ଯାତ୍ରା କରିବା ସମୟରେ ଏହା ହେଲେ ଶୁଭ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ବିଭିନ୍ନ ପ୍ରସଙ୍ଗରେ ଜ୍ୟୋତିଷଙ୍କ ପରାମର୍ଶ ନେଉ। ଦୂରସ୍ଥାନକୁ ଯାତ୍ରା କରିବା ସମୟରେ କିମ୍ବା ଘରୁ କୌଣସି ଶୁଭ କାର୍ଯ୍ୟ ପାଇଁ ବାହାରିଲେ କିଛି ଲୋକ ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତି। ଘରୁ କୌଣସି ଶୁଭ କାମ ପାଇଁ ବାହାରିବା ସମୟରେ ଫଳ କ&#039;ଣ ମିଳିବ ଜାଣିବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଯାତ୍ରା ଶୁଭ ହେବକି ନାହିଁ ତାହା ଆମକୁ କିଛି ସଂକେତରୁ ଜଣାପଡ଼ିଯାଏ। ଘରୁ ବାହାରିବା ସମୟରେ ଯଦି ଆପଣ ଛିଙ୍କି ଦିଅନ୍ତି ତାହାଲେ ଶୁଭ। ଆହୁରି ମଧ୍ୟ ଘରୁ ବାହାରିବା ବେଳେ ଝିଟିପିଟି ଟିକ୍&zwnj;ଟିକ୍&zwnj; ଶବ୍ଦ କଲେ ଅବା ଝିଟିପିଟି ଆପଣଙ୍କ ଆଗରେ ପଡ଼ିଗଲେ ଯାତ୍ରା ଶୁଭ ହେବ ବୋଲି ଜାଣନ୍ତୁ।</p>

Ordigital Desk
  • Published: Thursday, 01 February 2018
  • Updated: 01 February 2018, 01:52 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ବିଭିନ୍ନ ପ୍ରସଙ୍ଗରେ ଜ୍ୟୋତିଷଙ୍କ ପରାମର୍ଶ ନେଉ। ଦୂରସ୍ଥାନକୁ ଯାତ୍ରା କରିବା ସମୟରେ କିମ୍ବା ଘରୁ କୌଣସି ଶୁଭ କାର୍ଯ୍ୟ ପାଇଁ ବାହାରିଲେ କିଛି ଲୋକ ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତି। ଘରୁ କୌଣସି ଶୁଭ କାମ ପାଇଁ ବାହାରିବା ସମୟରେ ଫଳ କ&#039;ଣ ମିଳିବ ଜାଣିବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଯାତ୍ରା ଶୁଭ ହେବକି ନାହିଁ ତାହା ଆମକୁ କିଛି ସଂକେତରୁ ଜଣାପଡ଼ିଯାଏ। ଘରୁ ବାହାରିବା ସମୟରେ ଯଦି ଆପଣ ଛିଙ୍କି ଦିଅନ୍ତି ତାହାଲେ ଶୁଭ। ଆହୁରି ମଧ୍ୟ ଘରୁ ବାହାରିବା ବେଳେ ଝିଟିପିଟି ଟିକ୍&zwnj;ଟିକ୍&zwnj; ଶବ୍ଦ କଲେ ଅବା ଝିଟିପିଟି ଆପଣଙ୍କ ଆଗରେ ପଡ଼ିଗଲେ ଯାତ୍ରା ଶୁଭ ହେବ ବୋଲି ଜାଣନ୍ତୁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos