ଏମିତି ହେଲା କୁଖ୍ୟାତ ଆତଙ୍କବାଦୀ ଅବୁଙ୍କ ଦି ଏଣ୍ଡ : ଭାରିପଡ଼ିଲା ପ୍ରେମ, ପତ୍ନୀ ସହ ରାତି ବିତାଇବା ବେଳେ ଲକ୍ଷ୍ୟ ଭେଦ କଲା ପୋଲିସ

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ କୁଖ୍ୟାତ ଆତଙ୍କବାଦୀ ଅବୁ ଦୁଜାନ ପୋଲିସ ଗୁଳିରେ ନିହତ ହୋଇଛନ୍ତି। ଜମ୍ମୁ କଶ୍ମୀରିର ପୁଲଓ୍ୱାମା ହାକ୍ରିପୁରା ଅଂଚଳରେ ପୋଲିସ୍‌ ଏନ୍‌କାଉଣ୍ଟରରେ ତାଙ୍କର ମୃତ୍ୟୁ ଘଟିଛି।  ପୋଲିସ ଗୁଳିରେ ଶିକାର ହୋଇଥିବା ଅବୁ ଦୁଜାନଙ୍କ ପଛରେ ଥିବା ଘଟଣା କୌଣସି ସିନେମାର କାହାଣୀଠାରୁ କମ୍ ନୁହଁ। ଅବୁ ଦୁଜାନଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିଲା। ଅବୁ ଦୁଜାନଙ୍କ ଗତିବିଧିକୁ ଟ୍ରାକ୍‌ କରି ପୋଲିସ ରଣନୀତି ପ୍ରସ୍ତୁତ କରିଥିଲା। ଆଉ ଅବୁ ଦୁଜାନଙ୍କ ପାଇଁ […]

photo

photo

Rakesh Mallick
  • Published: Tuesday, 01 August 2017
  • Updated: 01 August 2017, 08:21 PM IST

Sports

Latest News

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ କୁଖ୍ୟାତ ଆତଙ୍କବାଦୀ ଅବୁ ଦୁଜାନ ପୋଲିସ ଗୁଳିରେ ନିହତ ହୋଇଛନ୍ତି। ଜମ୍ମୁ କଶ୍ମୀରିର ପୁଲଓ୍ୱାମା ହାକ୍ରିପୁରା ଅଂଚଳରେ ପୋଲିସ୍‌ ଏନ୍‌କାଉଣ୍ଟରରେ ତାଙ୍କର ମୃତ୍ୟୁ ଘଟିଛି।  ପୋଲିସ ଗୁଳିରେ ଶିକାର ହୋଇଥିବା ଅବୁ ଦୁଜାନଙ୍କ ପଛରେ ଥିବା ଘଟଣା କୌଣସି ସିନେମାର କାହାଣୀଠାରୁ କମ୍ ନୁହଁ। ଅବୁ ଦୁଜାନଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିଲା। ଅବୁ ଦୁଜାନଙ୍କ ଗତିବିଧିକୁ ଟ୍ରାକ୍‌ କରି ପୋଲିସ ରଣନୀତି ପ୍ରସ୍ତୁତ କରିଥିଲା।

ଆଉ ଅବୁ ଦୁଜାନଙ୍କ ପାଇଁ ଭାରିପଡ଼ିଲା ନିଜ ପ୍ରିୟତମାଙ୍କ ପ୍ରେମ। ନିଜ ପତ୍ନୀଙ୍କୁ ଦେଖା କରିବାକୁ ଆସି ଫସିଗଲେ ଅବୁ ଦୁଜାନ। ପୋଲିସ କହିବା ଅନୁଯାୟୀ ହାକ୍ରିପୁରା ଅଂଚଳରେ ଅବୁ ଦୁଜାନଙ୍କ ପତ୍ନୀ ରୁହନ୍ତି। ମଝିରେ ମଝିରେ ଅବୁ ଦୁଜାନ    ନିଜ ପତ୍ନଙ୍କୁ ଦେଖା କରିବାକୁ ଆସୁଥିଲେ। ଏନେଇ ପୋଲିସ ତାଙ୍କ ଉ ପରେ ତୀକ୍ଷ୍ଣ ନଜର ରଖିଥିଲା। ସମ୍ପୃକ୍ତ ଆତଙ୍କବାଦୀଙ୍କ ଗିତିବିଧି ଉପରେ ନଜର ରଖିଥିଲା ପୋଲିସ। ସେହି ଅନୁଯାୟୀ, ହାକ୍ରିପୁରାଠାରେ ଅବୁ ଦୁଜାନ ପତ୍ନୀଙ୍କ ବାଷଭବନ ଚାରିପଟେ ବ୍ୟାପକ ପୋଲିସ ଛାଉଣି କରାଯାଥିଲା।

ଅତିଗୁପ୍ତଭାବେ ଏମାନେ ଲୁଚି ରହିଥିଲେ।  ତେବେ ମଙ୍ଗଳବାର ଗୁଇନ୍ଦା  ବିଭାଗ ପକ୍ଷରୁ ପକ୍କା ଖବର ଆସିବା ପରେ ପୋଲିସ ସଜାଗ ହୋଇଯାଥିଲା। ରାତିସାରା ସର୍ଚ୍ଚ ଅପରେଶନ କରାଯାଇଥିଲା।  ଆଉ ରାତି ୪ଟା ୩୦ରେ ଉକ୍ତ ଘର  ଉପରେ ପୋଲିସ ପକ୍ଷରୁ ଆକ୍ରମଣ କରାଯାଇଥିଲା। ଆତଙ୍କବାଦୀ ଜଣକ ଘର ଭିତରେ ଥିବାରୁ ପୋଲିସ ଅନ୍ୟ କୌଣସି ଉପାୟ ନ ପାଇ ସେହି ଘରକୁ ବିଷ୍ଫୋରଣ କରି ଜାଳିଦେଇଥିଲେ।  ଆଉ ପୋଲିସ ଏନ୍‌କାଉଣ୍ଟରରରେ  ଅବୁ ଦୁଜାନା ସମେତ ଦୁଇ ଜଣଙ୍କ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।

ଏଥିରେ ଜମ୍ମୁ କଶ୍ମୀର ପୋଲିସକୁ ୧୮୨ ବାଟାଲିୟନ, ୧୮୩ ବାଟାଲିୟନ ଏବଂ କେନ୍ଦ୍ରୀୟ ରିଜର୍ଭ ଫୋର୍ସ ସହଯୋଗ କରିଥିଲା। ସୂଚନା ଅନୁଯାୟୀ କିଛି ମାସ ତଳେ ଆତଙ୍କବାଦୀ ଦୁଜାନାକୁ କଶ୍ମୀର ଭ୍ୟାଲିର କମାଣ୍ଡର ଭାବେ ଘୋଷଣା କରାଯାଇଥିଲା ସେହିପରି ଲସ୍କର-ଏ-ତୋଇବାର କାଶ୍ମୀର ମୁଖ୍ୟ ଥିଲେ ଦୁଜାନା।  ପୂର୍ବରୁ ଅବୁ ଦୁଜାନଙ୍କ ନାଁ ଟେରର ଓ୍ୱାଣ୍ଟେଡ ଲିଷ୍ଟରେ ରହିଥିଲା।

ଫଟୋ: ବାମପଟ ଫଟୋରେ ନିଜେ ଆତଙ୍କବାଦୀ ଅବୁ ଦୁଜାନ ହୋଇଥିବା ବେଳେ ଡାହାଣପଟରେ ସାଙ୍କେତିକ ଦିଆଯାଇଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story