ଅମୀର ଖାନ୍ ଓ ପତ୍ନୀଙ୍କୁ ସ୍ୱାଇନ୍ ଫ୍ଲୁ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅମୀର ଖାନ୍ ଓ ପତ୍ନୀ କିରଣ ରାଓଙ୍କୁ ସ୍ୱାଇନ୍ ଫ୍ଲୁ।  ଭିଡିଓ କନ୍‌ଫରେନ୍ସିଂ ଜରି‌ଆରେ ଏନେଇ ସୂଚନା ଦେଇଛନ୍ତି ନିଜେ ଅମୀର।  ଜଳ ସଂରକ୍ଷଣ ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ପୁଣେ ଯିବା ପୂର୍ବରୁ ସେ ସ୍ୱାଇନ୍ ଫ୍ଲୁ ରେ ପୀଡ଼ିତ ହୋଇଛନ୍ତି । ତେଣୁ ପୁଣେ ଯାଇନପାରିବାରୁ ଦୁଃଖ ପ୍ରକାଶ କରି ଅମୀର କହିଛନ୍ତି, ଏଚ୍ ଓ୍ୱାନ୍ ଏନ୍ ଓ୍ୱାନ୍ ଭୂତାଣୁ ଆକ୍ରାନ୍ତଙ୍କ ଠାରୁ ନିକଟରେ ଥିବା ସୁସ୍ଥ ବ୍ୟକ୍ତିଙ୍କୁ ବ୍ୟାପିବାର […]

aamir-kiran19-4

aamir-kiran19-4

Rakesh Mallick
  • Published: Sunday, 06 August 2017
  • Updated: 06 August 2017, 11:05 PM IST

Sports

Latest News

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅମୀର ଖାନ୍ ଓ ପତ୍ନୀ କିରଣ ରାଓଙ୍କୁ ସ୍ୱାଇନ୍ ଫ୍ଲୁ।  ଭିଡିଓ କନ୍‌ଫରେନ୍ସିଂ ଜରି‌ଆରେ ଏନେଇ ସୂଚନା ଦେଇଛନ୍ତି ନିଜେ ଅମୀର।  ଜଳ ସଂରକ୍ଷଣ ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ପୁଣେ ଯିବା ପୂର୍ବରୁ ସେ ସ୍ୱାଇନ୍ ଫ୍ଲୁ ରେ ପୀଡ଼ିତ ହୋଇଛନ୍ତି । ତେଣୁ ପୁଣେ ଯାଇନପାରିବାରୁ ଦୁଃଖ ପ୍ରକାଶ କରି ଅମୀର କହିଛନ୍ତି, ଏଚ୍ ଓ୍ୱାନ୍ ଏନ୍ ଓ୍ୱାନ୍ ଭୂତାଣୁ ଆକ୍ରାନ୍ତଙ୍କ ଠାରୁ ନିକଟରେ ଥିବା ସୁସ୍ଥ ବ୍ୟକ୍ତିଙ୍କୁ ବ୍ୟାପିବାର ଆଶଙ୍କା ଥାଏ । ତେଣୁ ସପ୍ତାହେ ପର୍ଯ୍ୟନ୍ତ ତାଙ୍କୁ ଘରେ ରହିବାକୁ ପଡ଼ିବ।  ଉଭୟେ ତାଙ୍କ ବାସଭବନରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story