ଏମାନେ ଥିଲେ ସେହି ବିହାର ଟପ୍ପର୍: ଯେଉଁମାନଙ୍କୁ ଜଣା ନଥିଲା ବିଷୟର ନାଁ

ପାଟନା: ବିହାର ବୋର୍ଡ ପରୀକ୍ଷାରେ ଟପ୍‌ କରିଥିବା ବା ସବୁଠୁ ଅଧିକ ନମ୍ବର ରଖି କୃତିତ୍ୱ ହାସଲ କରିଥିବା ପିଲାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ପୂର୍ବରୁ ଟପ୍ପରଙ୍କୁ ନେଇ ଅନେକ ଅପବାଦ ଅର୍ଜନ କରିଛି ବିହାର। ଯେତେବେଳେ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଥିବା ପରୀକ୍ଷାର୍ଥୀ ସହଜ ପ୍ରଶ୍ନର ଉତ୍ତର ଦେଇପାରି ନଥିଲେ। କିଛି ଟପ୍ପର ଏମିତି ବି ଥିଲେ ଯେଉଁମାନଙ୍କୁ ବିଷୟର ନାଁ ମଧ୍ୟ ଠିକ୍‌ ଭାବେ ଜଣି ନଥିଲେ। ଆଜି ବିହାର ଦ୍ୱାଦଶ ଇଣ୍ଟର […]

bihar

bihar

Rakesh Mallick
  • Published: Wednesday, 06 June 2018
  • Updated: 06 June 2018, 09:17 PM IST

Sports

Latest News

ପାଟନା: ବିହାର ବୋର୍ଡ ପରୀକ୍ଷାରେ ଟପ୍‌ କରିଥିବା ବା ସବୁଠୁ ଅଧିକ ନମ୍ବର ରଖି କୃତିତ୍ୱ ହାସଲ କରିଥିବା ପିଲାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ପୂର୍ବରୁ ଟପ୍ପରଙ୍କୁ ନେଇ ଅନେକ ଅପବାଦ ଅର୍ଜନ କରିଛି ବିହାର। ଯେତେବେଳେ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଥିବା ପରୀକ୍ଷାର୍ଥୀ ସହଜ ପ୍ରଶ୍ନର ଉତ୍ତର ଦେଇପାରି ନଥିଲେ। କିଛି ଟପ୍ପର ଏମିତି ବି ଥିଲେ ଯେଉଁମାନଙ୍କୁ ବିଷୟର ନାଁ ମଧ୍ୟ ଠିକ୍‌ ଭାବେ ଜଣି ନଥିଲେ। ଆଜି ବିହାର ଦ୍ୱାଦଶ ଇଣ୍ଟର ମିଡିଏଟ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଯାହାକୁ ନେଇ ବିହାର ବୋର୍ଡ ପରୀକ୍ଷାକୁ ନେଇ ଥିବା ପୂର୍ବ ରେକର୍ଡ ପୁଣି ଚର୍ଚ୍ଚାକୁ ଆସିଛି। ଆସନ୍ତୁ ଜାଣିବା ଏମିତି କିଛି ଛାତ୍ରଙ୍କ ସମ୍ପର୍କରେ ଯେଉଁମାନଙ୍କୁ ପାଠର ‘ପା’ ଅକ୍ଷର ଜଣା ନଥାଇ ବି ଟପ୍ପର ହୋଇଯାଇଥିଲେ।

