ସ୍ୱପ୍ନ ଦେଖୁଛନ୍ତି କି ? ଜାଣନ୍ତୁ ଏଥିରେ କ’ଣ ରହିଛି ଭବିଷ୍ୟତର ସଙ୍କେତ

ଶୋଇବା ବେଳେ ପ୍ରାୟ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି। ସ୍ୱପ୍ନ ଦେଖିବାର କୌଣସି ବୟସସୀମା ନାହିଁ। ଶିଶୁଠାରୁ ବୟସ୍କ ସମସ୍ତଙ୍କୁ ଆସିଥାଏ ସ୍ୱପ୍ନ। କିଛି ସ୍ୱପ୍ନ ମଧୁର ହୋଇଥିବା ବେଳେ ଆଉ କିଛି ଖରାପ ଓ ଭୟଙ୍କର ହୋଇଥାଏ। କିଛି କିଛି ଲୋକ ଏହା ମଧ୍ୟ ଦାବି କରିଥାନ୍ତି ସେମାନେ ଦେଖୁଥିବା ସ୍ୱପ୍ନ ସତ୍ୟରେ ପରିଣତ ହେଉଛି। ଏହାକୁ ନେଇ ଦୁନିଆ ସାରା ଯେତେ ଫିଲ୍ମ ଇଣ୍ଡଷ୍ଟ୍ରି ଅଛି, ସବୁଠି ଫିଲ୍ମ ନିର୍ମାଣ କରାଯାଇଛି। ସ୍ୱପ୍ନକୁ ନେଇ ଲୋକଙ୍କ […]

dream

dream

Rakesh Mallick
  • Published: Thursday, 22 March 2018
  • Updated: 22 March 2018, 09:29 AM IST

Sports

Latest News

ଶୋଇବା ବେଳେ ପ୍ରାୟ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି। ସ୍ୱପ୍ନ ଦେଖିବାର କୌଣସି ବୟସସୀମା ନାହିଁ। ଶିଶୁଠାରୁ ବୟସ୍କ ସମସ୍ତଙ୍କୁ ଆସିଥାଏ ସ୍ୱପ୍ନ। କିଛି ସ୍ୱପ୍ନ ମଧୁର ହୋଇଥିବା ବେଳେ ଆଉ କିଛି ଖରାପ ଓ ଭୟଙ୍କର ହୋଇଥାଏ। କିଛି କିଛି ଲୋକ ଏହା ମଧ୍ୟ ଦାବି କରିଥାନ୍ତି ସେମାନେ ଦେଖୁଥିବା ସ୍ୱପ୍ନ ସତ୍ୟରେ ପରିଣତ ହେଉଛି। ଏହାକୁ ନେଇ ଦୁନିଆ ସାରା ଯେତେ ଫିଲ୍ମ ଇଣ୍ଡଷ୍ଟ୍ରି ଅଛି, ସବୁଠି ଫିଲ୍ମ ନିର୍ମାଣ କରାଯାଇଛି। ସ୍ୱପ୍ନକୁ ନେଇ ଲୋକଙ୍କ ମଧ୍ୟରେ ରହିଛି ଅହେତୁକ ଆଗ୍ରହ। ପରିବାର ସଦସ୍ୟ ହୁଅନ୍ତୁ ଅବା ବନ୍ଧୁ, ଯଦି କିଏ ସ୍ୱପ୍ନ ଦେଖିଥାନ୍ତି, ତାହା ଶୁଣିବାକୁ ବ୍ୟାକୁଳ ହୋଇଥାନ୍ତି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଆମେ ଦେଖୁଥିବା ସ୍ୱପ୍ନର ମଧ୍ୟ କିଛି କାରଣ ରହିଛି। ଏହା ରାତିରେ ଶୋଇବା ବେଳେ ମନକୁ ଆସୁଥିବା କୌଣସି ଧାରଣା ବୋଲି କେବେ ଭାବିବେ ନାହିଁ। କାରଣ ପ୍ରତିଟି ସ୍ୱପ୍ନରେ ଭବିଷ୍ୟତର କିଛି ସଙ୍କେତ ଲୁଚି ରହିଥାଏ। ସାମାନ୍ୟ ଧ୍ୟାନ ଦେଲେ ଭବିଷ୍ୟତରେ ଯାହା ଘଟିବାକୁ ଯାଉଛି, ତାହାର ସଙ୍କେତ ଆପଣ ଜାଣିପାରିବେ ଓ ସେହି ହିସାବରେ ନିଜକୁ ପ୍ରସ୍ତୁତ କରିପାରିବେ। ତେବେ ଆସନ୍ତୁ ଜାଣିବା କେଉଁ ପ୍ରକାର ସ୍ୱପ୍ନ ଭବିଷ୍ୟତର କେଉଁ ସଙ୍କେତ ଦେଇଥାଏ।

dream୧.  ଶାସ୍ତ୍ର ଅନୁସାରେ କିଟିମିଟି ରାତିର ସ୍ୱପ୍ନ ଦେଖିବା ଶୁଭ ସଙ୍କେତ ନୁହେଁ। ଏହା ଭବିଷ୍ୟତରେ କୌଣସି ବିପଦ ଆସିବାର ସଙ୍କେତ ଦେଇଥାଏ।

