ସ୍ମାର୍ଟସିଟିର ସ୍ମାର୍ଟ ଗାର୍ଲ: କରୁଛି ବନ୍ଧୁକ କାରବାର!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟସିଟି ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଅପରାଧର ନୂଆ ଟ୍ରେଣ୍ଡ। ଯୁବତୀ ସାଜୁଛନ୍ତି ଲେଡ଼ି ଡନ୍। ସେମାନ(ଯୁବତୀ)ଙ୍କୁ ଅସ୍ତ୍ର କରି ଅପରାଧ ନେଟ୍‌ୱାର୍କ ଚଳାଯାଉଛି। ଚୋରା ବନ୍ଧୁକ କାରବାର ଅଭିଯୋଗରେ ଜଣେ ଯୁବତୀ ଧରାପଡିବା ପରେ ପୋଲିସର ନିଦ ହଜିଯାଇଛି। ଏବେ ଏହି କାରବାର ପଛରେ ଥିବା ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି। ଅପରାଧ ପଛରେ ଗ୍ଲାମର ଗାର୍ଲ। ଗଞ୍ଜେଇ, ଧଳାପାଉଡର, ଚୋରାବନ୍ଧୁକ କାରବାର। ସବୁଠି ପଛରେ ଲେଡି ଡନକୁ କରାଯାଉଛି […]

Rakesh Mallick
  • Published: Thursday, 28 September 2017
  • Updated: 29 September 2017, 10:22 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟସିଟି ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଅପରାଧର ନୂଆ ଟ୍ରେଣ୍ଡ। ଯୁବତୀ ସାଜୁଛନ୍ତି ଲେଡ଼ି ଡନ୍। ସେମାନ(ଯୁବତୀ)ଙ୍କୁ ଅସ୍ତ୍ର କରି ଅପରାଧ ନେଟ୍‌ୱାର୍କ ଚଳାଯାଉଛି। ଚୋରା ବନ୍ଧୁକ କାରବାର ଅଭିଯୋଗରେ ଜଣେ ଯୁବତୀ ଧରାପଡିବା ପରେ ପୋଲିସର ନିଦ ହଜିଯାଇଛି। ଏବେ ଏହି କାରବାର ପଛରେ ଥିବା ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି।

ଅପରାଧ ପଛରେ ଗ୍ଲାମର ଗାର୍ଲ। ଗଞ୍ଜେଇ, ଧଳାପାଉଡର, ଚୋରାବନ୍ଧୁକ କାରବାର। ସବୁଠି ପଛରେ ଲେଡି ଡନକୁ କରାଯାଉଛି ଆୟୁଧ।  ୨୦୧୬ ଅକ୍ଟୋବର ୨୫ ତାରିଖରେ ଭୁବନେଶ୍ୱରରୁ ଧରାପଡିଥିଲେ ବଙ୍ଗୀୟ ଗ୍ଲାମର ଗାର୍ଲ ନେହା ହାଲଦର। ତାଙ୍କ ବିରୋଧରେ ଥିଲା ଚୋରା ଗଞ୍ଜେଇ କାରବାର ଅଭିଯୋଗ। ୨୦୧୭ ମେ’ ୮ତାରିଖରେ ବ୍ରାଉନସୁଗାର କାରବାର ପଛରେ ଥିଲେ ଆଉ ଜଣେ ଯୁବତୀ।  ଗତକାଲି ଚୋରାବନ୍ଧୁକ କାରବାର ପଛରେ ମଧ୍ୟ ଧରାପଡିଛନ୍ତି ଜଣେ ଯୁବତୀ। ଯୁବତୀଙ୍କୁ ଆୟୁଧ କରି ଅପରାଧୀମାନେ ଚଳାଉଛନ୍ତି ଅପରାଧର ନୂଆ ଟ୍ରେଣ୍ଡ। ଏବେ ଏହା ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି। ଯୁବତୀ ଜଣକ କେବେଠୁ ଏହି କାରବାର ଆରମ୍ଭ କଲେଣି, କେତେ ଟଙ୍କା କମିଶନ ନେଉଥିଲେ, ଏସବୁର ଖୋଳତାଡ କରୁଛି ପୋଲିସ। ଅନ୍ୟପକ୍ଷରେ ଏହି ଚୋରା ବନ୍ଧୁକ କାରବାର ପଛରେ ମାଷ୍ଟରମାଇଣ୍ଡ ହେଉଛନ୍ତି ଜଣେ ସାମ୍ୱାଦିକ। ପେଶାରେ ରିପୋର୍ଟର ହେଲେ ମଧ୍ୟ କାରବାର କରୁଥିଲା ଚୋରା ବନ୍ଧୁକ। ଏବେ ପୋଲିସ ସ୍କାନରରେ ଅଛନ୍ତି ଫେରାର ଥିବା ରିପୋର୍ଟର।ଗତ ୨ ମାସ ମଧ୍ୟରେ କମିଶନମରେଟ ପୋଲିସ ସହର ମଧ୍ୟରୁ ୧୮ ଟି ଚୋରା ବନ୍ଧୁକ ଜବତ କରିଛି। ଏହି ସବୁ କାରବାର ପଛରେ ଯୁବତୀଙ୍କ ସାମିଲ ଯୋଗୁ ପୋଲିସ ପାଇଁ ବଡ ଚାଲେଞ୍ଜ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story