ଖରାଦିନରେ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ

ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଏହାସହ ବଢ଼ୁଛି ଗୁଳୁଗୁଳି। ବେଳେବେଳେ ଆମେ ଏଥିରି ଅସ୍ତବ୍ୟସ୍ତ ହେଇପଡ଼ୁ। ଜାଣିପାରୁ ନାହୁଁ କ’ଣ ଖାଇବା ଓ କ’ଣ ନ ଖାଇବା କଥା। ତାହାହେଲେ ଆସନ୍ତୁ ଜାଣିବା ଖରାଦିନେ କ’ଣ ଖାଇବା ଅନୁଚିତ। ଆମିଷ- ଖରା ଦିନରେ ଆମିଷ ଅଧିକ ଖାଇବା ଅନୁଚିତ୍। ଆମିଷ ରୋଷେଇ କରିବା ବେଳେ ଏଥିରେ ଅଧିକ ତେଲ ମସଲା ଦିଆଯାଇଥାଏ। ଯାହାଦ୍ୱାରା ପେଟ ଖରାପ ହୋଇଥାଏ। ଏହା ଦ୍ୱାରା ଡାଇରିଆ ହେବାର ସମ୍ଭାବନା ଥାଏ। […]

summer-season-

summer-season-

Rakesh Mallick
  • Published: Saturday, 28 April 2018
  • Updated: 28 April 2018, 01:49 PM IST

Sports

Latest News

ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଏହାସହ ବଢ଼ୁଛି ଗୁଳୁଗୁଳି। ବେଳେବେଳେ ଆମେ ଏଥିରି ଅସ୍ତବ୍ୟସ୍ତ ହେଇପଡ଼ୁ। ଜାଣିପାରୁ ନାହୁଁ କ’ଣ ଖାଇବା ଓ କ’ଣ ନ ଖାଇବା କଥା। ତାହାହେଲେ ଆସନ୍ତୁ ଜାଣିବା ଖରାଦିନେ କ’ଣ ଖାଇବା ଅନୁଚିତ।

ଆମିଷ- ଖରା ଦିନରେ ଆମିଷ ଅଧିକ ଖାଇବା ଅନୁଚିତ୍। ଆମିଷ ରୋଷେଇ କରିବା ବେଳେ ଏଥିରେ ଅଧିକ ତେଲ ମସଲା ଦିଆଯାଇଥାଏ। ଯାହାଦ୍ୱାରା ପେଟ ଖରାପ ହୋଇଥାଏ। ଏହା ଦ୍ୱାରା ଡାଇରିଆ ହେବାର ସମ୍ଭାବନା ଥାଏ। ଡାଇରିଆ ହେଲେ ଆମ ଦେହରେ ଜଳୀୟଅଂଶ କମ୍‌ ହୋଇଯାଇଥାଏ। ଆମେ ଦୁର୍ବଳ ହୋଇଯାଇଥାନ୍ତି।  ଫଳରେ ବିଭିନ୍ନ ରୋଗ ମାଡ଼ିଆସେ।

ଚଟପଟା ଖାଦ୍ୟ- ଚଟାପଟା ଖାଦ୍ୟ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ବିଶେଷ କରି ରାସ୍ତାକଡ଼ରେ ବିକ୍ରି ହେଉଥିବା ଚଟପଟା ଖାଦ୍ୟ ଦେଖିଲେ ଆମ ପାଟିରୁ ଲାଳ ଆସିଯାଇଥାଏ।  ଖରାଦିନରେ ଏହା ଖାଇବା ଅନୁଚିତ। ଏଥିରେ ଅଧିକ ତେଲ ଓ ମସଲା ପଡ଼ିଥାଏ। ଏହା ଖାଇବା ଦ୍ୱାରା ଗ୍ୟାସଟିକ୍‌  ହୋଇଥାଏ। ମାରାତ୍ମକ ରୋଗରେ ପଡ଼ିବାର ସମ୍ଭାବନା ଥାଏ।

 ଅଦାପକା ଚାହା- ଅନେକ ଲୋକ ଅଦାପକା ଚାହା ପିଇବାକୁ ଭଲ ପାଆନ୍ତି। କିନ୍ତୁ ଗରମଦିନରେ ଅଦାପକା ଚାହା ଖାଇବା ଉଚିତ ନୁହେଁ। ଅଦାପକା ଚାହା ଦେହକୁ ଗରମ କରିଦେଇଥାଏ। ଆମ ଦେହ ଗରମ ହେଲେ ନାକରୁ ରକ୍ତ ବାହାରିବାର ଆଶଙ୍କା ଅଧିକ ଥାଏ।

ଜଙ୍କ୍‌ ଫୁଡ୍- ଖରାଦିନରେ ଜଙ୍କ୍ ଫୁଡ୍‌ ଖାଇବା ଉଚିତ ନୁହେଁ। ଏହା ଖାଇବା ଦ୍ୱାରା ପେଟ ଖରାପ ହୋଇଥାଏ। ଏହାସହ ଫୁଡ୍‌ ପ୍ରୟୋଜନ ହେବାର ଅଧିକ ଆଶଙ୍କା ଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story