ଏହି ୪ଟି ରାଶି ଉପରେ ମା' ଲକ୍ଷ୍ମୀ ସବୁବେଳେ ପ୍ରସନ୍ନ ରହିଥାନ୍ତି!  

ମଣିଷ ଜନ୍ମ ହେବା ମାତ୍ରେ ହିଁ ତା’ର ଭାଗ୍ୟ ନିର୍ଦ୍ଧାରଣ ହୋଇଯାଏ। ବ୍ୟକ୍ତିର ଜାତକରୁ ତା’ର ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ବିଷୟରେ କିଛି କିଛି ଜାଣିପାରୁ। ଆଜି ଆମେ ଆପଣଙ୍କୁ ୧୨ଟି ରାଶି ମଧ୍ୟରୁ ୪ଟି ଭାଗ୍ୟଶାଳୀ ରାଶି ବିଷୟରେ କହିବୁ। ଏହି ୪ଟି ରାଶି ଉପରେ ସର୍ବଦା ମାତା ଲକ୍ଷ୍ମୀ ପ୍ରଶସନ୍ନ ରହିଥାନ୍ତି। ମା’ ଲକ୍ଷ୍ମୀଙ୍କ କୃପାରୁ ଏହି ୪ଟି ରାଶିର ଲୋକଙ୍କ ପାଖରେ କେବେ ହେଲେ ଧନର ଅଭାବ ହୋଇନଥାଏ ବୋଲି କୁହାଯାଏ। […]

rashi

rashi

Rakesh Mallick
  • Published: Wednesday, 27 June 2018
  • Updated: 27 June 2018, 11:31 AM IST

Sports

Latest News

ମଣିଷ ଜନ୍ମ ହେବା ମାତ୍ରେ ହିଁ ତା'ର ଭାଗ୍ୟ ନିର୍ଦ୍ଧାରଣ ହୋଇଯାଏ। ବ୍ୟକ୍ତିର ଜାତକରୁ ତା'ର ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ବିଷୟରେ କିଛି କିଛି ଜାଣିପାରୁ। ଆଜି ଆମେ ଆପଣଙ୍କୁ ୧୨ଟି ରାଶି ମଧ୍ୟରୁ ୪ଟି ଭାଗ୍ୟଶାଳୀ ରାଶି ବିଷୟରେ କହିବୁ। ଏହି ୪ଟି ରାଶି ଉପରେ ସର୍ବଦା ମାତା ଲକ୍ଷ୍ମୀ ପ୍ରଶସନ୍ନ ରହିଥାନ୍ତି। ମା' ଲକ୍ଷ୍ମୀଙ୍କ କୃପାରୁ ଏହି ୪ଟି ରାଶିର ଲୋକଙ୍କ ପାଖରେ କେବେ ହେଲେ ଧନର ଅଭାବ ହୋଇନଥାଏ ବୋଲି କୁହାଯାଏ।

ବୃଷ- ୧୨ଟି ରାଶି ମଧ୍ୟରୁ ପ୍ରଥମ ଭାଗ୍ୟବାନ୍ ରାଶି ହେଉଛି ବୃଷ ରାଶି। ଏହି ରାଶିର ସ୍ୱାମୀ ହେଉଛନ୍ତି ଶୁକ୍ର। ତେଣୁ ଶୁକ୍ର ଗ୍ରହର ପ୍ରଭାବ ସବୁବେଳେ ଏହି ରାଶି ଉପରେ ରହିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ଧନ, ବିଳାସ ଓ ପ୍ରେମର କାରକ କୁହାଯାଏ। ଶୁକ୍ର ଗ୍ରହର ପ୍ରଭାବ କାରଣରୁ ଏହି ରାଶିର ଲୋକେ ସବୁବେଳେ ଖୁସିରେ ଜୀବନ ବିତାଇଥାନ୍ତି। ଏମାନଙ୍କ ଉପରେ ମା' ଲକ୍ଷ୍ମୀଙ୍କର ସବୁବେଳେ କୃପାଦୃଷ୍ଟି ରହିଥାଏ।

କର୍କଟ- ଏହି ରାଶିର ଲୋକମାନେ ଭୋଗ ବିଳାସରେ ଜୀବନ କାଟିବାକୁ ଭଲପାଆନ୍ତି। ଏମାନେ କେବେ ବି ପରିଶ୍ରମ କରିବାକୁ ପଛାନ୍ତି ନାହିଁ। ଏମାନେ ନିଜ ପରିଶ୍ରମ ବଳରେ ଧନୀ ହୋଇଥାନ୍ତି।

ସିଂହ- ଏହି ରାଶିର ଲୋକଙ୍କର ନେତୃତ୍ୱ ନେବାର ଦକ୍ଷତା ଥାଏ। ଏମାନେ ପ୍ରତିକୂଳ ସ୍ଥିତିର କଡ଼ା ମୁକାବିଲା କରିଥାନ୍ତି। ଏମାନେ ନିଜର କ୍ଷମତା ଓ ନେତୃତ୍ୱ ବଳରେ ଧନ ଓ ମାନ ସମ୍ମାନ ପ୍ରାପ୍ତ କରିଥାନ୍ତି।

ବିଛା- ଏହି ରାଶିର ବ୍ୟକ୍ତିମାନଙ୍କ ଜାତକରେ ଧନୀ ହେବାର ସମସ୍ତ ଗୁଣ ରହିଥାଏ। ମା' ଲକ୍ଷ୍ମୀ ବିଛା ରାଶି ଉପରେ ସବୁଠୁ ଅଧିକ କୃପା କରିଥାନ୍ତି। ଏମାନଙ୍କୁ ଜୀବନରେ ଆରାମ ଓ ବିଳାସରେ ରହିବାର ସମସ୍ତ ସୁବିଧା ପ୍ରାପ୍ତ ହୋଇଥାଏ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story