ହାତ ଓ ପାଦରୁ ଝାଳ ବାହାରୁଥିଲେ ଅଣଦେଖା କରନ୍ତୁ ନାହିଁ

ଗରମ ଦିନରେ ଦେହରୁ ଝାଳ ବାହାରିବା ଏକ ସ୍ୱାଭାବିକ ପ୍ରିକ୍ରିୟା। ଝାଳ ବୋହିବା ଶରୀର ପାଇଁ ଭଲ । କିନ୍ତୁ କିଛି ଲୋକଙ୍କର ଅଧିକ ଝାଳ ବାହାରେ। ଏମିତି ହେଲେ ସମସ୍ୟା ଦେଖାଯାଇପାରେ। ଅଧିକ ଝାଳ ବୋହିଲେ ଡିହାଇଡ୍ରେସନ୍ ଅବା ଶରୀରରେ ଲବଣ ଅଂଶ କମି ଯିବା ଭଳି ସମସ୍ୟା ଦେଖାଯାଇପାରେ। ବହୁତ ଅଧିକ ଝାଳ ବୋହିବା କିଛି ରୋଗ ନୁହେଁ। ସ୍ୱେଦ ଗ୍ରନ୍ଥିରେ ସମସ୍ୟା, ମାନସିକ ଚାପ, ହର୍ମନରେ ପରିବର୍ତ୍ତନ, ମସଲା ଯୁକ୍ତ ଖାଦ୍ୟ ଖାଇବା, […]

sweat

sweat

Rakesh Mallick
  • Published: Saturday, 24 February 2018
  • Updated: 24 February 2018, 10:45 AM IST

Sports

Latest News

ଗରମ ଦିନରେ ଦେହରୁ ଝାଳ ବାହାରିବା ଏକ ସ୍ୱାଭାବିକ ପ୍ରିକ୍ରିୟା। ଝାଳ ବୋହିବା ଶରୀର ପାଇଁ ଭଲ । କିନ୍ତୁ କିଛି ଲୋକଙ୍କର ଅଧିକ ଝାଳ ବାହାରେ। ଏମିତି ହେଲେ ସମସ୍ୟା ଦେଖାଯାଇପାରେ। ଅଧିକ ଝାଳ ବୋହିଲେ ଡିହାଇଡ୍ରେସନ୍ ଅବା ଶରୀରରେ ଲବଣ ଅଂଶ କମି ଯିବା ଭଳି ସମସ୍ୟା ଦେଖାଯାଇପାରେ। ବହୁତ ଅଧିକ ଝାଳ ବୋହିବା କିଛି ରୋଗ ନୁହେଁ। ସ୍ୱେଦ ଗ୍ରନ୍ଥିରେ ସମସ୍ୟା, ମାନସିକ ଚାପ, ହର୍ମନରେ ପରିବର୍ତ୍ତନ, ମସଲା ଯୁକ୍ତ ଖାଦ୍ୟ ଖାଇବା, ଅଧିକ ମାତ୍ରାରେ ଔଷଧ ଖାଇବା ସହିତ ପରିବର୍ତ୍ତିତ ଜଳବାୟୁ ଓ ମୋଟାପଣ ଭଳି ବିଭିନ୍ନ କାରଣରୁ ଅଧିକ ଝାଳ ବାହାରିଥାଏ। ବହୁତ ଅଧିକ ଝାଳ ବୋହିବା ସ୍ଥିତିକୁ ହାଇପରହାଇଡ୍ରୋସିସ୍ କୁହାଯାଏ।

