ଅକ୍ଟୋପସ୍ ଏକ ଏଲିଏନ୍! କାହିଁକି ଏଭଳି କହୁଛନ୍ତି ଗବେଷକ?

ଭୁବନେଶ୍ୱର (ସଂଗ୍ରାମ ଦାସ ମହାପାତ୍ର): ଅକ୍ଟୋପସ୍ ପୃଥିବୀର ନୁହେଁ, ଅନ୍ୟ ଗ୍ରହର ଜୀବ ବା ଏଲିଏନ୍! ୩୩ଜଣ ଗବେଷକଙ୍କ ଟିମ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହି ଯୁକ୍ତି ଉପସ୍ଥାପନା କରାଯାଇଛି। ଏଭଳି ଯୁକ୍ତି ପଛର କାରଣ ହେଉଛି, ନିଜ ପ୍ରଜାତିର ଅନ୍ୟ ଜୀବଙ୍କ ଠାରୁ ଅକ୍ଟୋପସର ଦକ୍ଷତା ଅସାଧାରଣ ଓ ଅଦ୍ଭୁତ। ଏହା ଗେଣ୍ଡା ଭଳି ମୋଲସ୍କ ପ୍ରଜାତିର ହେଲେ ମଧ୍ୟ ଗେଣ୍ଡା ଠାରୁ ଖୁବ୍ ବୁଦ୍ଧିମାନ। ସେମାନଙ୍କର ମସ୍ତିଷ୍କର ଆକାର ଅପେକ୍ଷାକୃତ ବଡ଼ ଏବଂ […]

Octopus

Octopus

Rakesh Mallick
  • Published: Thursday, 31 May 2018
  • Updated: 31 May 2018, 11:30 AM IST

Sports

Latest News

ଭୁବନେଶ୍ୱର (ସଂଗ୍ରାମ ଦାସ ମହାପାତ୍ର): ଅକ୍ଟୋପସ୍ ପୃଥିବୀର ନୁହେଁ, ଅନ୍ୟ ଗ୍ରହର ଜୀବ ବା ଏଲିଏନ୍! ୩୩ଜଣ ଗବେଷକଙ୍କ ଟିମ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହି ଯୁକ୍ତି ଉପସ୍ଥାପନା କରାଯାଇଛି। ଏଭଳି ଯୁକ୍ତି ପଛର କାରଣ ହେଉଛି, ନିଜ ପ୍ରଜାତିର ଅନ୍ୟ ଜୀବଙ୍କ ଠାରୁ ଅକ୍ଟୋପସର ଦକ୍ଷତା ଅସାଧାରଣ ଓ ଅଦ୍ଭୁତ। ଏହା ଗେଣ୍ଡା ଭଳି ମୋଲସ୍କ ପ୍ରଜାତିର ହେଲେ ମଧ୍ୟ ଗେଣ୍ଡା ଠାରୁ ଖୁବ୍ ବୁଦ୍ଧିମାନ। ସେମାନଙ୍କର ମସ୍ତିଷ୍କର ଆକାର ଅପେକ୍ଷାକୃତ ବଡ଼ ଏବଂ ଉନ୍ନତ ସ୍ନାୟୁପ୍ରଣାଳୀ ବିଶିଷ୍ଟ। ଉନ୍ନତ ଚକ୍ଷୁ, ନମନୀୟ ଶରୀର ଏବଂ ଭିନ୍ନଭିନ୍ନ ପରିବେଶରେ ଖାପ ଖୁଆଇବା ଭଳି ଶରୀରର ରଙ୍ଗ ଓ ଆକାର ପରିବର୍ତ୍ତନ ପାଇଁ ଅଦ୍ଭୁତ କ୍ଷମତା (ଯାହା ଅନ୍ୟ କୌଣସି ଜୀବ ଠାରେ ଦେଖିବାକୁ ମିଳେନାହିଁ) ଯୋଗୁଁ ଅକ୍ଟୋପସ ପୃଥିବୀର ନୁହେଁ, ବରଂ ଅନ୍ୟ ଗ୍ରହର ଜୀବ ବୋଲି ଗବେଷକମାନେ ଅନୁମାନ କରୁଛନ୍ତି।

ସେମାନେ ଅନୁମାନ କରୁଛନ୍ତି ଯେ, ଏକ ଉଲକାରେ ଅନ୍ୟଗ୍ରହର ଭୂତାଣୁ ଆସି ପୃଥିବୀରେ ପ୍ରାଥମିକ ପ୍ରଜାତିର ସ୍କ୍ୱିଡ୍କୁ ସଂକ୍ରମଣ କରିଥିଲା।  ଏହାଫଳରେ ଅକ୍ଟୋପସର ସୃଷ୍ଟି ହୋଇଛି। ଅନ୍ୟ ଏକ ଅନୁମାନ ଅନୁସାରେ, ସ୍କ୍ୱିଡ୍ କିମ୍ବା ଅକ୍ଟୋପସ୍ ଅଣ୍ଡା ଅନ୍ୟଗ୍ରହରୁ ଉଲକା ସାହାଯ୍ୟରେ ସିଧାସଳଖ ପୃଥିବୀକୁ ଆସିଥିଲା। ୫୪ କୋଟି ବର୍ଷ ପୂର୍ବରୁ କାମ୍ବ୍ରିଆନ୍ ଜୈବ ବିବିଧତା ବିସ୍ଫୋରଣ ସମୟରେ ଏଭଳି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ବିବର୍ତ୍ତନାବାଦରେ ବିଶ୍ୱାସ କରୁଥିବା ଗବେଷକମାନେ ଏହି ସମସ୍ତ ଦାବିକୁ ଖଣ୍ଡନ କରିବା ସହ ପର୍ଯ୍ୟାୟକ୍ରମେ ବିବର୍ତ୍ତନ ଯୋଗୁଁ ଅକ୍ଟୋପସର ଏହି ଦକ୍ଷତା ବିକଶିତ ହୋଇଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story