ଏହି ଦେଶରେ ଭାରତୀୟ ଏକ ଟଙ୍କାର ମୂଲ୍ୟ ୩୫୦ ଟଙ୍କା ସହିତ ସମାନ

ଆପଣ ଖବରକାଗଜରେ ଗୋଟିଏ ଖବର ପଢ଼ିଥିବେ ନିଶ୍ଚୟ। ତାହା ହେଲା ଆମେରିକା ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଛି। ଖାଲି ଆମେରିକା ନୁହେଁ, ବ୍ରିଟେନ୍‌, ଚୀନ୍, ୟୁଏଇ ଭଳି ଅନେକ ଦେଶ ଅଛନ୍ତି ଯେଉଁ ଦେଶ ଗୁଡ଼ିକର ମୁଦ୍ରାର ମୂଲ୍ୟ ଭାରତୀୟ ମୁଦ୍ରାଠାରୁ ଅଧିକ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଭାରତର ୧ ଟଙ୍କା କେଉଁ ଦେଶର ୩୫୦ ଟଙ୍କା ସହିତ ସମାନ ବୋଲି ? ଆଜି ଆମେ ଆପଣଙ୍କୁ ଏଭଳି ୭ଟି […]

country

country

Rakesh Mallick
  • Published: Sunday, 18 March 2018
  • Updated: 18 March 2018, 08:49 PM IST

Sports

Latest News

ଆପଣ ଖବରକାଗଜରେ ଗୋଟିଏ ଖବର ପଢ଼ିଥିବେ ନିଶ୍ଚୟ। ତାହା ହେଲା ଆମେରିକା ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଛି। ଖାଲି ଆମେରିକା ନୁହେଁ, ବ୍ରିଟେନ୍‌, ଚୀନ୍, ୟୁଏଇ ଭଳି ଅନେକ ଦେଶ ଅଛନ୍ତି ଯେଉଁ ଦେଶ ଗୁଡ଼ିକର ମୁଦ୍ରାର ମୂଲ୍ୟ ଭାରତୀୟ ମୁଦ୍ରାଠାରୁ ଅଧିକ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଭାରତର ୧ ଟଙ୍କା କେଉଁ ଦେଶର ୩୫୦ ଟଙ୍କା ସହିତ ସମାନ ବୋଲି ? ଆଜି ଆମେ ଆପଣଙ୍କୁ ଏଭଳି ୭ଟି ଦେଶ ବିଷୟରେ ଜଣାଇବୁ ଯେଉଁଠାରେ ଭାରତର ୧ ଟଙ୍କାର ମୂଲ୍ୟ ଖୁବ୍ ବେଶୀ।

ଭିଏତ୍‌ନାମ୍: ଭାରତର ୧ଟଙ୍କାର ମୂଲ୍ୟ ୩୫୦ ଭିଏତ୍‌ନାମ୍ କରେନ୍‌ସି ଡୋଙ୍ଗ ସହିତ ସମାନ।

ଇଣ୍ଡୋନେସିଆ: ଭାରତର ଟଙ୍କାକର ମୂଲ୍ୟ ଇଣ୍ଡୋନେସିଆ କରେନ୍‌ସି ୨୦୬ ଟଙ୍କା ସହିତ ସମାନ।

କାମ୍ବୋଡିଆ: ଭାରତୀୟ ଏକ ଟଙ୍କାର ମୂଲ୍ୟ କାମ୍ବୋଡିଆରେ ୬୩ ଟଙ୍କା ସହିତ ସମାନ।

ମଙ୍ଗୋଲିଆ: ଭାରତର ୧ ଟଙ୍କା ମଙ୍ଗୋଲିଆ କରେନ୍‌ସିର ୩୭ ଟଙ୍କା ସହିତ ସମାନ।

କୋଷ୍ଟାରିକା: ଏଠାରେ ଭାରତୀୟ ଏକ ଟଙ୍କାର ମୂଲ୍ୟ ୮ ଟଙ୍କା ସହିତ ସମାନ।

ପାରାଗୁଏ: ଭାରତୀୟ ଏକ ଟଙ୍କାର ମୂଲ୍ୟ ଏଠାକାର ମୁଦ୍ରା ଅନୁସାରେ ୮୬ ଟଙ୍କା ସହିତ ସମାନ।

ହଙ୍ଗେରୀ: ଏଠାରେ ‌ଭାରତର ଟଙ୍କାକର ମୂଲ୍ୟ ୪.୪୨ ଟଙ୍କା ସହିତ ସମାନ।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos