ଚିନ୍ତା କରୁଛନ୍ତି କି? ସାବଧାନ! କମି ଯିବ ସ୍ମରଣଶକ୍ତି

ନୂଆଦିଲ୍ଲୀ: କଥାରେ ଅଛି ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି। ଅର୍ଥାତ୍‌ ଅଧିକ ଦିନ ଧରି ହାଣ୍ଡିରେ ଲୁଣ ରଖିଲେ ହାଣ୍ଡି ନଷ୍ଟ ହୋଇଯାଏ। ସେହିପରି ଚିନ୍ତା ମଣିଷର ସ୍ୱାସ୍ଥ୍ୟ ନଷ୍ଟ କରିଦିଏ। ଚିନ୍ତିତ ରହିବା ଦ୍ୱାରା ଖାଲି ଯେ ସ୍ୱାସ୍ଥ୍ୟ ନଷ୍ଟ ହୋଇଥାଏ, ତାହା ନୁହେଁ, ଏହା ସ୍ମରଣଶକ୍ତି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ। ଅତ୍ୟଧିକ ଚିନ୍ତିତ ରହିବା ଦ୍ୱାରା ସ୍ମରଣଶକ୍ତି କମି ଯାଇଥାଏ। ଏ କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥାଇ ପାରେ, […]

chinta

chinta

Rakesh Mallick
  • Published: Tuesday, 24 April 2018
  • Updated: 24 April 2018, 07:31 PM IST

Sports

Latest News

ନୂଆଦିଲ୍ଲୀ: କଥାରେ ଅଛି ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି। ଅର୍ଥାତ୍‌ ଅଧିକ ଦିନ ଧରି ହାଣ୍ଡିରେ ଲୁଣ ରଖିଲେ ହାଣ୍ଡି ନଷ୍ଟ ହୋଇଯାଏ। ସେହିପରି ଚିନ୍ତା ମଣିଷର ସ୍ୱାସ୍ଥ୍ୟ ନଷ୍ଟ କରିଦିଏ। ଚିନ୍ତିତ ରହିବା ଦ୍ୱାରା ଖାଲି ଯେ ସ୍ୱାସ୍ଥ୍ୟ ନଷ୍ଟ ହୋଇଥାଏ, ତାହା ନୁହେଁ, ଏହା ସ୍ମରଣଶକ୍ତି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ। ଅତ୍ୟଧିକ ଚିନ୍ତିତ ରହିବା ଦ୍ୱାରା ସ୍ମରଣଶକ୍ତି କମି ଯାଇଥାଏ। ଏ କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥାଇ ପାରେ, ହେଲେ ଏହା ସତ। ନିକଟରେ ୟୁନିଭର୍ସିଟି ଅଫ୍‌ ଟରଣ୍ଟୋ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି।

ସର୍ଭେ ରିପୋର୍ଟ ଅନୁସାରେ ମସ୍ତିଷ୍କରେ ଥିବା ହିପ୍ପୋ କ୍ୟାମ୍ପସରେ ଆମ ସ୍ମରଣଶକ୍ତି ରହିଥାଏ। ଏଥିସହ ଅନ୍ୟ ପ୍ରତି ସମ୍ବେଦନଶୀଳତା ଦେଖାଇବା କାମ ମଧ୍ୟ ଏହି ସ୍ଥାନରୁ ହୋଇଥାଏ। ଏହାର ଆକାରା ଦେଖିବାକୁ ପାଣି ହାତୀ ପରି ହୋଇଥିବାରୁ ଏହାର ଏପରି ନାମକରଣ ହୋଇଛି। ଏହାଦ୍ୱାରା ଆମେ ସମସ୍ତ କଥା ମନେ ରଖିପାରୁ।

କିନ୍ତୁ ନିଶା, ଚିନ୍ତା ଓ ଦୁଃଖ ସବୁବେଳେ ଲାଗି ରହିବା କାରଣରୁ ହିପ୍ପୋ କ୍ୟାମ୍ପସ୍‌ ଧୀରେ ଧୀରେ ଦୁର୍ବଳ ହୋଇଯାଏ। ଫଳରେ ସ୍ମରଣଶକ୍ତି କମିଯାଏ। ଏହାଦ୍ୱାରା ଅଧିକାଂଶ କଥା ମନେ ରହେନାହିଁ। ସେହିଭଳି ଅଲ୍‌ଜାଇମର ରୋଗ ହେଲେ ମଧ୍ୟ ହିପ୍ପୋ କକ୍ୟାମ୍ପସ ଦୁର୍ବଳ ହୋଇ ସ୍ମରଣଶକ୍ତି ଉପରେ ପ୍ରଭାବ ପକାଇଥାଏ।

ୟୁନିଭର୍ସିଟି ଅଫ୍‌ ଟରଣ୍ଟୋ ପକ୍ଷରୁ ହୋଇଥିବା ଏହି ସର୍ଭେକୁ କରେଣ୍ଟ ବାୟୋଲୋଜି ନାମକ ଜର୍ନଲରେ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story