପରିଣତ କରିବା ଏକ ଖରାପର ଲକ୍ଷଣ। କାରଣ ନିବିଡ଼ ସଂପର୍କ ଭିତରେ ଏହା କ୍ଷତିକାରକ ମଧ୍ୟ ହୋଇପାରେ। ଏମିତି ଦେଖାଯାଏ କି ଆମେ ଯାହାକୁ ପ୍ରେମ କରିଥାଉ ଏବଂ ଯାହାଙ୍କୁ ହରାଇବାକୁ ଚାହିଁ ନଥାଉ, ଆମର ଭୁଲ୍‌ ନଥାଇ ବି ଯଦି ସେ ମନ ଊଣା କରିବସନ୍ତି ଆମେ ‘ସରି’ ବୋଲି […]

sorry

sorry

Rakesh Mallick
  • Published: Thursday, 08 March 2018
  • Updated: 08 March 2018, 10:18 PM IST

Sports

Latest News

କୌଣସି ଭୁଲ୍‌ କରିଦେଲେ ଦେଖାଯାଏ ସମସ୍ତେ ‘ସରି’ ବୋଲି କୁହନ୍ତି। ଏହା କହିବା ସଭ୍ୟ ଓ ସିଷ୍ଟାଚାରର ପ୍ରତୀକ। କିନ୍ତୁ ଏହାକୁ ନିଜର ଅଭ୍ୟାସରେ ପରିଣତ କରିବା ଏକ ଖରାପର ଲକ୍ଷଣ। କାରଣ ନିବିଡ଼ ସଂପର୍କ ଭିତରେ ଏହା କ୍ଷତିକାରକ ମଧ୍ୟ ହୋଇପାରେ। ଏମିତି ଦେଖାଯାଏ କି ଆମେ ଯାହାକୁ ପ୍ରେମ କରିଥାଉ ଏବଂ ଯାହାଙ୍କୁ ହରାଇବାକୁ ଚାହିଁ ନଥାଉ, ଆମର ଭୁଲ୍‌ ନଥାଇ ବି ଯଦି ସେ ମନ ଊଣା କରିବସନ୍ତି ଆମେ ‘ସରି’ ବୋଲି କହିଥାଉ। ବାସ୍ତବିକ୍‌ ଏହା ଠିକ୍‌ ନୁହେଁ। ଏହାଦ୍ୱାରା ନିଜର ଆତ୍ମବିଶ୍ୱାସ କମିଯାଏ ଏବଂ ମନ ଭିତରେ ହୀନ ଭାବନା ଜାତ ହୁଏ।

ବାରମ୍ୱାର ସରିକହିବା ଦ୍ୱାରା କଣ କ୍ଷତି ହୁଏ

ମନୋବଳ କମିଯାଏ: ବାରମ୍ୱାର ନିଜର ଦୋଷୀ ବୋଲି ଭାବୁଥିବା ଲୋକର ମନୋବଳ ଦୁର୍ବଳ ହୋଇଯାଏ। ମନରେ ନକାରାତ୍ମକ ଭାବନା ସୃଷ୍ଟି ହୁଏ। ବିଶେଷଜ୍ଞଙ୍କ ମତରେ ପିଲାଦିନେ ଯେଉଁ ପିଲାଙ୍କୁ ବାପାମାଆ ପୂରା ଓଭର ପ୍ରୋଟେକ୍ଟିଭ୍‌ରେ ରଖିଥାଆନ୍ତି, ସେହି ପିଲା ବଡ଼ ହେବା ପରେ ନିଜର ଆତ୍ମବିଶ୍ୱାସ ହରାଇଥାଏ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ଅନ୍ୟ ଉପରେ ନିର୍ଭରଶୀଳ ହୁଏ। ଡରକୁଳା ସ୍ୱଭାବର ହୋଇଥାଏ।

ସଂପର୍କ ନିବିଡତା କମିଯାଏ: ଯେଉଁ ଲୋକ ସମ୍ୱେଦନଶୀଳ ହୋଇଥାନ୍ତି, ସେମାନେ ଛୋଟ ଛୋଟ କଥାକୁ ଘଣ୍ଟା ଘଣ୍ଟା ଧରି ଭାବିଥାନ୍ତି। କୌଣସି ପୁରୁଣା କଥାକୁ ମନେ ପକାଇ ନିଜର ବନ୍ଧୁଙ୍କଠାରୁ କ୍ଷମା ମାଗିଥାନ୍ତି। ନିଜର ଭୁଲକୁ ବାରମ୍ୱାର ଦୋହରାଇଥାନ୍ତି। ଏଥିରେ ଭଲ ମନରେ ଥିବା ବନ୍ଧୁଙ୍କ ମନୋବୃତ୍ତିରେ ପରିବର୍ତ୍ତନ ଆସେ। ଇମ୍ପ୍ରେସନ ଖରାପ ହୁଏ। ଦାମ୍ପତ୍ୟ ଜୀବନ ବା ପ୍ରେମ ସଂପର୍କରେ ବି ଏହି ଅଭ୍ୟାସ ମନ୍ଦ ପ୍ରଭାବ ପକାଇଥାଏ।

ନିଜ ଖୁସିକୁ ମହତ୍ତ୍ୱ ଦେବା: ଏମିତି କିଛି ଲୋକ ଥାଆନ୍ତି, ଯେଉଁମାନେ କି ନିଜ ଆଖପାଖର ଲୋକଙ୍କୁ ଖୁସିରେ ରଖିବା ଓ ସେମାନଙ୍କ ଠାରୁ ପ୍ରଶଂସା ପାଇବାକୁ ନେଇ  ଅଧିକା ଚିନ୍ତାରେ ଥାଆନ୍ତି। ସମୟ ବିତିଗଲା ପରେ ମନରେ ଭାବନା ଆସେ ଯେ, ମୁଁ ସମସ୍ତଙ୍କ ପାଇଁ ସବୁ କଲି, ହେଲେ ମୋ ପାଇଁ କେହି କିଛି କଲେନି। ସମସ୍ତେ ସ୍ୱାର୍ଥପର ହୋଇଗଲେ। ଏମିତି ଭାବନା ମନରେ ଅବସାଦ ଆଣେ। ଏଣୁ ଅନ୍ୟର କଥାକୁ ଚିନ୍ତା ନକରି ନିଜ ବିଷୟରେ ଚିନ୍ତା କରନ୍ତୁ। ଯେତିକି ଖୁସି ମିଳୁଛି ସେତିକିରେ ସନ୍ତୁଷ୍ଟ ରୁହନ୍ତୁ। କାରଣ ଆପଣ ଯଦି କୌଣସି ଭାବାବେଗରେ କାହାକୁ କିଛି କହି ଦେଉଛନ୍ତି, ତାହା ମନେପକାଇ ନିଜକୁ ଦୋଷୀ ମନେ କରିବେ। ଆଉ ବାରମ୍ୱାର ‘ସରି’ କହିବେ। ଏହି ନକାରାତ୍ମକ ଚିନ୍ତା ଆପଣଙ୍କ ଉନ୍ନତିରେ ବାଧା ସୃଷ୍ଟି କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story