ଭିଭିପାଟ୍ ମେସିନ୍‌ରେ  ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନରେ ମତଦାନ ବାଧାପ୍ରାପ୍ତ ହୋଇଛି। ଭିଭିପାଟ୍ ମେସିନ୍‌ରେ  ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି। ବିଜେପୁର ବ୍ଲକର ୮୮, ୧୦୨, ୧୪୧ ନଂ ବୁଥ୍‌ରେ ମେସିନ୍‌ ତ୍ରୁଟି ଯୋଗୁଁ ଏହି ସମସ୍ୟା ଦେଖାଯାଇଛି। ଭୋଟ୍ ଦାନର ଅଧ ଘଣ୍ଟାଏ ପରେ ଭିଭିପାଟ୍‌ରେ ତ୍ରୁଟି ଦେଖାଯାଇଥିଲା। ବରପାଲି ବ୍ଲକ ୨୦ ନଂ ବୁଥ୍‌ରେ ମେସିନ୍‌ରେ ବି ତ୍ରୁଟି ଅଭିଯୋଗ ହୋଇଥିଲା। ତେବେ ପରେ ଏହା ଠିକ୍ କରାଯାଇଥିଲା ଓ ଏବେ ଏଥିରେ ମତଦାନ […]

imagekite

imagekite

Rakesh Mallick
  • Published: Saturday, 24 February 2018
  • Updated: 24 February 2018, 09:26 AM IST

Sports

Latest News

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନରେ ମତଦାନ ବାଧାପ୍ରାପ୍ତ ହୋଇଛି। ଭିଭିପାଟ୍ ମେସିନ୍‌ରେ  ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି। ବିଜେପୁର ବ୍ଲକର ୮୮, ୧୦୨, ୧୪୧ ନଂ ବୁଥ୍‌ରେ ମେସିନ୍‌ ତ୍ରୁଟି ଯୋଗୁଁ ଏହି ସମସ୍ୟା ଦେଖାଯାଇଛି। ଭୋଟ୍ ଦାନର ଅଧ ଘଣ୍ଟାଏ ପରେ ଭିଭିପାଟ୍‌ରେ ତ୍ରୁଟି ଦେଖାଯାଇଥିଲା।

ବରପାଲି ବ୍ଲକ ୨୦ ନଂ ବୁଥ୍‌ରେ ମେସିନ୍‌ରେ ବି ତ୍ରୁଟି ଅଭିଯୋଗ ହୋଇଥିଲା। ତେବେ ପରେ ଏହା ଠିକ୍ କରାଯାଇଥିଲା ଓ ଏବେ ଏଥିରେ ମତଦାନ ଚାଲିଥିବା ନେଇ ସୂଚନା ମିଳିଛି।

ପ୍ରଥମ ଥର ପାଇଁ ଭିଭିପାଟ୍ ଦ୍ୱାରା ଭୋଟ ଗ୍ରହଣ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos