ସକାଳୁ ଉଠି ସର୍ବପ୍ରଥମେ କରନ୍ତୁ ଏହି କାମ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସକାଳୁ ଉଠି ସମସ୍ତେ କିଛି ନା କିଛି କାମ କରନ୍ତି। କିଛି ଲୋକ ଧ୍ୟାନ କରନ୍ତି ତ କିଛି ବ୍ୟାୟମ ପାଇଁ ବାହାରନ୍ତି। କିଛି ଲୋକ ଉଠିବା ମାତ୍ରେ ଚା&#039; କପଟେ ଧରି ଖବରକାଗଜ ପଢିବାକୁ ଚାଲିଯାଆନ୍ତି। ଏମିତି କିଛି କାମରୁ ଆରମ୍ଭ ହୁଏ ଆମ ଦିନ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏସବୁ ଠିକ୍&zwnj; ଅଛି, କିନ୍ତୁ ସକାଳୁ ଉଠିବା ମାତ୍ରେ ସର୍ବପ୍ରଥମେ ଗୋଟେ କାମ କରନ୍ତୁ। ଶୋଇକି ଉଠିବା ପରେ ଅଘସା ପାଟିରେ ଗୋଟେ ଗ୍ଲାସ ପାଣି ଇଷ୍ଟ ଦେବାଦେବୀଙ୍କୁ ସ୍ମରଣକରି ପିଅନ୍ତୁ। ଦେଖିବେ ଦିନଟି ଭଲରେ କଟିବ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। (ଦେଖନ୍ତୁ ଭିଡିଓ)</p>

Ordigital Desk
  • Published: Monday, 14 May 2018
  • Updated: 14 May 2018, 07:40 AM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସକାଳୁ ଉଠି ସମସ୍ତେ କିଛି ନା କିଛି କାମ କରନ୍ତି। କିଛି ଲୋକ ଧ୍ୟାନ କରନ୍ତି ତ କିଛି ବ୍ୟାୟମ ପାଇଁ ବାହାରନ୍ତି। କିଛି ଲୋକ ଉଠିବା ମାତ୍ରେ ଚା&#039; କପଟେ ଧରି ଖବରକାଗଜ ପଢିବାକୁ ଚାଲିଯାଆନ୍ତି। ଏମିତି କିଛି କାମରୁ ଆରମ୍ଭ ହୁଏ ଆମ ଦିନ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏସବୁ ଠିକ୍&zwnj; ଅଛି, କିନ୍ତୁ ସକାଳୁ ଉଠିବା ମାତ୍ରେ ସର୍ବପ୍ରଥମେ ଗୋଟେ କାମ କରନ୍ତୁ। ଶୋଇକି ଉଠିବା ପରେ ଅଘସା ପାଟିରେ ଗୋଟେ ଗ୍ଲାସ ପାଣି ଇଷ୍ଟ ଦେବାଦେବୀଙ୍କୁ ସ୍ମରଣକରି ପିଅନ୍ତୁ। ଦେଖିବେ ଦିନଟି ଭଲରେ କଟିବ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। (ଦେଖନ୍ତୁ ଭିଡିଓ)</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos