ପାଗ ବିଗାଡ଼ିଲା ଉଡ଼ାଣ: କୋଲକାତା ଆକାଶରୁ ଓଡ଼ିଶା ଫେରିଲା ୬ ବିମାନ

ଭୁନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନ ବନ୍ଦରରେ ଆଜି ୬ଟି ବିମାନ ଜରୁରୀ ଅବତରଣ କରିଛି। ସେଥିରେ ଇଣ୍ଡିଗୋର ୪ଟି ବିମାନ, ଗୋ’ ଏୟାରର ଓ ଏୟାର ଇଣ୍ଡିଆର ଗୋଟିଏ ଲେଖାଏଁ ବିମାନ ରହିଛି। ପାଗ ଖରାପ ଯୋଗୁ ୬ଟି ବିମାନ କୋଲକାତା ବିମାନ ବନ୍ଦରରେ ଅବତରଣ କରିପାରିନଥିଲା। ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ଏୟାର ଇଣ୍ଡିଆ ବିମାନ, ଦିଲ୍ଲୀରୁ କୋଲକାତା ଯାଉଥିବା ଇଣ୍ଡିଗୋର ଦୁଇଟି ବିମାନ, ଜୟପୁରରୁ କୋଲକାତା ଆସୁଥିବା ଗୋଟିଏ ଇଣ୍ଡିଗୋ ବିମାନ ଓ ହାଇଦ୍ରାବାଦରୁ […]

Rakesh Mallick
  • Published: Monday, 09 October 2017
  • Updated: 09 October 2017, 07:32 PM IST

ଭୁନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନ ବନ୍ଦରରେ ଆଜି ୬ଟି ବିମାନ ଜରୁରୀ ଅବତରଣ କରିଛି। ସେଥିରେ ଇଣ୍ଡିଗୋର ୪ଟି ବିମାନ, ଗୋ’ ଏୟାରର ଓ ଏୟାର ଇଣ୍ଡିଆର ଗୋଟିଏ ଲେଖାଏଁ ବିମାନ ରହିଛି। ପାଗ ଖରାପ ଯୋଗୁ ୬ଟି ବିମାନ କୋଲକାତା ବିମାନ ବନ୍ଦରରେ ଅବତରଣ କରିପାରିନଥିଲା।

ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ଏୟାର ଇଣ୍ଡିଆ ବିମାନ, ଦିଲ୍ଲୀରୁ କୋଲକାତା ଯାଉଥିବା ଇଣ୍ଡିଗୋର ଦୁଇଟି ବିମାନ, ଜୟପୁରରୁ କୋଲକାତା ଆସୁଥିବା ଗୋଟିଏ ଇଣ୍ଡିଗୋ ବିମାନ ଓ ହାଇଦ୍ରାବାଦରୁ କୋଲକାତା ଯାଉଥିବା ଗୋଟିଏ ବିମାନ ଭୁବନେଶ୍ୱରକୁ ଡାଏଭର୍ଟ ହୋଇଥିଲା। କୋଲକାତାକୁ ଯାଉଥିବା ଏ ସମସ୍ତ ବିମାନ ପାଗ ଖରାପ ଯୋଗୁ ସେଠାରେ ଅବତରଣ କରିପାରି ନ ଥିଲା। ଫଳରେ ବିମାନ ଗୁଡ଼ିକୁ ଭୁବନେଶ୍ୱର ବିମାନବନ୍ଦରରେ ଏମର୍ଜେନ୍ସିଂ ଲ୍ୟାଣ୍ଡିଂ କରାଯାଇଥିଲା। ଫଳରେ କିଛି ସମୟ ପାଇଁ ଭୁବନେଶ୍ୱର ବିମାନବନ୍ଦର ଟି-ୱାନ୍ ଟର୍ମିନାଲରେ ଗହଳି ନିୟନ୍ତ୍ରଣ ବାହାରକୁ ପଳାଇ ଯାଇଥିଲା। ଭୁବନେଶ୍ୱରରୁ ହାଇଦ୍ରାବାଦ୍, ବେଙ୍ଗାଲୁରୁ, କୋଲକାତା ପ୍ରଭୃତି ସ୍ଥାନକୁ ଯିବା ପାଇଁ ପହଞ୍ଚିଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଗୋଟିଏ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ୧୧ଟି ବିମାନ ଅବସ୍ଥାନ କରିବା ସହ କୋଲକାତାରେ ପାଗ ପରିବର୍ତ୍ତନ ହେବା ଯୋଗୁ ବିମାନ ଗୁଡିକୁ ଡାଏଭର୍ଟ କରାଯାଇଥିବା ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story