dream୨. ଦୁଃଖରେ ଆକାଶରେ ଉଡୁଥିବା ସ୍ୱପ୍ନ ଦେଖିଲେ ସକାଳୁ ଆପଣଙ୍କ ମନ ଖରାପ ରହିପାରେ। ହେଲେ ଶାସ୍ତ୍ର ଅନୁସାରେ ଏହା ଏକ ଶୁଭ ସଙ୍କେତ। ଏପରି ସ୍ୱପ୍ନ ଦେଖିବା ଭବିଷ୍ୟତରେ ସଫଳତା ମିଳିବାର ସଙ୍କେତ ଦେଇଥାଏ।

dream୩. କେହି ଆପଣଙ୍କୁ ଆକ୍ରମଣ କରୁଥିବାର ସ୍ୱପ୍ନ ଦେଖିବା ଭଲ ସଙ୍କେତ। ଶାସ୍ତ୍ର ଅନୁସାରେ ଏହା ଦୀର୍ଘାୟୁ ହେବାର ସଙ୍କେତ।

dream୪. ଶରୀରର କୌଣସି ସ୍ଥାନ କଟି ଯିବାର ସ୍ୱପ୍ନ ଦେଖିବା ମଧ୍ୟ ଏକ ଭଲ ସଙ୍କେତ। ଏହା ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିବାର ସଙ୍କେତ ଦେଇଥାଏ।

dream୫. ଅସ୍ଥି ଦେଖିବା ବିପଦ ଟଳିବାର ସଙ୍କେତ ବୋଲି ଶାସ୍ତାବିତମାନେ କହିଥାନ୍ତି।

dream୬. ଝଡ଼ତୋଫାନର ସ୍ୱପ୍ନ ଦେଖିବା ଭଲ ସଙ୍କେତ। ଶାସ୍ତ୍ର ଅନୁସାରେ ଏହା ଲାଗି ରହିଥିବା ସଙ୍କଟରୁ ମୁକ୍ତି ମିଳିବାର ସଙ୍କେତ ଦେଇଥାଏ।

dream୭. ଝଡ଼ତୋଫାନରେ ପଡ଼ିଯିବାର ସ୍ୱପ୍ନ ମଧ୍ୟ ଏକ ଭଲ ସଙ୍କେତ। ଏହା ସଫଳତା ମିଳିବାକୁ ସୂଚାଇଥାଏ।

dream୮. ଖବରକାଜଗ ପଢ଼ୁଥିବାର ସ୍ୱପ୍ନ ଦେଖିବା କୌଣସି ଶୁଭ ସଙ୍କେତ ନୁହେଁ। ଏହା ଭବିଷ୍ୟତରେ ବାଦବିବାଦରେ ଫସିବାର ସଙ୍କେତ ଦେଇଥାଏ।

dream୯. ଅଜଗର ସାପ ସ୍ୱପ୍ନରେ ଦେଖିବା ଏକ ଭଲ ସଙ୍କେତ ବୋଲି ଶାସ୍ତ୍ରବିତମାନେ କୁହନ୍ତି।

dream୧୦. ଖୋଲା ଆକାଶ ସ୍ୱପ୍ନରେ ଆସିଲେ ଜାଣିବେ ଆଗକୁ କିଛି ଉଚ୍ଚ ପଦବୀର ଅଧିକାରୀ ହୋଇପାରନ୍ତି ଓ ମାନସମ୍ମାନ ବୃଦ୍ଧି ପାଇବ।

dream୧୧. ଆକାଶରୁ ଦୁଃଖର ସହ ଖସୁଥିବା ସ୍ୱପ୍ନ ଦେଖିବା ବହୁତ ଖରାପ। ଏହା ବ୍ୟବସାୟରେ କ୍ଷତି ହେବାର ସଙ୍କେତ ଦେଇଥାଏ।

dream୧୨. ଇଷ୍ଟଦେବଙ୍କ ମୂର୍ତ୍ତି ଚୋରି ହେବାର ସ୍ୱପ୍ନ ଦେଖିବା ବହୁତ ଖରାପ। ଏହା ମୃତ୍ୟୁ ଓ ମୃତ୍ୟୁ ସହ ସମାନ କଷ୍ଟ ପାଇବାର ସଙ୍କେତ ହୋଇଥାଏ।

dream୧୩. ଉଚ୍ଚା ପାହାଡ଼ ଦେଖିବା ଏକ ଭଲ ସଙ୍କେତ। ବହୁତ ପରିଶ୍ରମ କରିବା ପରେ ଅଟକି ରହିଥିବା କାମ ହୋଇଯିବାକୁ ଏହା ସୂଚାଇଥାଏ।

dream୧୪. କାହାର ଅନ୍ତିମ ସତ୍କାର ହେବାର ସ୍ୱପ୍ନ ଦେଖିବା ମଧ୍ୟ ଏକ ଶୁଭ ସଙ୍କେତ। ଶାସ୍ତ୍ରବିତଙ୍କ ଅନୁସାରେ ଏହା ଘରେ ଆଗକୁ ମାଙ୍ଗଳିକ କାର୍ଯ୍ୟ ହେବାକୁ ସୂଚାଇଥାଏ।

dream୧୫. ସ୍ୱପ୍ନରେ କୌଣସି ଅନ୍ଧ ବ୍ୟକ୍ତିଙ୍କୁ ଦେଖିବା ଶୁଭ ସଙ୍କେତ ହୋଇ ନଥାଏ। ଭବିଷ୍ୟତରେ କୌଣସି କାମରେ ସମସ୍ୟା ସୃଷ୍ଟି ହେବାକୁ ଏହା ସୂଚାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story