‍ଅଜଗର-ଅହିରାଜ ମଧ୍ୟରେ ଭୟଙ୍କର ଲଢେଇ, ଶେଷରେ...

ଟିକିଏ ଭାବନ୍ତୁ। ଯଦି ଆପଣ କେଉଁଠିକୁ ଯାଉଥିବେ । ବାଟରେ ଦୁଇଟି ସାପ ଲଢ଼େଇ କରିବାର ଦୃଶ୍ୟ ଆପଣଙ୍କ ସାମ୍ନାରେ ପଡ଼ିବ। ଲଢେଇ ବି ଏମିତି ସେମିତି ନଥିବ। ପୂରା ଘମାଘୋଟ ଲଢେଇ। ଜୀବନ ଚାଲିଯିବା ଭଳି ସଂଘର୍ଷ। ହଁ ଏବେ ସେମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ଚମକି ପଡ଼ିବେ। ଲଢେଇରେ ମୁହାଁମୁହିଁ ହେଉଥିଲେ ଅଜଗର ଓ କ୍ରିଙ୍ଗ୍‌ କୋବ୍ରା।  କ୍ରିଙ୍ଗ୍ କୋବ୍ରା(ଅହିରାଜ) ତାର ଫଣାରେ ଅଜଗରକୁ  ବାରମ୍ବାର ଚୋଟ ଚୋଟ […]

Snake

Snake

Rakesh Mallick
  • Published: Tuesday, 06 February 2018
  • Updated: 06 February 2018, 07:01 PM IST

Sports

Latest News

ଟିକିଏ ଭାବନ୍ତୁ। ଯଦି ଆପଣ କେଉଁଠିକୁ ଯାଉଥିବେ । ବାଟରେ ଦୁଇଟି ସାପ ଲଢ଼େଇ କରିବାର ଦୃଶ୍ୟ ଆପଣଙ୍କ ସାମ୍ନାରେ ପଡ଼ିବ। ଲଢେଇ ବି ଏମିତି ସେମିତି ନଥିବ। ପୂରା ଘମାଘୋଟ ଲଢେଇ। ଜୀବନ ଚାଲିଯିବା ଭଳି ସଂଘର୍ଷ। ହଁ ଏବେ ସେମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ଚମକି ପଡ଼ିବେ। ଲଢେଇରେ ମୁହାଁମୁହିଁ ହେଉଥିଲେ ଅଜଗର ଓ କ୍ରିଙ୍ଗ୍‌ କୋବ୍ରା।  କ୍ରିଙ୍ଗ୍ କୋବ୍ରା(ଅହିରାଜ) ତାର ଫଣାରେ ଅଜଗରକୁ  ବାରମ୍ବାର ଚୋଟ ଚୋଟ ପରେ ମାରି ଚାଲିଥାଏ। ଅଜଗର ନିଜକୁ କିଙ୍ଗ୍ କ୍ରୋବା କବଳରୁ ବଞ୍ଚିବାକୁ ଚେଷ୍ଟା କରୁଥାଏ। ବେଳକୁ ବେଳ ଉଭୟଙ୍କ ଲଢ଼େଇ ଭୟଙ୍କର ହୋଇଥାଏ। ମଝିରେ ମଝିରେ କିଙ୍ଗ କ୍ରୋବା ଅଜଗର ଶୀରରରେ ଉପରେ ବୁଢ଼ା ଦାନ୍ତ ଦେଇ ବିଷ ଉଗାଳି ପକାଉଥାଏ।

mmଅଜଗର ମଧ୍ୟ କିଙ୍ଗ କ୍ରୋବାକୁ ମୁହଁତୋଡ ଜବାବ ଦେଉଥାଏ। କ୍ରୋବାର ବିଷ ଅଜଗର  ଶରୀରରେ ଚରିଗଲା ପରେ ବେଳେବେଳେ ସେ ହାଲିଆ ହେଉଯାଉଥାଏ। ପୁଣି ଉଠି କିଙ୍ଗ୍‌ କ୍ରୋବାର ବେକକୁ ମୋଡ଼ି ଧରୁଥାଏ। ଅଜଗର ଏପରି ଧରିଥାଏ ଯେ, କିଙ୍ଗ୍ କ୍ରୋବା ତାର କବଳରୁ ମୁକୁଳି ପାରୁ ନ ଥାଏ। ଆଉ ଶେଷରେ କିଙ୍ଗ କ୍ରୋବାର ସବୁ ଚେଷ୍ଟା ବିଫଳ ହୋଇ ତା’ର ମୃତ୍ୟୁ ଘଟେ।  ତେବେ ଏହି ଦୃଶ୍ୟକୁ କଏଦ କରି ଦି ୱାଡେଷ୍ଟ  ପକ୍ଷରୁ ଟ୍ୱିଟର ଆକାଉଣ୍ଟରେ ଅପ୍‌ଲୋଡ଼ କରାଯାଇଛି। ସେହିପରି ଏହାର ଭିଡିଓ ମଧ୍ୟ ୟୁଟ୍ୟୁବ୍‌ରେ ଅପ୍‌ଲୋଡ଼ କରାଯାଇଛି। ଏହାକୁ ଲକ୍ଷ ଲକ୍ଷ ଦର୍ଶକ ଦେଖି ସାରିଲେଣି। ହେଲେ ଏହି ଘଟଣା କେଉଁଠି ଘଟିଛି ତାହା ଜଣାପଡ଼ି ନାହିଁ। ଏନେଇ ମଧ୍ୟ କୌଣସସି ସୂଚନା ଦିଆଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story