ସକାଳୁ ଉଠି ସର୍ବପ୍ରଥମେ କରନ୍ତୁ ଏହି କାମ

drink-water-on-an-empty-stomach-every-morning_

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସକାଳୁ ଉଠି ସମସ୍ତେ କିଛି ନା କିଛି କାମ କରନ୍ତି। କିଛି ଲୋକ ଧ୍ୟାନ କରନ୍ତି ତ କିଛି ବ୍ୟାୟମ ପାଇଁ ବାହାରନ୍ତି। କିଛି ଲୋକ ଉଠିବା ମାତ୍ରେ ଚା’ କପଟେ ଧରି ଖବରକାଗଜ ପଢିବାକୁ ଚାଲିଯାଆନ୍ତି। ଏମିତି କିଛି କାମରୁ ଆରମ୍ଭ ହୁଏ ଆମ ଦିନ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଏସବୁ ଠିକ୍‌ ଅଛି, କିନ୍ତୁ ସକାଳୁ ଉଠିବା ମାତ୍ରେ ସର୍ବପ୍ରଥମେ ଗୋଟେ କାମ କରନ୍ତୁ। ଶୋଇକି ଉଠିବା ପରେ ଅଘସା ପାଟିରେ ଗୋଟେ ଗ୍ଲାସ ପାଣି ଇଷ୍ଟ ଦେବାଦେବୀଙ୍କୁ ସ୍ମରଣକରି ପିଅନ୍ତୁ। ଦେଖିବେ ଦିନଟି ଭଲରେ କଟିବ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। (ଦେଖନ୍ତୁ ଭିଡିଓ)

Previous ArticleNext Article

Send this to a friend