ଘରକୁ ଅଶୁଭ ସଙ୍କେତ ଦିଏ ବୁଢ଼ିଆଣୀ ଜାଲ

ପ୍ରାୟତଃ ସମସ୍ତେ ନିଜ ଘରକୁ ସଫା ସୁତରା ରଖିବାକୁ ଚାହାଁନ୍ତି ଏହା ସତ୍ତ୍ୱେ ବୁଢ଼ିଆଣୀ ଘରର ଯେକୌଣସି ସ୍ଥାନରେ ତାର ଜାଲ ଭିଡ଼ି ରଖିଥାଏ। ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ବୁଢ଼ିଆଣୀ ଜାଲ ଭିଡ଼ିଲେ ଅଶୁଭ ବୋଲି କୁହାଯାଇଥାଏ। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଘରେ ବୁଢ଼ିଆଣୀ ଜାଲ ଭିଡ଼ିଲେ ଏହା  କଷ୍ଟ ଓ ଯନ୍ତ୍ରଣାର କାରଣ ବୋଲି ଧରିବାକୁ ପଡ଼ିବ। ଜ୍ୟୋତିଷଶାସ୍ତ୍ର ଅନୁସାରେ ବୁଢ଼ିଆଣୀ ଜାଲ ଘରେ ନକରାତ୍ମକ ଶକ୍ତି ବୃଦ୍ଧି କରିଥାଏ। ଏହାସହିତ ବିଭିନ୍ନ […]

spider-web

spider-web

Rakesh Mallick
  • Published: Saturday, 21 April 2018
  • Updated: 21 April 2018, 08:50 AM IST

Sports

Latest News

ପ୍ରାୟତଃ ସମସ୍ତେ ନିଜ ଘରକୁ ସଫା ସୁତରା ରଖିବାକୁ ଚାହାଁନ୍ତି ଏହା ସତ୍ତ୍ୱେ ବୁଢ଼ିଆଣୀ ଘରର ଯେକୌଣସି ସ୍ଥାନରେ ତାର ଜାଲ ଭିଡ଼ି ରଖିଥାଏ। ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ବୁଢ଼ିଆଣୀ ଜାଲ ଭିଡ଼ିଲେ ଅଶୁଭ ବୋଲି କୁହାଯାଇଥାଏ। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଘରେ ବୁଢ଼ିଆଣୀ ଜାଲ ଭିଡ଼ିଲେ ଏହା  କଷ୍ଟ ଓ ଯନ୍ତ୍ରଣାର କାରଣ ବୋଲି ଧରିବାକୁ ପଡ଼ିବ। ଜ୍ୟୋତିଷଶାସ୍ତ୍ର ଅନୁସାରେ ବୁଢ଼ିଆଣୀ ଜାଲ ଘରେ ନକରାତ୍ମକ ଶକ୍ତି ବୃଦ୍ଧି କରିଥାଏ। ଏହାସହିତ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିଥାଏ।

ଯେଉଁ ଘରେ ବୁଢ଼ିଆଣୀ ଜାଲ ଭିଡ଼ିଥାଏ ସେହି ଘରର ବ୍ୟକ୍ତି ମାନସିକ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଥାଏ। ଏହାସହିତ ସେ ବୁଢ଼ିଆଣୀ ଜାଲ ପରି ସବୁବେଳେ ଛନ୍ଦି ହୋଇ ରହିଥାନ୍ତି। ଯଦି ଘରେ ଛୋଟ ଛୁଆ ଥାଆନ୍ତି ଏହାର ପ୍ରଭାବ ତାଙ୍କ ସ୍ୱାସ୍ଥ୍ୟ ଓ ମସ୍ତିଷ୍କର ବିକାଶ ଉପରେ ପଡ଼ିଥାଏ। ଘରର ସମସ୍ୟା ବୃଦ୍ଧି ପାଇଥାଏ।

ଘରେ ବୁଢ଼ିଆଣୀ ଜାଲ ଭିଡ଼ିବା ପଛରେ ଧାର୍ମିକ କାରଣ ବ୍ୟତୀତ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ବିଜ୍ଞାନ କୁହେ, ବୁଢ଼ିଆଣୀର ଗୋଟିଏ ଜାଲରେ ରୋଗ ସଂକ୍ରମଣ ହେବାର ଅସଂଖ୍ୟ ଭୂତାଣୁ ରହିଥାଏ। ଯାହାକି ବିଭିନ୍ନ ରୋଗର କାରଣ ହୋଇଥାଏ। ଏଣୁ ସାବଧାନ,ଆପଣଙ୍କ ଘରେ ବୁଢ଼ିଆଣୀ ଜାଲ ଦେଖିଲେ ଏହାକୁ ତୁରନ୍ତ ନଷ୍ଟ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story