ଶରୀର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବା ପାଇଁ ଝାଳ ବୋହିଥାଏ। ଆମ ଶରୀର ତାପମାତ୍ରା ୯୮.୬ ଡିଗ୍ରୀ ଫାରେନାହାଇଟ୍ ପାଖାପାଖି ରହିବା ଆବଶ୍ୟକ। ଏହାକୁ ନିୟନ୍ତ୍ରଣ ରଖିବା ପାଇଁ ଶରୀରେ ପାଖାପାଖି ୨୫ ଲକ୍ଷ ସ୍ୱେଦ ଗ୍ରନ୍ଥି ରହିଥାଏ। ଏଗୁଡ଼ିକ ଏୟାର କଣ୍ଡିସନ୍ ଭଳି କାର୍ଯ୍ୟ କରିଥାଆନ୍ତି। ଯେତେବେଳେ ଗରମ ବହୁତ ବଢ଼ିଯାଏ (ବାହାରର ତାପାମାତ୍ରା ହେତୁ ହେଉ ଅବା ଖାଇବା-ପିଇବା ଯୋଗୁଁ ହେଉ) ଶରୀରକୁ ଥଣ୍ଡା କରିବା ପାଇଁ ଏହି ଗ୍ରନ୍ଥିଗୁଡ଼ିକୁ ଝାଳ ବାହାରିବା ଆରମ୍ଭ ହୋଇଯାଏ। ଯେତେବେଳେ ପବନରେ ଝାଳ ଶୁଖିବାକୁ ଲାଗେ ସେତେବେଳେ ଆମକୁ ଥଣ୍ଡା ଲାଗେ ଓ ଶରୀରର ତାପାମତ୍ରା କମ୍ ହୋଇଯାଏ।

ପାଦ ଓ ହାତ ଝାଳକୁ ଅଣଦେଖା କରନ୍ତୁନି

କୌଣସି କାରଣ ନଥାଇ ବି ବେଳେ ବେଳେ ହାତ ଓ ପାଦରୁ ଝାଳ ବାହାରିଥାଏ। ଏହାକୁ ଅଣଦେଖା କରିବା ଉଚିତ ନୁହେଁ। ଏହାଦ୍ୱାରା ହୃତ୍‌ପିଣ୍ଡ ଜନିତ ସମସ୍ୟା ଦେଖା ଦେଇପାରେ। ଯଦି ଆପଣଙ୍କଠାରେ ଏପରି ସମସ୍ୟା ରହିଛି ତା’ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଏହାଛଡ଼ା ଅଧିକ ଝାଳ ବାହାରୁଥିଲେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଅଧିକ ଧ୍ୟାନ ରଖନ୍ତୁ। ଫଳରେ ସଂକ୍ରମଣରୁ ରକ୍ଷା ପାଇପାରିବେ। ଗରମ ଦିନରେ ଦୁଇଥର ଗାଧାନ୍ତୁ। ପିନ୍ଧା ବସ୍ତ୍ରକୁ ଭଲ ଭାବରେ ପରିଷ୍କାର କରନ୍ତୁ।

ଆଉ କ’ଣ କରିବେ?

ପ୍ରତିଦିନ ଗୋଟିଏ କପ୍‌ ଟମାଟୋ ଜୁସ୍‌ ପିଇଲେ ଅଧିକ ଝାଳ ବୋହି ନଥାଏ। ଏଥିସହିତ ଗ୍ରୀନ ଟି ଓ ପ୍ରଚୁର ପାଣି ପିଅନ୍ତୁ। ପାଣି ପିଇଲେ ଝାଳରୁ ଦୁର୍ଗନ୍ଧ ବାହାରି ନଥାଏ ଓ ଖାଦ୍ୟ ଭଲ ହଜମ ହୋଇଥାଏ। ଷ୍ଟ୍ରବେରି, ଅଙ୍ଗୁର ଓ ବାଦାମ କମ୍‌ ଖାଇବାକୁ ଚେଷ୍ଟା କରନ୍ତୁ। କାରଣ ଏଥିରେ ସିଲିକନ୍ ଅଧିକ ମାତ୍ରାରେ ଥିବା ଯୋଗୁଁ ଏହା ଝାଳ ତିଆରି କରିଥାଏ। ତେଣୁ ଏହାକୁ କମ୍‌ ଖାଇଲେ ଭଲ।  ଏଥିସହିତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story