ଗଣେଶ
୨୦୧୭ର ଟପ୍ପର ଥିଲେ ଗଣେଷ। କଳା ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେ ହିନ୍ଦୀରେ ୧୦୦ ମାର୍କରୁ ୯୨, ଇତିହାସରେ ୧୦୦ରୁ ୮୦, ସଙ୍ଗୀତରେ ୧୦୦ରୁ ୮୩, ସାମାଜିକ ବିଜ୍ଞାନରେ ୧୦୦ରୁ ୮୦, ମନୋବିଜ୍ଞାନରେ ୧୦୦ରୁ ୫୯ ମାର୍କ, ଏନ୍‌ଆରଏରେ ୫୦ରୁ ୪୨ ମାର୍କ, ଏମ୍‌ଏମ୍‌ଏଲ୍‌ରେ ୫୦ରୁ ୩୬ ମାର୍କ ରଖିଥିଲେ। କିନ୍ତୁ ସଙ୍ଗୀତରେ ତାଙ୍କ ଜ୍ଞାନ ଶୂନ। ଯେତେବେଳେ ତାଙ୍କୁ ସୁର, ତାଳ ଓ ଲୟ ବିଷୟରେ ପଚରାଗଲା, ସେ କିଛି ଉତ୍ତର ଦେଇପାରିଲେ ନାହିଁ। କେବଳ ଏତିକି ନୁହେଁ ତାଙ୍କୁ ପାଠ୍ୟ ବିଷୟ ବସ୍ତୁ ସମ୍ପର୍କରେ ମଧ୍ୟ ସଠିକ ଭାବେ କିଛି ଜଣା ନଥିଲା। ସେମିତି ହିନ୍ଦୀରେ ୯୨ମାର୍କ ରଖି ପାସ୍‌ ହୋଇଥିବା ଗଣେଷଙ୍କୁ ଗଦ୍ୟ-ପଦ୍ୟ ବିଷୟରେ ମଧ୍ୟ ଜଣା ନଥିଲା। ସେ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇପାରୁ ନଥିଲେ। ଯେତେବଳେ ସମ୍ପୂର୍ଣ୍ଣ କେତୋଟି ପାଠ୍ୟ ବିଷୟ ଥିଲା ପଚରାଗଲା ସେ ଇଂଗ୍ରାଜୀ ମୋଟ ୫୦ ମାର୍କର ବୋଲି କହିଥିଲେ।

ସେ କହିଥିଲେ, 'ଟପ୍‌ କରିବାର ଆଶା ନଥିଲା। କିନ୍ତୁ ମୁଁ ଭଲ ଭାବେ ଲେଖିଥିଲି। ଗୋଲ ଗୋଲ ଏବଂ ପରିଷ୍କାର କରି ଲେଖିଥିଲି।'

ସେ ୧୯୯୦ରେ ମ୍ୟାଟ୍ରିକ ପରୀକ୍ଷା ପାସ୍‌ କରିଥିଲେ। ଶୁଣାଯାଉଛି ସେ ପରୀକ୍ଷାରେ ନିଜ ବୟସ ୨୪ ବୋଲି ଉଲ୍ଲେଖ କରିଥିଲେ।

ରୁବି ରାୟ
ସେମିତି ୨୦୧୬ରେ ରୁବି ରାୟ କଳା ବିଭାଗରେ ଟପ୍‌ କରିଥିଲେ। ସେ ପଲଟିକାଲ ସାଇନ୍ସକୁ ପ୍ରେଡିକାଲ୍‌ ସାଇନ୍ସ କହିଥିଲେ। ଏଥିସହ ସେ କହିଥିଲେ ‘ପ୍ରେଡିକଲ୍‌ ସାଇନ୍ସରେ ଖାଇବା ପ୍ରସ୍ତୁତ କରିବା ସମ୍ପର୍କରେ ପଢା ହୁଏ।’

ରୁବିଙ୍କୁ ମୋର୍ଟ କେତେ ମାର୍କର ପରୀକ୍ଷା ହୁଏ ପଚରାଯିବାରୁ ସେ କହିଥିଲେ ପରୀକ୍ଷାରେ ମୋଟ ୬ଟି ବିଷୟ ଥିଲା ଏବଂ ସବୁ ବିଷୟ ମୋଟ ୬୦୦ ମାର୍କର। କିନ୍ତୁ ବିହାର ବୋର୍ଡରେ ୫ଟି ବିଷୟ ୫୦୦ ମାର୍କର ଥାଏ।

ସୌରଭ
୨୦୧୬ରେ ବିଜ୍ଞାନରେ ଟପ୍‌ କରିଥିବା ସୌରଭର ଅବସ୍ଥା ମଧ୍ୟ କିଛି ଏମିତି ଥିଲା। ହାଜିପୁରରେ ରହୁଥିବା ସୌରଭ ୫୦୦ରୁ ୪୮୪ମାର୍କ ରଖିଥିଲେ। କିନ୍ତୁ ସେ ମଧ୍ୟ ବିଜ୍ଞାନ ସହ ସମ୍ପର୍କିତ ସାଧାରଣ ପ୍ରଶ୍ନର ଉତ୍ତର ଠିକ୍‌ ଭାବେ ଦେଇପାରୁ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story