ମହଙ୍ଗା ପଡ଼ିଲା ଭୁଲ୍‌ ସିଗ୍‌ନାଲ: ଷ୍ଟେସନ୍‌ ମାଷ୍ଟର ନିଲମ୍ୱିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର-ମୁମ୍ୱାଇ ଲୋକମାନ୍ୟ ତିଳକ ଏକ୍ସପ୍ରେସ ଗତକାଲି ରାତିରେ ଭୁଲ୍ ରୁଟ୍‌ରେ ପଳାଇଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ଘଟଣାରେ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ଆଜି ମାଛପୁର ଷ୍ଟେସନ ମାଷ୍ଟର ଚନ୍ଦ୍ରଭାନୁ ସାମଲଙ୍କୁ ନିଲମ୍ୱିତ କରିଛି। ଲୋକମାନ୍ୟ ତଲକ ଏକ୍ସପ୍ରେସ୍‌ କଟକରୁ ମାଛପୁର ଓ ସେଠୁ ରାଜଆଠଗଡ଼ ଦେଇ ମୁମ୍ବାଇ ଯାଇଥାନ୍ତା। ମାତ୍ର ମାଛପୁର ଷ୍ଟେସନ୍‌ର ଷ୍ଟେସନ୍‌ ମାଷ୍ଟରଙ୍କ ଭୁଲ୍‌ ସିଗନାଲ ଯୋଗୁଁ ଟ୍ରେନ୍‌ଟି ରାଧାକିଶୋରପୁର ପଳାଇ ଯାଇଥିଲା। ଏନେଇ ଜଣାପଡ଼ିବା ପରେ ଟ୍ରେନ୍‌ଟି ରାଧାକିଶୋରପୁରରେ […]

lomanya telak express

lomanya telak express

Rakesh Mallick
  • Published: Wednesday, 23 August 2017
  • Updated: 23 August 2017, 09:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର-ମୁମ୍ୱାଇ ଲୋକମାନ୍ୟ ତିଳକ ଏକ୍ସପ୍ରେସ ଗତକାଲି ରାତିରେ ଭୁଲ୍ ରୁଟ୍‌ରେ ପଳାଇଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ଘଟଣାରେ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ଆଜି ମାଛପୁର ଷ୍ଟେସନ ମାଷ୍ଟର ଚନ୍ଦ୍ରଭାନୁ ସାମଲଙ୍କୁ ନିଲମ୍ୱିତ କରିଛି।
ଲୋକମାନ୍ୟ ତଲକ ଏକ୍ସପ୍ରେସ୍‌ କଟକରୁ ମାଛପୁର ଓ ସେଠୁ ରାଜଆଠଗଡ଼ ଦେଇ ମୁମ୍ବାଇ ଯାଇଥାନ୍ତା। ମାତ୍ର ମାଛପୁର ଷ୍ଟେସନ୍‌ର ଷ୍ଟେସନ୍‌ ମାଷ୍ଟରଙ୍କ ଭୁଲ୍‌ ସିଗନାଲ ଯୋଗୁଁ ଟ୍ରେନ୍‌ଟି ରାଧାକିଶୋରପୁର ପଳାଇ ଯାଇଥିଲା। ଏନେଇ ଜଣାପଡ଼ିବା ପରେ ଟ୍ରେନ୍‌ଟି ରାଧାକିଶୋରପୁରରେ ଅଟକିଥିଲା। ପରେ ସେଠାରୁ ରାଜଆଠଗଡ଼ ଫେରି ମୁମ୍ୱାଇ ଅଭିମୁଖେ ଯାତ୍ରା କରିଥିଲା। ଏଥିଯୋଗୁଁ ଟ୍ରେନ୍‌ଟି ଦୁଇ ଘଣ୍ଟା ବିଳମ୍ବିତରେ ଯାତ୍ରା କରିଥିଲା।
ଗତ ଶନିବାର ଉତ୍ତରପ୍ରଦେଶର ମୁଜାଫରନଗରରେ ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିଲେ। ଟ୍ରାକରେ ମରାମତି ଚାଲିଥିବା ନେଇ ଟ୍ରେନ ଚାଳକ ଜାଣିପାରିନଥିବାରୁ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ଏହି ଘଟଣାରେ ୪ ଜଣଙ୍କୁ ନିଲମ୍ୱିତ କରାଯାଇଥିଲା। ଏହି ଦୁର୍ଘଟଣାର ୫ ଦିନ ପରେ ଅର୍ଥାତ ଗତକାଲି କାନପୁର ଓ ଇଟାୱା ମଧ୍ୟ ଔରିୟାରେ କୈଫିୟତ ଏକ୍ସପ୍ରେସ୍‌ ପୁଣି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଗୋଟିଏ ସପ୍ତାହରେ ଦୁଇଟି ଟ୍ରେନ୍‌ ଦୁର୍ଘଟଣା ଘଟିଥିବାରୁ ନୈତିକତା ଦୃଷ୍ଟିରୁ ରେଲୱେ ବୋଡର ଅଧ୍ୟକ୍ଷ ଆଜି ଇସ୍ତଫା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story