ଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ଏହି  ସବୁ ଫୁଲ

ଫେବ୍ରୁଆରୀ ୧୪ ତାରିଖ ପଡୁଛି ମହାଶିବରାତ୍ରୀ। ଏହାକୁ ଆମେ ଜାଗର ବୋଲି ବି କହିଥାଉ। ଶିବରାତ୍ରୀ ଦିନ ବହୁ ଲୋକ ଉପବାସ କରନ୍ତି ଓ ରାତିରେ ଉଜାଗର ରହି ମହାଦୀପ ଉଠିବା ପର୍ଯ୍ୟନ୍ତ ମନ୍ଦିର ପରିସରରେ ଦୀପ ଜାଳି ଦେବ ଦେବ ମହାଦେବଙ୍କ ଆରାଧନା କରନ୍ତି। ତେବେ ଆପଣ ଜାଣିଛନ୍ତି ମହାଶିବରାତ୍ରି  ଦିନ କେଉଁ କେଉଁ ଫୁଲ ଅର୍ପଣ କଲେ ଭୋଳାନାଥ ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଏ? ଆସନ୍ତୁ ସେ ବିଷୟରେ ଜାଣିବା। ମହାଦେବଙ୍କୁ ଚମ୍ପା ଫୁଲ […]

things-you-should-never-used-to-worship-shiva-758x379

things-you-should-never-used-to-worship-shiva-758x379

Rakesh Mallick
  • Published: Sunday, 11 February 2018
  • Updated: 11 February 2018, 10:01 AM IST

Sports

Latest News

ଫେବ୍ରୁଆରୀ ୧୪ ତାରିଖ ପଡୁଛି ମହାଶିବରାତ୍ରୀ। ଏହାକୁ ଆମେ ଜାଗର ବୋଲି ବି କହିଥାଉ। ଶିବରାତ୍ରୀ ଦିନ ବହୁ ଲୋକ ଉପବାସ କରନ୍ତି ଓ ରାତିରେ ଉଜାଗର ରହି ମହାଦୀପ ଉଠିବା ପର୍ଯ୍ୟନ୍ତ ମନ୍ଦିର ପରିସରରେ ଦୀପ ଜାଳି ଦେବ ଦେବ ମହାଦେବଙ୍କ ଆରାଧନା କରନ୍ତି। ତେବେ ଆପଣ ଜାଣିଛନ୍ତି ମହାଶିବରାତ୍ରି  ଦିନ କେଉଁ କେଉଁ ଫୁଲ ଅର୍ପଣ କଲେ ଭୋଳାନାଥ ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଏ? ଆସନ୍ତୁ ସେ ବିଷୟରେ ଜାଣିବା।

ମହାଦେବଙ୍କୁ ଚମ୍ପା ଫୁଲ ଚଢାଇବା ଦ୍ୱାରା ଜୀବନରେ ସୁଖ, ସମୃଦ୍ଧି ବୃଦ୍ଧି ପାଏ।

ଅରଖ ମହାଦେବଙ୍କ ପ୍ରିୟ ଫୁଲ। ଏହି ଫୁଲ ଭଗବାନଙ୍କ ପାଖରେ ଚଢାଇବା ଦ୍ୱାରା ବ୍ୟକ୍ତି ଦୀର୍ଘାୟୁ ହୋଇଥାଏ।

      ଅପରାଜିତା ଏକ ପବିତ୍ର ଫୁଲ। ମହାଦେବଙ୍କ ପୂଜା ବେଳେ ଏହାକୁ ଲାଗି କରାଯାଏ।

କନିଅର ଫୁଲ ଭଗବାନଙ୍କୁ ଚଢ଼ାଇବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

ଭଗବାନ ଶିବଙ୍କୁ ମଲ୍ଲୀ ଫୁଲ ଚଢାଇବା ଦ୍ୱାରା ପାପ ବା ଦୋଷ କ୍ଷମା ହୋଇଥାଏ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos