ମୁଡ୍‌ ଭଲ ରଖିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ

ଆଜିର ବ୍ୟସ୍ତବହୁଳ ଜୀବନରେ ଟେନ୍‌ସନ୍‌ ବା ଅବସାଦର ସମ୍ମୁଖୀନ କରିବା ସାଧାରଣ କଥା ହୋଇଗଲାଣି। ଅବସାଦ କାରଣରୁ ମନକୁ ରାଗ ଆସିଥାଏ। ଅଧିକ ରାଗ ଶରୀର ପାଇଁ ହାନିକାରକ। କ୍ରୋଧ କାରଣରୁ ମସ୍ତିଷ୍କ ହର୍ମୋନ ଉପରେ ପ୍ରଭାବ ପକାଇଥାଏ। ଏହାଦ୍ୱାରା ଭାବିବାର କ୍ଷମତା ମଧ୍ୟ ହ୍ରାସ ପାଏ। ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇବା ଦ୍ୱାରା ରାଗ ଉପରେ ନିୟନ୍ତ୍ରଣ କରିହେବ। ଦହିରେ କ୍ୟାଲ୍‌ସିୟମ୍‌ ରହିଛି। ଏହା ମୁଡ୍‌କୁ ଥଣ୍ଡା ରଖିବାରେ ସାହାଯ୍ୟ କରେ। ଦହି […]

image

image

Rakesh Mallick
  • Published: Sunday, 04 March 2018
  • Updated: 04 March 2018, 09:42 AM IST

Sports

Latest News

ଆଜିର ବ୍ୟସ୍ତବହୁଳ ଜୀବନରେ ଟେନ୍‌ସନ୍‌ ବା ଅବସାଦର ସମ୍ମୁଖୀନ କରିବା ସାଧାରଣ କଥା ହୋଇଗଲାଣି। ଅବସାଦ କାରଣରୁ ମନକୁ ରାଗ ଆସିଥାଏ। ଅଧିକ ରାଗ ଶରୀର ପାଇଁ ହାନିକାରକ। କ୍ରୋଧ କାରଣରୁ ମସ୍ତିଷ୍କ ହର୍ମୋନ ଉପରେ ପ୍ରଭାବ ପକାଇଥାଏ। ଏହାଦ୍ୱାରା ଭାବିବାର କ୍ଷମତା ମଧ୍ୟ ହ୍ରାସ ପାଏ। ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇବା ଦ୍ୱାରା ରାଗ ଉପରେ ନିୟନ୍ତ୍ରଣ କରିହେବ।

  • ଦହିରେ କ୍ୟାଲ୍‌ସିୟମ୍‌ ରହିଛି। ଏହା ମୁଡ୍‌କୁ ଥଣ୍ଡା ରଖିବାରେ ସାହାଯ୍ୟ କରେ। ଦହି ଖାଇବା ଦ୍ୱାରା estrogen progesteroneକୁ ସନ୍ତୁଳନ ରଖିଥାଏ।
  • କଦଳୀରେ କାର୍ବୋହାଇଡ୍ରେଡ୍‌, ପୋଟାସିୟମ୍‌, ଭିଟାମିନ୍‌ ବି୬, ଓ ମ୍ୟାଗ୍ନେସିୟମ୍‌ ରହିଛି। ନିୟମିତ ସକାଳେ ଦୁଇଟି କଦଳୀ ଖାଇବା ଦ୍ୱାରା ମସ୍ତିଷ୍କରେ Serotonin ଲେବଲ୍‌ ବୃଦ୍ଧି ହେବା ସହ ମୁଡ୍‌କୁ ଭଲ କରିବାରେ ସାହାଯ୍ୟ କରେ।
  • ଅଖରୋଟ ରାଗକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ। ଏଥିରେ ଓମେଗା ୩ ଫ୍ୟାଟି ଏସିଡ୍‌ ଓ ମ୍ୟାଗ୍ନସିୟମ୍‌ ରହିଛି ଯାହା ମୁଡ୍‌ ଭଲ କରିବାରେ ସାହାଯ୍ୟ କରିଥାଏ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos